ଓଡ଼ିଶା ମହାନ ବ୍ୟକ୍ତି ମାନଙ୍କ ଜନ୍ମ ତାରିଖକୁ ନେଇ କିଛି ପ୍ରଶ୍ନ?

ଓଡ଼ିଶା ମହାନ ବ୍ୟକ୍ତି ମାନଙ୍କ ଜନ୍ମ ତାରିଖକୁ ନେଇ କିଛି ପ୍ରଶ୍ନ

ଓଡ଼ିଶା ମହାନ ବ୍ୟକ୍ତି ମାନଙ୍କ ଜନ୍ମ ତାରିଖକୁ ନେଇ କିଛି ପ୍ରଶ୍ନ

Q1: ଫକୀର ମୋହନ ସେନାପତିଙ୍କ ଜନ୍ମ କେବେ ହୋଇଥିଲା ?

  • A. ୧୭.୧.୧୮୪୩
  • B. ୧୮.୨.୧୮୪୩
  • C. ୩୦.୧.୧୮୪୩
  • D. ୨୨.୩.୧୮୪୩

Q2: ସାମନ୍ତ ଚନ୍ଦ୍ରଶେଖର କେବେ ଜନ୍ମ ଗ୍ରହଣ କରିଥିଲେ?

  • A. ୧୦.୫.୧୮୩୧
  • B. ୨୨.୧.୧୮୩୧
  • C. ୧୧.୧୨.୧୮୩୧
  • D. ୨୬.୧.୧୮୩୧

Q3: ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ କେବେ ହୋଇଥିଲା?

  • A. ୨୧.୮.୧୮୦୯
  • B. ୨୨.୯.୧୮୦୯
  • C. ୧୮.୩.୧୮୦୯
  • D. ୩୦.୧୮୦୯

Q4: ମଧୁସୂଦନ ଦାସଙ୍କ ଜନ୍ମ ସମୟ?

  • A. ୨୨.୪.୧୮୦୯
  • B. ୨୯.୪.୧୮୦୯
  • C. ୧୦.୪.୧୮୦୯
  • D. ୨୮.୪.୧୮୦୯

Q5: କବିବର ରାଧାନାଥ ରାୟଙ୍କ ଜନ୍ମ କେବେ ହୋଇଥିଲା?

  • A. ୨୮.୯.୧୮୪୮
  • B. ୪.୯.୧୮୪୮
  • C. ୨୨.୧.୧୮୪୮
  • D. ୧୦.୬.୧୮୪୮

Q6: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନ୍ମ କେବେ ହୋଇଥିଲା?

  • A. ୩.୧୧.୧୮୭୭
  • B. ୫.୧୦.୧୮୭୭
  • C. ୯.୧୦.୧୮୭୭
  • D. ୯.୧୦.୧୮୭୭

Q7: ଓଡ଼ିଆ ବର୍ଣ୍ଣବୋଧର ରଚୟିତା ମଧୁସୂଦନ ରାଓଙ୍କ ଜନ୍ମ କେବେ?

  • A. ୩.୨.୧୮୫୩
  • B. ୨୯.୧.୧୮୫୩
  • C. ୧୫.୪.୧୮୫୩
  • D. ୯.୩.୧୮୫୩

Q8: ଆଚାର୍ଯ୍ୟ ହରିହର ଦାସ କେବେ ଜନ୍ମଗ୍ରହଣ କରିଥିଲେ ?

  • A. ୧୦.୩.୧୮୮୧
  • B. ୨୬.୨.୧୮୮୧
  • C. ୮.୮.୧୮୮୧
  • D. ୫.୧୦.୧୮୮୧

Q9: କେବେ ଡଃ ପର୍ଶୁରାମ ମିଶ୍ର ଜନ୍ମଗ୍ରହଣ କରିଥିଲେ?

  • A. ୪.୧.୧୮୯୪
  • B. ୨୫.୧.୧୮୯୪
  • C. ୮.୮.୧୮୯୪
  • D. ୧୦.୩.୧୮୯୪

Q10: ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଜନ୍ମ କେବେ?

  • A. ୫.୮.୧୮୮୪
  • B. ୩.୧.୧୮୮୪
  • C. ୭.୧୦.୧୮୮୪
  • D. ୯.୧୧.୧୮୮୪

post a comment