କ'ଣ ଆପଣ ଅନୁମାନ କରି ପାରିବେ ଏହି ବଲିଉଡ଼ ଡାଇଲଗ ଗୁଡିକ କେଉଁ ଫିଲ୍ମ ର ଅଟେ??

କ'ଣ ଆପଣ ଅନୁମାନ କରି ପାରିବେ ଏହି  ବଲିଉଡ଼ ଡାଇଲଗ ଗୁଡିକ କେଉଁ ଫିଲ୍ମ ର ଅଟେ?

କ'ଣ ଆପଣ ଅନୁମାନ କରି ପାରିବେ ଏହି ବଲିଉଡ଼ ଡାଇଲଗ ଗୁଡିକ କେଉଁ ଫିଲ୍ମ ର ଅଟେ?

Q1: ଆଇ କ୍ୟାନ ଟକ ଇଙ୍ଗଲିଶ,ଆଇ କ୍ୟାନ ୱାକ ଇଙ୍ଗଲିଶ, ଆଇ କ୍ୟାନ ରନ ଇଙ୍ଗଲିଶ ... , ବିକଜ ଇଙ୍ଗଲିଶ ଇଜ ଏ ଭେରୀ ଫନି ଲାଙ୍ଗୁଏଜ

  • A. ଶୋଲେ
  • B. ସାହେବ ବିବି ଅର ଗୁଲାମ
  • C. ଦିୱାର
  • D. ନମକ ହଲାଲ

Q2: ଦୋସ୍ତି କା ଏକ ଉଷୁଲ ହେ,ମାଡାମ:ନୋ ସରି,ନୋ ଥାକ୍ୟୁ

  • A. ଏକ ଦିୱାନା ଥା
  • B. ଇସକଯାଦେ
  • C. ଆକାଶ ଭାନି
  • D. ମେନେ ପ୍ୟାର କିଆ

Q3: ତାରିଖ ପେ ତାରିଖ ମିଲତି ରହି ହେ ଲେକିନ ଇନ୍ସାଫ ନେହିଁ ମିଲତା, ମିଲତି ହେ ତୋ ସିରଫ ତାରିଖ

  • A. ମେରି ଜଂଗ
  • B. ମୁଗଲେ ଆଜମ
  • C. ଦାମିନୀ
  • D. ଆଦମୀ ଖିଲୋନା ହେ

Q4: ବଡେ ବଡେ ସେହେରୋ ମେ ଏସି ଛୋଟୀ ଛୋଟୀ ବାତେ ହୋତି ରହାତି ହେ

  • A. ଦିଲ ଚାହତା ହେ
  • B. ଆନନ୍ଦ
  • C. ଦେଭଦାସ
  • D. ଡ଼ିଡ଼ି ଲ ଯେ

Q5: ଜିନ କେ ଘର ସୀସେ କେ ହୋତେ ହେଁ, ଵୋ ବତି ବୁଝା କେ କପଡେ ବଦଲ ତେ ହେ

  • A. ପାକିଯା
  • B. ସୋତନ
  • C. ଦେଭଦାସ
  • D. ଶୋଲେ

Q6: ଜୀନ୍ଦଗି ମେଁ ତିନ ଚିଜୋ କେ ପୀଛେ କଭୀ ନେହିଁ ଭାଗନା ଚାହିୟେ ବସ,ଟ୍ରେନ ଅର ଛଓକରି

  • A. ଦିୱାର
  • B. ବାଜିଗର
  • C. ମେନେ ପ୍ୟାର କିଆ
  • D. ଇଶକ

Q7: ମୋଗାମ୍ବୋ ଖୁସ ହୁଆ

  • A. ଶୋଲେ
  • B. ମି.ଇଣ୍ଡିଆ
  • C. ୱାଣ୍ଟଡ଼
  • D. ବବି

Q8: କିତନେ ଆଦମି ଥେ' ଏହି ଡାଇଲଗଟି କିୟେ କହିଥିଲେ

  • A. ଶୋଲେ (ଆମଜଦ ଖାନ)
  • B. ଶୋଲେ (ସଜୀଵ କୁମାର)
  • C. ଦିୱାର (ଅମିତାଭ ବଚ୍ଚନ)
  • D. କେଉଁ ଟି ବି ନୁହେଁ

Q9: ଟେନ୍ସନ ଲେନେକା ନେହିଁ,ସିରଫ ଦେନେକା

  • A. ଯୋଡି ନ.1
  • B. ଇସକ
  • C. ଅନ୍ଦାଜ ଅପନା ଅପନା
  • D. ମୁନ୍ନା ଭାଇ ମ.ବି.ବି ସ

Q10: ଏକ ବାର ଜବ ମେ କୋଇ କମିଟମେଣ୍ଟ କର ଲେତା ହୁଁ,ତୋ ଫିର ମେ ଅପନୀ ଭି ନେହିଁ ସୁନତା

  • A. ୱାଣ୍ଟଏଡ଼
  • B. ଫୋରସ
  • C. ସିଂଘମ
  • D. ଧୁମ

post a comment