ଏହି କୁଇଜଟି ଖେଳି ଦେଖନ୍ତୁ ବାବା ରାମଦେବ(ଯୋଗ) ଗୁରୁ ଙ୍କ ବିଷୟରେ ଆପଣ କେତେ ଜାଣିଛନ୍ତି? ?

ଏହି କୁଇଜଟି ଖେଳି ଦେଖନ୍ତୁ ବାବା ରାମଦେବ(ଯୋଗ) ଗୁରୁ ଙ୍କ ବିଷୟରେ ଆପଣ କେତେ ଜାଣିଛନ୍ତି?

ଏହି କୁଇଜଟି ଖେଳି ଦେଖନ୍ତୁ ବାବା ରାମଦେବ(ଯୋଗ) ଗୁରୁ ଙ୍କ ବିଷୟରେ ଆପଣ କେତେ ଜାଣିଛନ୍ତି?

Q1: ବାବା ରାମଦେବଙ୍କ ଜନ୍ମ କେଉଁଠି ହୋଇଥିଲା?

  • A. ହରିୟାଣା
  • B. ୟୁପି
  • C. ମ.ପ
  • D. ବିହାର

Q2: ରାମଦେବଙ୍କ ଛୋଟବେଳର ନାମ କଣ?

  • A. ରାମନିୱାସ ୟାଦବ
  • B. ରାମ କୃଷ୍ଣ ୟାଦବ
  • C. ମୁରଲୀ କୃଷ୍ଣ ୟାଦବ
  • D. କେଉଁଟି ନୁହେ

Q3: ରାମ ଦେବ ନାରୁ 'ସ୍ବାମୀ ରାମଦେବ'କୁ ପରିବର୍ତ୍ତନ ସେ କେଉଁ ପ୍ରସିଦ୍ଧ ଗୁରୁଙ୍କ ସାନ୍ନିଧ୍ୟରେ କରିଥିଲେ?

  • A. ସ୍ବାମୀ ନରେଶ ଦେବ ଜୀ
  • B. ସ୍ବାମୀ କିଶୋରୀ ଲାଲ ଜୀ
  • C. ସ୍ବାମୀ ଶଙ୍କର ଦେବଜୀ
  • D. ସ୍ବାମୀ ନାରାୟଣ ଶଙ୍କର

Q4: ବାବା ରାମ ଦେବ କେଉଁ ଟେଲିକ ଅପରେଟରଙ୍କ ସହ ସନ୍ଧି କରି ସ୍ବେଦେଶୀ ସମୃଦ୍ଧି ସିମ କାର୍ଡ ଲଞ୍ଚ କରିଥିଲେ?

  • A. ଭୋଡାଫୋନ
  • B. ଜିଓ
  • C. ଏୟାରଟେଲ
  • D. ବିଏସନାଲ

Q5: ବାବା କେଉଁ ମସିହାରେ ଦିବ୍ୟ ଯୋଗୀ ମନ୍ଦିର ଟ୍ରଷ୍ଟ ଗଠନ କରିଥିଲେ?

  • A. 1994
  • B. 1995
  • C. 1996
  • D. 1997

Q6: 2010 ମସିହାରେ ବାବା ଏକ ପଲିଟିକାଲ ପାର୍ଟି ଗଠନ କରିବା ପାଇ ପ୍ରଚାର କରାଇଥିଲେ, ସେ ପାର୍ଟିର ନା କଣ ଥିଲା?

  • A. ସ୍ୱାଭିମାନ ଭାରତ
  • B. ଭାରତ ପ୍ରଯାତନ୍ତ୍ର
  • C. ଭାରତ ସ୍ୱାଭିମାନ
  • D. ଭାରତ ଯୋଗୀ

Q7: ନିମ୍ନଲିଖିତ କେଉଁ ବହି ଗୁଡିକ ବାବା ରାମଦେବଙ୍କ ଦ୍ଵାରା ଲିଖିତ?

  • A. ପ୍ରାଣାୟମ ରହସ୍ୟ
  • B. ଔଷଧ ଦର୍ଶନ
  • C. ଯୋଗ ଦର୍ଶନ
  • D. ଉଭୟ A ଓ B

Q8: ନିମ୍ନଲିଖିତ କେଉଁ କାର୍ଯ୍ୟ ପାଇ ବାବା ରାମଦେବ ଚର୍ଚ୍ଚିତ?

  • A. ଆୟୁର୍ବେଦ
  • B. ଏଗ୍ରିକଲଚର
  • C. ବିଜନେସ
  • D. ଉପରୋକ୍ତ ସମସ୍ତ

Q9: ବାବା ରାମଦେବ ଏକ ସ୍କଟିସ ଆଇଲାଣ୍ଡ କିଣିଥିଲେ ଏବଂ ତାକୁ ପୁର୍ନବାର ନାମକରଣ କରିଥିଲେ ସେ ନା ଟି କଣ?

  • A. ଯୋଗ ଆଇସ ଲ୍ୟାଣ୍ଡ
  • B. ପିସ ଆଇସ ଲ୍ୟାଣ୍ଡ
  • C. ସାଇଲେନ୍ସ ଆଇସ ଲ୍ୟାଣ୍ଡ
  • D. ପତଞ୍ଜଳି କୁଟୀର

Q10: ବାବା ନିମ୍ନଲିଖିତ କେଉଁ ରୋଗ ଟିକୁ ଯୋଗ ଦ୍ଵାରା ଭଲ କରିପାରିବେ ବୋଲି ଲୋକଙ୍କ ଗହଣରେ କହିଥିଲେ?

  • A. ଏଡ୍ସ
  • B. କ୍ୟାନ୍ସର
  • C. ଡାଇବେଟିସ
  • D. ଉଭୟ A ଏବଂ B

post a comment