ବିଜୁ ପଟ୍ଟନାୟକଙ୍କ ବିଷୟରେ ଆପଣ କେତେ ଜାଣିଛନ୍ତି??

ବିଜୁ ପଟ୍ଟନାୟକଙ୍କ ବିଷୟରେ ଆପଣ କେତେ ଜାଣିଛନ୍ତି?

ବିଜୁ ପଟ୍ଟନାୟକଙ୍କ ବିଷୟରେ ଆପଣ କେତେ ଜାଣିଛନ୍ତି?

Q1: ବିଜୁ ପତ୍ତନାୟକ କେଉଁ ମସିହାରେ ଜନ୍ମ ହୋଇଥିଲେ?

  • A. ୧୯୧୬
  • B. ୧୯୧୭
  • C. ୧୯୧୮
  • D. ୧୯୧୯

Q2: ତାଙ୍କର ଜନ୍ମ ସ୍ଥଳୀ କେଉଁ ଠାରେ ?

  • A. ଭୁବନେଶ୍ୱର
  • B. ଯାଜପୁର
  • C. କାକାଟପୁର
  • D. କଟକ

Q3: ସେ କେଉଁ ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ କରିଥିଲେ?

  • A. ଗଙ୍ଗାଧର ମେହେର ୟୁନିଭରସିଟି
  • B. ସମ୍ବଲପୁର ୟୁନିଭରସିଟି
  • C. ରେଭେନ୍ସା ୟୁନିଭରସିଟି
  • D. ଉତ୍କଳ ୟୁନିଭରସିଟି

Q4: ସେ ଜଣେ ରାଜନୀତିଜ୍ଞ ଛଡା ନିମ୍ନ ଲିଖିତ ମଧ୍ୟରୁ ଅନ୍ୟ କଣ ଥିଲେ?

  • A. କୃଷକ
  • B. ପାଇଲଟ
  • C. ଶିକ୍ଷକ
  • D. ବୈଜ୍ଞାନିକ

Q5: ବିଜୁ ପଟ୍ଟନାୟକ ଷ୍ଟାଡିୟମ କେଉଁଠାରେ ଅବସ୍ଥିତ?

  • A. ଅନୁଗୁଳ
  • B. ଝାରସୁଗୁଡା
  • C. କଟକ
  • D. ଭୁବନେଶ୍ୱର

Q6: ବିଜୁ ବାବୁଙ୍କ ଜନ୍ମଦିନକୁ ତାଙ୍କ ପୁତ୍ର ନବିନ ପଟ୍ଟନାୟକ ଓଡ଼ିଶାରେ କେଉଁ ଦିବସ ରୂପେ ପାଳୁଛନ୍ତି?

  • A. କୃଷି ଦିବସ
  • B. ଶ୍ରମିକ ଦିବସ
  • C. ପଞ୍ଚାୟତି ରାଜ ଦିବସ
  • D. ଶିଶୁ ଦିବସ

Q7: ବିଜୁ ପଟ୍ଟନାୟକ କେଉଁ ଦୈନିକ ଓଡ଼ିଆ ଖବର କାଗଜ ଆରମ୍ଭ କରିଥିଲେ ?

  • A. ସମାଜ
  • B. ସମ୍ବାଦ
  • C. କଳିଙ୍ଗ
  • D. ପ୍ରତିଦିନ

Q8: ବିଜୁ ପଟ୍ଟନାୟଙ୍କ ପୁତ୍ରିଙ୍କ ନା କ’ଣ?

  • A. ଗୀତା ମେହତା
  • B. ସ୍ୱପ୍ନା ମେହତା
  • C. ରାଧା ମେହତା
  • D. ଅରୁନଦ୍ଧତି ମେହତା

Q9: ବିଜୁ ବାବୁଙ୍କ ବରିଷ୍ଠ ପୁତ୍ର ପ୍ରେମ ପଟ୍ଟନାୟକ କ’ଣ କରନ୍ତି?

  • A. ରାଜନୀତି
  • B. କଳାକାର
  • C. ଇଣ୍ଡଷ୍ଟ୍ରିଅଲିଷ୍ଟ
  • D. କେଉଁଟି ବି ନୁହେଁ

Q10: କଳିଙ୍ଗ ପ୍ରାଇଜର ଉପସ୍ଥାପନା ସେ କେଉଁ ମସିହାରେ କରିଥିଲେ?

  • A. ୧୯୫୩
  • B. ୧୯୯୫
  • C. ୧୯୯୦
  • D. ୧୯୫୧

post a comment