ଆପଣ କହି ପାରିବେ କି ବଲିଉଡ ସେଲିବ୍ରିଟି ମାନେ କେଉଁ ପଲିଟିକାଲ ପାର୍ଟିକୁ ଜ‌‍‌ଏନ କରିଛନ୍ତି ??

ଆପଣ କହି ପାରିବେ କି ବଲିଉଡ ସେଲିବ୍ରିଟି ମାନେ କେଉଁ ପଲିଟିକାଲ ପାର୍ଟିକୁ ଜ‌‍‌ଏନ କରିଛନ୍ତି ?

ଆପଣ କହି ପାରିବେ କି ବଲିଉଡ ସେଲିବ୍ରିଟି ମାନେ କେଉଁ ପଲିଟିକାଲ ପାର୍ଟିକୁ ଜ‌‍‌ଏନ କରିଛନ୍ତି ?

Q1: ଡ୍ରିମ୍ ଗଲ ହେମା ମାଳିନୀ କେଉଁ ରାଜନୈତିକ ଦଳ ପାଇଁ କ୍ୟାପେନ କରିଥିଲେ ?

  • A. ବିଜେପି
  • B. କଗ୍ରେସ
  • C. ଏଏପି
  • D. ସମାଜବାଦି ପାର୍ଟି

Q2: କେଉ ପାର୍ଟି ରୁ ୨୦୦୪ର ଜେନେରାଲ ଇଲେକସନରେ ଧର୍ମେନ୍ଦ୍ର ମ.ପି ରୂପେ ବଛା ଯାଇଥିଲେ?

  • A. କଗ୍ରେସ
  • B. ବିଜେପି
  • C. ବହୁଜନ ପାର୍ଟି
  • D. ଆର.ଜେ.ଡି

Q3: ୨୦୦୪ରେ ଜୟା ବଚ୍ଚନ କେଉଁ ରାଜନୈତିକ ଦଳ ତରଫରୁ ବଛା ଯାଇଥିଲେ?

  • A. ବିଜେଡି
  • B. ଇଣ୍ଡିଆନ ନାସନାଲ ଲୋକ ଦର
  • C. ସମାଜବାଦି ପାର୍ଟ
  • D. ଜେଡି

Q4: ଅମିତାଭ ବଚ୍ଚନ ୧୯୮୪ରେ ବଲିଉଡ ରୁ ବ୍ରେକ ନେଇ କେଉଁ ପ୍ରସିଦ୍ଧ ରାଜନୀତିଜ୍ଞଙ୍କୁ ସପୋର୍ଟ କରୁଥିଲେ?

  • A. ରାଜିବ ଗାନ୍ଧୀ
  • B. ଏଚ.ଏନ.ବହୁଗୁଣ
  • C. ଅମର ସିଂ
  • D. କେହିବି ନୁହେଁ

Q5: ଭେଟେରାନ ଅଭିନେତ୍ରୀ କିରଣ ଖେର ୨୦୧୪ର ଜେନେରାଲ ଇଲେକସନରେ ଲୋକ ସଭାରେ ଗୋଟେ ସିଟ ଜିତି ଥିଲେ, କହିପାରିବେ କି କେଉଁ ପାର୍ଟି ତରଫରୁ ସେ ଜିତି ଥିଲେ?

  • A. ଟି.ଏମ.ସି
  • B. ବି.ସ.ପି
  • C. ସିପିଆଇ
  • D. ବିଜେପି

Q6: ଜୟା ପ୍ରଦାନ କେଉଁ ରାଜନୈତିକ ଦଳରୁ ନିଜର କରିଅର ଆରମ୍ଭକରିଛନ୍ତି?

  • A. ତେଲୁଗୁ ଦେଶମ ପାର୍ଟି
  • B. ବିଜେପି
  • C. କଗ୍ରେସ
  • D. ଏନସିପି

Q7: ପ୍ରସିଦ୍ଧ ଅଭିନେତା ଏବଂ ଲ ମେକର ରାଜ ବବର ତାଙ୍କ ର ରାଜନୀତିକ କ୍ୟାରିୟର କେଉଁ ପଲିଟିକାଲ ପାର୍ଟିରୁ ଆରମ୍ଭ କରିଛନ୍ତି ?

  • A. ସମାଜବାଦି ପାର୍ଟି
  • B. ଜନତା ଦଲ
  • C. କଗ୍ରେସ
  • D. ବିଜେପି

Q8: ସତୃଘ୍ନ ସିହ୍ନା କେଉଁ ରାଜନୈତିକ ଦଳରୁ ଅଟନ୍ତି?

  • A. ଯେଡି(ସ)
  • B. ଯେଡି(ୟୁ)
  • C. ବିଜେପି
  • D. ସମାଜବାଦି ପାର୍ଟି

Q9: ଗୋବିନ୍ଦା କେଉଁ ପଲିଟିକାଲ ପାର୍ଟିର ଅଂଶ ଅଟନ୍ତି?

  • A. ସିପିଆଇ
  • B. ଏନସିପି
  • C. ଆଇନସି
  • D. ବିଜେପି

Q10: ପୂର୍ବତନ ବିଉଟି କୁଇନ, ମଡେଲ ଏବଂ ଅଭିନେତ୍ରୀ ଗୁଲପନାଗ ୨୦୧୪ର ଜେନେରାଲ ଇଲେକସନରେ କେଉଁ ଦଳର କ୍ୟାଣ୍ଡିଡେଟ ହୋଇଥିଲେ?

  • A. ଆଇ.ଏନ.ସି
  • B. ବିଜେପି
  • C. ଆରଜେଡି
  • D. ଆପ୍

post a comment