ଏହି କୁଇଜଟି ଖେଳି ଦେଖନ୍ତୁ ଆଲିଆ ଭଟଙ୍କ ବିଷୟରେ ଆପଣ କେତେ ଜାଣିଛନ୍ତି ?

ଏହି କୁଇଜଟି ଖେଳି ଦେଖନ୍ତୁ ଆଲିଆ  ଭଟଙ୍କ  ବିଷୟରେ ଆପଣ କେତେ ଜାଣିଛନ୍ତି

ଏହି କୁଇଜଟି ଖେଳି ଦେଖନ୍ତୁ ଆଲିଆ ଭଟଙ୍କ ବିଷୟରେ ଆପଣ କେତେ ଜାଣିଛନ୍ତି

Q1: ଆଲିଆ ଭଟଙ୍କ ଜନ୍ମ କେଉଁ ମସିହାରେ ହୋଇଥିଲା?

  • A. 1992
  • B. 1993
  • C. 1994
  • D. 1995

Q2: ଆଲିଆ ଭଟଙ୍କ ପିତାଙ୍କ ନାମ କଣ?

  • A. ମହେଶ ଭଟ
  • B. ମୁକେଶ ଭଟ
  • C. ଆନନ୍ଦ ଭଟ
  • D. ଅମିତ ଭଟ

Q3: ଅଭିନୟ ଛଡା ତାଙ୍କର ଅନ୍ୟ କେଉଁ ବୃତ୍ତି ରହିଛି?

  • A. ଶିକ୍ଷକ
  • B. ନୃତ୍ୟ
  • C. ଗାୟକ
  • D. କେଉଁଟି ବି ନୁହେଁ

Q4: ଟୁ ଷ୍ଟେଟ ଫିଲ୍ମରେ ଅଭିନିତ ତାଙ୍କ ଚରିତ୍ରଟିର ନାମ କଣ ଥିଲା?

  • A. ଅନନ୍ୟା ସ୍ଵାମୀନାଥମ
  • B. ଅନନ୍ୟା ଶୁଭ୍ରମନ୍ୟମ୍
  • C. ଅନନ୍ୟା ରେଡି
  • D. ଅନନ୍ୟା ଅୟର

Q5: ରାସ୍ତା କଡ଼ ଜୀଵଙ୍କ ସୁବିଧା ବିଷୟରେ ଲୋକଙ୍କୁ ଜାଗୃତ କରିବା ପାଇଁ ଆଲିଆ 2017ରେ ଏକ ପଦକ୍ଷେପ ନେଇଥିଲେ, ତା'ର ନା କ'ଣ?

  • A. ଫର ଏକ୍ସିଟ
  • B. କୋ ଏକ୍ସିଟ
  • C. ସି ଏକ୍ସିଟ
  • D. ଟୁ ଏକ୍ସିଟ

Q6: କେଉଁ ଫିଲ୍ମଟି ପାଇଁ ସେ ଫିଲ୍ମ୍ ଫେୟାର ଆୱଡ ପାଇଥିଲେ ବେଷ୍ଟ ଆକ୍ଟ୍ରେସ ରୋଲ୍ ପାଇଁ?

  • A. ଷ୍ଟୁଡେଣ୍ଟ ଅଫ ଦ ୟିର
  • B. ଡିଅର ଜୀନ୍ଦଗି
  • C. ବଦ୍ରିନାଥ କି ଦୁଲହନୀଆ
  • D. ଉଡତା ପଞ୍ଜାବ

Q7: ଆଲିଆଙ୍କ ବଡ଼ ଭଉଣୀଙ୍କ ନାମ କ'ଣ?

  • A. ସୋନୀ
  • B. ପୂଜା
  • C. ସାହିନ୍
  • D. ଟିନା

Q8: କେଉ ଫିଲ୍ମ୍ ପାଇଁ ଆଲିଆ ଫିଲ୍ମ୍ ଫେଆର କ୍ରିଟୀକ୍ସ ଆୱଡ ଜିତି ଥିଲେ ବେଷ୍ଟ ଆକ୍ଟ୍ରେସ ପାଇଁ ?

  • A. ହାଇୱ
  • B. ଉଡତା ପଞ୍ଜାବ
  • C. ଡିଅର ଜୀନ୍ଦଗୀ
  • D. ଏ ଦୀଲ୍ଲ ହେ ମୁସକିଲ

Q9: କେଉ ଅନଲାଇନ ରିଟେଲରଙ୍କ ପାଇଁ ଆଲିଆ ନିଜର ଫ୍ୟାସନ୍ ଲେବଲ ଲଞ୍ଚ କରିଥିଲେ?

  • A. ଜବଙ୍ଗ
  • B. ସପକ୍ଲୁସ୍
  • C. ସ୍ନାପଡିଲ
  • D. ମୀନ୍ତ୍ରା

Q10: ଷ୍ଟୁଡେଣ୍ଟ ଅଫ ଦ ଇୟର ଫିଲ୍ମ୍ରେ ସେ ଯେଉଁ ରୋଲ୍ ରେ ଅଭିନୟ କରିଥିଲେ, ତା'ର ନାଁ ଟି କ'ଣ ?

  • A. କାଭ୍ୟା
  • B. କାଏରା
  • C. ସନାୟା
  • D. ଅନାୟା

post a comment