ଓଡ଼ିଆ ସିନେମା ତାରକା ଅନୁଭବ ମହାନ୍ତିଙ୍କ ସମ୍ପର୍କରେ ଏହି ଦଶଟି ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ,ଆପଣ କେତେଟି ସଠିକ ଉତ୍ତର ଦେଇ ପାରୁଛନ୍ତି?

ଓଡ଼ିଆ ସିନେମା ତାରକା  ଅନୁଭବ ମହାନ୍ତିଙ୍କ ସମ୍ପର୍କରେ ଏହି ଦଶଟି ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ,ଆପଣ କେତେଟି ସଠିକ ଉତ୍ତର ଦେଇ ପାରୁଛନ୍ତି

ଓଡ଼ିଆ ସିନେମା ତାରକା ଅନୁଭବ ମହାନ୍ତିଙ୍କ ସମ୍ପର୍କରେ ଏହି ଦଶଟି ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ,ଆପଣ କେତେଟି ସଠିକ ଉତ୍ତର ଦେଇ ପାରୁଛନ୍ତି

Q1: ଅନୁଭବ ମହାନ୍ତିଙ୍କ ଜନ୍ମ କେବେ?

  • A. 24 ଜାନୁୟାରୀ 1981
  • B. 24 ଡିସେମ୍ବର 1981
  • C. 24 ଫେବୃଆରୀ 1981
  • D. 24 ଅଗଷ୍ଟ 1981

Q2: ସେ କେଉଁ ମସିହାରେ ପ୍ରଥମ ଫିଲ୍ମରେ ଅଭିନୟ ଆରମ୍ବ କରିଥିଲେ?

  • A. 2002
  • B. 2001
  • C. 2004
  • D. 2005

Q3: ତାଙ୍କର ଏକ ପ୍ରଡ଼କ୍ସନ ହାଉସ ଅଛି,ତାର ନା ଟି କଣ?

  • A. ବିଷ୍ଣୁପ୍ରିୟା ଆର୍ଟ ଏବଂ ଗ୍ରାଫିକ୍ସ
  • B. ଅନୁଭବ ଆର୍ଟ ଏବଂ ଗ୍ରାଫିକ୍ସ
  • C. ମହାନ୍ତି ଆର୍ଟ ଏବଂ ଗ୍ରାଫିକ୍ସ
  • D. ବର୍ଷା ଆର୍ଟ ଏବଂ ଗ୍ରାଫିକ୍ସ

Q4: ଅନୁଭବ କେଉଁ ବେଙ୍ଗଲୀ ଫିଲ୍ମରେ ଡେ଼ବୁ କରିଥିଲେ?

  • A. ମେଘେ
  • B. ନାୟକ
  • C. ହରନୋ ସୁର
  • D. ସାଥି ଅମର ଢାକା ତାରା

Q5: ଅନୁଭବ ମହାନ୍ତିଙ୍କ କେଉଁ ଫିଲ୍ମଟି ବାଙ୍ଗାଲୁର ସହରରେ 115 ଦିନ ଚାଲି ଥିଲା?

  • A. ସମଥିଙ୍ଗ ସମଥିଙ୍ଗ
  • B. ବେବୀ
  • C. କାବୁଲ ବାରବୁଲା
  • D. ଆକାଶେ କି ରଙ୍ଗ ଲାଗିଲା

Q6: ସେ କେଉଁ ପଲିଟିକାଲ ପାଟିକୁ ଜଏନ କରିଛନ୍ତି?

  • A. ବିଜେପି
  • B. କଗ୍ରେସ
  • C. ବିଜେଡି
  • D. ଆମ ଆଦମି ପାର୍ଟି

Q7: ସେ କେଉଁ ମସିହାରେ ପଲିଟିକାଲ ପାର୍ଟି ଜଏନ କରିଥିଲେ?

  • A. 2010
  • B. 2009
  • C. 2008
  • D. 2013

Q8: 2013ରେ ହିମାଂଶୁ ପରିଜାଙ୍କ କେଉଁ ଫିଲ୍ମରେ ସେ ଅଭିନୟ କରିଥିଲେ?

  • A. ଗପ ହେଲେ ବି ସତ
  • B. ଅଭୟ
  • C. ହାତ ଧରି ଚାଲୁଥା
  • D. ବାଳୁଙ୍ଗା ଟୋକା

Q9: ଅନୁଭବ କେଉଁ ଓଡ଼ିଆ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି?

  • A. ଅନୁ ଚୋୖଧୁରୀ
  • B. ଆରଚିତା
  • C. ମୀଠୀ
  • D. ବର୍ଷା ପ୍ରିୟଦର୍ଶିନୀ

Q10: ତାଙ୍କର ପ୍ରଥମ ଫିଲ୍ମର ନା କଣ?

  • A. ଆଇ ଲଭ ୟୁ
  • B. ଜଗା ହାତରେ ପଘା
  • C. ସାଥିରେ
  • D. ପ୍ରିୟା ମୋ ପ୍ରିୟା

post a comment