ଓଡ଼ିଆ ସିନେ ଅଭିନେତା ବାବୁଶାନଙ୍କ ସମ୍ପର୍କରେ ଆପଣଙ୍କ କେତେ ଅଭିଜ୍ଞତା ଅଛି,କୁଇଜଟି ଖେଳି ଜାଣନ୍ତୁ ?

ଓଡ଼ିଆ ସିନେ ଅଭିନେତା ବାବୁଶାନଙ୍କ ସମ୍ପର୍କରେ ଆପଣଙ୍କ କେତେ ଅଭିଜ୍ଞତା  ଅଛି,କୁଇଜଟି ଖେଳି ଜାଣନ୍ତୁ

ଓଡ଼ିଆ ସିନେ ଅଭିନେତା ବାବୁଶାନଙ୍କ ସମ୍ପର୍କରେ ଆପଣଙ୍କ କେତେ ଅଭିଜ୍ଞତା ଅଛି,କୁଇଜଟି ଖେଳି ଜାଣନ୍ତୁ

Q1: ବାବୁଶାନଙ୍କ ଜନ୍ମ କେଉଁ ମସିହାରେ ହୋଇଥିଲା?

  • A. 1990
  • B. 1989
  • C. 1991
  • D. 1992

Q2: ତାଙ୍କ ପ୍ରକୃତ ନାଁ ଟି କଣ?

  • A. ଅଶୋକ ମହାନ୍ତି
  • B. ବିକାଶ ମହାନ୍ତି
  • C. ତନ୍ମୟ ମହାନ୍ତି
  • D. ବାବୁ ମହାନ୍ତି

Q3: ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଅଭିନେତା ବ୍ୟତୀତ ଅନ୍ୟ କେଉଁ କାମ କରନ୍ତି?

  • A. ର୍ନିଦେଶକ
  • B. ଗୀତ ଲେଖକ, ପ୍ରଚ୍ଛଦପଟ ଗାୟକ
  • C. ନୃତ୍ୟ ର୍ନିଦେଶକ
  • D. ସଙ୍ଗୀତ ର୍ନିଦେଶକ

Q4: ସେ କେଉଁ ଓଡ଼ିଆ ଅଭିନେତାଙ୍କ ସୁପୁତ୍ର ଅଟନ୍ତି?

  • A. ବିଜୟ ମହାନ୍ତି
  • B. ଶ୍ରୀରାମ ପଣ୍ଡା
  • C. ହର ପଟନାୟକ
  • D. ଉତ୍ତମ ମହାନ୍ତି

Q5: ସେ କେଉଁ ଓଡ଼ିଆ ଅଭିନେତ୍ରୀଙ୍କ ସୁପୁତ୍ର ଅଟନ୍ତି?

  • A. ମହେଶ୍ଵେତା
  • B. ଅନିତା
  • C. ଅପରାଜିତା ମହାନ୍ତି
  • D. ରୁନୁ

Q6: ବାବୁଶାନଙ୍କ ପ୍ରଥମ ଚଳଚିତ୍ରର ନାଁ ଟି କଣ?

  • A. ରୋମିଓ
  • B. ପ୍ରେମ ଅଢ଼େଇ ଅକ୍ଷର
  • C. ଡାହା ବାଳୁଙ୍ଗା
  • D. ଲୋଫର

Q7: ସେ କେଉଁ ମସିହାରେ ଓଡ଼ିଆ ଚଳଚିତ୍ର ଜଗତରେ ପ୍ରଯୋଜକ ରୂପେ ଯୋଗ ଦେଲେ?

  • A. 2016
  • B. 2015
  • C. 2017
  • D. 2014

Q8: ସୁଶାନ୍ତ ମଣି ର୍ନିଦେଶିତ କେଉଁ ଚଳଚିତ୍ରରେ ସେ ଅଭିନୟ କରିଛନ୍ତି?

  • A. ତୁ କହିବୁ ନା ମୁ
  • B. ପାଗଳ କରିଛୁ ତୁ
  • C. ଚକୋଲେଟେ
  • D. ମୋତେ ତ ଲଭ ହେଲାରେ

Q9: ତାଙ୍କ ପ୍ରଥମ ଚଳଚିତ୍ରର ର୍ନିଦେଶକ କିୟେ ଥିଲେ?

  • A. ହର ପଟନାୟକ
  • B. ସୁଶାନ୍ତ ମଣି
  • C. ବିଜୟ ଜେନା
  • D. ମୋହମ୍ମଦ ମହସୀନ

Q10: ତାଙ୍କ ପ୍ରଥମ ଚଳଚିତ୍ରଟି କେଉଁ ମସିହାରେ ଆସିଥିଲା?

  • A. 2008
  • B. 2010
  • C. 2009
  • D. 2012

post a comment