ଆପଣ କେତେ ସ୍କୋର କରିପାରିବେ ହିନ୍ଦୀ ସିନେମା ଜିକେ କୁଇଜରେ??
ଆପଣ କେତେ ସ୍କୋର କରିପାରିବେ ହିନ୍ଦୀ ସିନେମା ଜିକେ କୁଇଜରେ?
Q1: ଫିଲ୍ମ 'ଡ଼ଟି ପିକଚର' କେଉଁ ସାଉଥ ଇଣ୍ଡିଆ ନାୟିକାଙ୍କ ଠାରୁ ପ୍ରେରିତ?
- A. ସୀଲକ ସ୍ମିତା
- B. ନଳିନୀ
- C. ଡିସ୍କୋ ଶାନ୍ତି
- D. ରେସ୍ମା
Q2: ଏ ଗୁଡିକ ମଧ୍ୟରୁ କେଉଁଟି ରାଜ କପୁରଙ୍କ ପ୍ରଥମ ର୍ନିଦେଶୀତ ଫିଲ୍ମ?
- A. ବରସାତ
- B. ଶ୍ରୀ 420
- C. ଆୱାରା
- D. ଆଗ
Q3: କେଉଁ ବର୍ଷ ଦାଦା ସାହେବ ଫାଲକେ ଆୱାଡ଼ର ଆରମ୍ଭ ହୋଇଥିଲା?
- A. 1960
- B. 1969
- C. 1968
- D. 1965
Q4: କେଉଁଟି ଇଣ୍ଡିଆର ପ୍ରଥମ ଟକି ଫିଲ୍ମ ଅଟେ?
- A. କାଳିଦାସ
- B. ସାବିତ୍ରୀ
- C. ଆଲମା ଆରା
- D. ଜୁମାଇ ସାଷ୍ଟି
Q5: କେଉଁଟି ଇଣ୍ଡିଆର ପ୍ରଥମ 70ମମ ଫିଲ୍ମ ଅଟେ?
- A. ଆରାଉଣ୍ଡ ଦ ୱାଲର୍ଡ
- B. ଶୋଲେ
- C. ଝାନ୍ସୀ କି ରାନୀ
- D. ଲଭ ଇନ ଟୋକିଓ
Q6: କିଏ ଭାରତର ପ୍ରଥମ ଫିଲ୍ମ ଅଭିନେତ୍ରୀ ରୂପେ ପରିଚିତ?
- A. ଦେଭିକା ରାନୀ ଚୌଧୂରୀ
- B. ନର୍ଗିସ ଦତ
- C. ମଧୁବାଲା
- D. ମୀନା କୁମାରୀ
Q7: ଭାରତୀୟ ଭାବେ କିଏ ପ୍ରଥମ ଅସ୍କାର ଆୱାଡ଼ ପାଇଛନ୍ତି?
- A. ସତ୍ୟଜିତ ରେ
- B. ଭାନୁ ଅଥୟା
- C. ରେସୁଲ ପୁକତୟ
- D. ଗୁଲଜାର
Q8: ନିମ୍ନ ଲିଖିତ ମଧ୍ୟରୁ କେଉଁଟି ଭାରତର ସର୍ବ ବୃହତ ଫିଲ୍ମ ସଡୁଡ଼ିଓ?
- A. ପଦ୍ମାଳୟା ସଡୁଡିଓ
- B. ଯେମିନି ସଡୁଡିଓ
- C. ଜି ସଡୁଡିଓ
- D. ରାମୋଜୀ ଫିଲ୍ମ ସିଟି
Q9: କେଉଁ ଭାରତୀୟ ଫିଲ୍ମରେ ହାରା ହାରି 70ଟି ସଂଗୀତ ରହିଛି?
- A. ଗୁଲୂରୁ ଜରିନା
- B. ହତିଲି ଦୁଲହନ
- C. ଇନ୍ଦ୍ରସଭା
- D. ହିନ୍ଦୀ କେଶରୀ
Q10: ନିମ୍ନ ଲିଖିତ ମଧ୍ୟରୁ କେଉଁ ଅଭିନେତା ରାଜ୍ୟର ପ୍ରଥମ ସି.ମ. ବନିଥିଲେ?
- A. ମ.ଜି.ରାମଚନ୍ଦ୍ରନ
- B. ନ.ଟି.ଆର. ରାମରାଓ
- C. ଜୟରାମ ଜୟ ଲଳିତା
- D. ଭିଜୟ କାଂଥ
post a comment