ଓଡ଼ିଆ ଚଳଚିତ୍ର ର୍ନିଦେଶକ ଅମୀୟ ପଟନାୟକଙ୍କ ସମ୍ପର୍କରେ ଆପଣ କେତୋଟି ପ୍ରଶ୍ନର ଉତ୍ତର ଦେଇ ପାରିବେ?

ଓଡ଼ିଆ ଚଳଚିତ୍ର ର୍ନିଦେଶକ  ଅମୀୟ ପଟନାୟକଙ୍କ  ସମ୍ପର୍କରେ ଆପଣ କେତୋଟି ପ୍ରଶ୍ନର ଉତ୍ତର ଦେଇ ପାରିବେ

ଓଡ଼ିଆ ଚଳଚିତ୍ର ର୍ନିଦେଶକ ଅମୀୟ ପଟନାୟକଙ୍କ ସମ୍ପର୍କରେ ଆପଣ କେତୋଟି ପ୍ରଶ୍ନର ଉତ୍ତର ଦେଇ ପାରିବେ

Q1: ଅମୀୟ ପଟନାୟକ ର୍ନିଦେଶକ ଭାବେ କେଉଁ ମସିହାରେ କାର୍ୟ୍ଯ ଆରମ୍ଭ କରିଥିଲେ?

  • A. 1980
  • B. 1985
  • C. 1981
  • D. 1986

Q2: ତାଙ୍କର ପ୍ରଥମ ର୍ନଦେଶିତ ଫିଲ୍ମଟିର ନାଁ କଣ?

  • A. ଭାଇ ହେଲା ଭଗାରୀ
  • B. ଶେଷ ଶ୍ରାବଣ
  • C. ସୀତା ବିବାହ
  • D. ମମତା ମାଗେ ମୁଲ

Q3: ସେ କେଉଁ ଫିଲ୍ମରୁ ପ୍ରଯୋଜନା ଆରମ୍ଭ କରିଥିଲେ?

  • A. ଶେଷ ଶ୍ରାବଣ
  • B. ମମତା ମାଗେ ମୁଲ
  • C. ଭାଇ ହେଲା ଭଗାରୀ
  • D. ସୀତା ବିବାହ

Q4: ତାଙ୍କ ପ୍ରଯୋଜିତ ହାକିମ ବାବୁ ଫିଲ୍ମ କେଉଁ ମସିହାରେ ବନିଥିଲା?

  • A. 1990
  • B. 1986
  • C. 1980
  • D. 1985

Q5: ତାଙ୍କ ର୍ନିମିତ ରାଜା ରାଣୀ ଫିଲ୍ମଟି କେଉଁ ମସିହାରେ ଆସିଥିଲା?

  • A. 1987
  • B. 1897
  • C. 1989
  • D. 1890

Q6: 1999 ମସିହାରେ ତାଙ୍କର କେଉଁ ପିଲ୍ମଟି ଆସିଥିଲା?

  • A. ବାବୁ I LOVE YOU
  • B. ମମତା ମାଗେ ମୁଲ
  • C. ହାକିମ ବାବୁ
  • D. ପରଦେଶୀ ବାବୁ

Q7: 2015 ରେ ତାଙ୍କର କେଉଁ ଆୱଡ଼ ୱଇନିଗ ଫିଲ୍ମଟି ଆସିଥିଲା?

  • A. ତୁଳସୀ ଅପା
  • B. ମମତା ମାଗେ ମୁଲ
  • C. ପରଦେଶୀ ବାବୁ
  • D. ବାବୁ I LOVE YOU

Q8: ତାଙ୍କ ର୍ନିମିତ ତୁଳସୀ ଅପା ଫିଲ୍ମ ଟି କେଉଁ ମସିହାରେ ଥିଏଟରରେ ରିଲିସ ହୋଇଥିଲା?

  • A. 2014
  • B. 2016
  • C. 2015
  • D. 2017

Q9: 1974 ମସିହାରେ ସେ ଅଖିଳ ଭାରତୀୟ ଆଲାହାବାଦ ଲୋକନାଟକ ମହୋସ୍ଛବରେ କେଉଁ ସମ୍ମାନ ପାଇଥିଲେ?

  • A. ଶ୍ରେଷ୍ଟ ର୍ନିଦେଶକ
  • B. ଶ୍ରେଷ୍ଟ ପ୍ରଯୋଜକ
  • C. ଶ୍ରେଷ୍ଟ ସଙ୍ଗୀତ ର୍ନିଦେଶକ
  • D. ଶ୍ରେଷ୍ଟ ଅଭିନେତା

Q10: କେଉଁ ନାଟକ ତାଙ୍କୁ ଆଣିଦେଇଥିଲା ର୍ନିଦେଶନାରେ ଇର୍ଷଣିୟ କ୍ଷାତି?

  • A. ହାକିମ ବାବୁ
  • B. ବ୍ୟଭିଚାର
  • C. ଗାଥାନି
  • D. କଳା

post a comment