ଓଡ଼ିଶାର କିଛି ପୁରସ୍କାର ସମ୍ବନ୍ଧିତ ପ୍ରଶ୍ନ ଆପଣଙ୍କ ପାଇଁ?

ଓଡ଼ିଶାର କିଛି ପୁରସ୍କାର ସମ୍ବନ୍ଧିତ ପ୍ରଶ୍ନ ଆପଣଙ୍କ ପାଇଁ

ଓଡ଼ିଶାର କିଛି ପୁରସ୍କାର ସମ୍ବନ୍ଧିତ ପ୍ରଶ୍ନ ଆପଣଙ୍କ ପାଇଁ

Q1: ‘ଶାରଳା ପୁରସ୍କାର’ର ପ୍ରତିଷ୍ଠାତା କିଏ?

  • A. ସୁରେନ୍ଦ୍ର ମହାନ୍ତି
  • B. ଭର୍ତ୍ତୃହରି ମହତାବ
  • C. ବଂଶୀଧର ପଣ୍ଡା
  • D. ଶରତ ଦାସ

Q2: କିଏ ପ୍ରଥମେ ‘ଶାରଳା ପୁରସ୍କାର’ ପାଇଥିଲେ?

  • A. ସୁରେନ୍ଦ୍ର ମହାନ୍ତି
  • B. ଭର୍ତ୍ତୃହରି ମହତାବ
  • C. ବଂଶୀଧର ପଣ୍ଡା
  • D. ଶରତ ଦାସ

Q3: କେଉଁ ଓଡ଼ିଆ ଲେଖକ ପ୍ରଥମେ ‘ଜ୍ଞାନପୀଠ’ପୁରସ୍କାର ପାଇଥିଲେ?

  • A. ଶରତ ଦାସ
  • B. ସୁଧାକର ପଣ୍ଡା
  • C. ଗୋପୀନାଥ ମହାନ୍ତି
  • D. ସୁଧିର ତ୍ରିପାଠୀ

Q4: ‘ମାଟିର ମଣିଷ’ ପୁସ୍ତକ ପାଇଁ କେଉଁ ଓଡ଼ିଆ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ?

  • A. କାଳିନ୍ଦୀ ଚରଣ ପ୍ରାଣିଗ୍ରାହୀ
  • B. ଅରୁନ୍ଧତି ରାୟ
  • C. ଗୋପିନାଥ ପଣ୍ଡିତ
  • D. ପ୍ରମିଳା ସାହୁ

Q5: କେଉଁ ପୁସ୍ତକ ପାଇଁ ଗୋପୀନାତ ମହାନ୍ତି ‘ଜ୍ଞାନପୀଠ’ ପୁରସ୍କାର ପାଇଥିଲେ?

  • A. ବ୍ରହ୍ମପୁତ୍ର
  • B. ମାଟି ମଟାଳ
  • C. ପ୍ରଗତିବାଦୀ
  • D. ମାତୃଭାଷା

Q6: ଯମୁନାଲାଲ ବଜାଜ୍ ପୁରସ୍କାର ପାଇଥିବା ପ୍ରଥମ ନାରୀ କିଏ?

  • A. ଲକ୍ଷ୍ମୀ
  • B. ମୋନାଲିସା ଦେବୀ
  • C. ସୁଜାତା ମହାପାତ୍ର
  • D. ରମାଦେବୀ

Q7: କଳିଙ୍ଗ ପୁରସ୍କାର କେଉଁ ସଂସ୍ଥା ପ୍ରଦାନ କରେ?

  • A. ସେସ୍କୋ
  • B. ଇଡକୋ
  • C. ୟୁନେସ୍କୋ
  • D. କେଉଁଟି ବି ନୁହେଁ

Q8: ୨୦୦୪ ମସିହାରେ ମାହାରୀ ସମ୍ମାନ କିଏ ପାଇଛନ୍ତି?

  • A. ସୁଜାତା ମହାପାତ୍ର
  • B. ଯାଜ୍ଞସେନୀ
  • C. ଦୁର୍ଗା ଦେବୀ
  • D. ତୃପ୍ତି ମହାନ୍ତି

Q9: କେଉଁ ଓଡ଼ିଶୀ ନୃତ୍ୟ ଶିଳ୍ପୀ ‘ପଦ୍ମଶ୍ରୀ’ ଉପାଧିରେ ଭୂଷିତ ହୋଇଛନ୍ତି?

  • A. ସଂଯୁକ୍ତା ବେହେରା
  • B. ସଂଯୁକ୍ତା ପାଣିଗ୍ରାହୀ
  • C. ସଂଯୁକ୍ତା ସାମାଲ
  • D. ସଂଯୁକ୍ତା ଦାସ

Q10: ମନୋଜ ଦାସ କେଉଁ ପୁସ୍ତକ ପାଇଁ ସରସ୍ୱତୀ ସମ୍ମାନ ପାଇଥିଲେ?

  • A. ବିରଜା
  • B. ଲକ୍ଷ୍ମୀନାରାୟଣ
  • C. ବିଶ୍ୱାସ
  • D. ଅମୃତ ଫଳ

post a comment