ଏହି କୁଇଜଟି ଖେଳି ଦେଖନ୍ତୁ ବଲିଉଡ ଇତିହାସର ଏଭର ଗ୍ରୀନ ସିଙ୍ଗର ମାନଙ୍କ ବିଷୟରେ ଆପଣଙ୍କ କେତେ ଜ୍ଞାନ ଅଛି ଏବଂ ଆପଣଙ୍କ ମ୍ୟୁଜିକ ସେନସ କୁ ଟେଷ୍ଟ କରନ୍ତୁ ?

ଏହି କୁଇଜଟି ଖେଳି ଦେଖନ୍ତୁ ବଲିଉଡ ଇତିହାସର ଏଭର ଗ୍ରୀନ ସିଙ୍ଗର ମାନଙ୍କ ବିଷୟରେ ଆପଣଙ୍କ କେତେ ଜ୍ଞାନ ଅଛି ଏବଂ ଆପଣଙ୍କ ମ୍ୟୁଜିକ ସେନସ କୁ ଟେଷ୍ଟ କରନ୍ତୁ

ଏହି କୁଇଜଟି ଖେଳି ଦେଖନ୍ତୁ ବଲିଉଡ ଇତିହାସର ଏଭର ଗ୍ରୀନ ସିଙ୍ଗର ମାନଙ୍କ ବିଷୟରେ ଆପଣଙ୍କ କେତେ ଜ୍ଞାନ ଅଛି ଏବଂ ଆପଣଙ୍କ ମ୍ୟୁଜିକ ସେନସ କୁ ଟେଷ୍ଟ କରନ୍ତୁ

Q1: ଏହି ପପୁଲାର ପ୍ଳେବ୍ୟାକ ସିଙ୍ଗର କେବେ ବି ଗୋଟେ ମଧ୍ୟ ଗୀତ ଗାଇ ନାହାନ୍ତି ଓପି ନୟରଙ୍କ ପାଇ

  • A. ମୋହମଦ ରଫି
  • B. କିଶୋର କୁମାର
  • C. ଆଶା ଭୋସଲେ
  • D. ଲତା

Q2: ରାଜ କପୁର ଏହି ଗାୟକଙ୍କୁ ତାଙ୍କ ପ୍ଳେବ୍ୟାକ ସିଙ୍ଗର ଭାବେ ପସନ୍ଦ କରୁଥିଲେ, କହିପାରିବେ ସେ କିଏ?

  • A. ମୋହମଦ ରଫି
  • B. କିଶୋର କୁମାର
  • C. ମୁକେଶ
  • D. ମହେନ୍ଦ୍ର କପୁର

Q3: ଏହି ଆଟିଷ୍ଟ ଗିନିସ ବୁକ ଅଫ ୱାଲଡ ରେକର୍ଡରେ ନିଜ ନା କରିଥିଲେ ୱାଲଡରେ ସବୁଠାରୁ ଅଧିକ ରେକଡିଂ କରିଥିବାରୁ

  • A. କିଶୋର କୁମାର
  • B. ମୋହମ୍ମଦ ରଫି
  • C. ଅଲକା ୟାଗନିକ
  • D. ଲତା ମଙ୍ଗେଶକର

Q4: ପଞ୍ଜାବରେ ଏହି ଗାୟକଙ୍କ ଜନ୍ମ,2600 ଗୀତ ସେ ଗାୟିଛନ୍ତି, ଏବଂ ଲାଇଟ,କମିକ,ରୋମାଣ୍ଟିକ,କ୍ଲାସିକାଲ ଏବଂ ଦୁଃଖୀ ସବୁପ୍ରକାର ଗୀତ ଗାୟି ସେ ପ୍ରସିଦ୍ଧ

  • A. ମୋହମ୍ମଦ ରଫି
  • B. କିଶୋର କୁମାର
  • C. ମୁକେଶ
  • D. ମହେନ୍ଦ୍ର କପୁର

Q5: ଏହି ପ୍ଳେବ୍ୟାକ ସିଙ୍ଗର ତାଙ୍କ ୟୋଡେଲିଙ୍ଗ ଷ୍ଟାଇଲ ଗାୟିକି ପାଇ ପ୍ରସିଦ୍ଧ

  • A. ମୋହମ୍ମଦ ରଫି
  • B. ମୁକେଶ
  • C. କିଶୋର କୁମାର
  • D. ମହେନ୍ଦ୍ର କପୁର

Q6: ଏହି ଗାୟକ ଜଣକ ଦେଶଭକ୍ତି ସଂଗୀତ ଗାୟିବା ରେ ମାହିର,ସେ 'ମେରେ ଦେଶ କି ଧରତୀ' ଗୀତ ଗାଇଛନ୍ତି ମନୋଜ କୁମାରଙ୍କ ଫିଲ୍ମ୍ 'ଉପକାର'ରେ

  • A. ମୋହମଦ ରଫି
  • B. ମହେନ୍ଦର କୁମାର
  • C. ମନ୍ନାଡେ
  • D. କିଶୋର କୁମାର

Q7: ସେ ଜଣେ ମହାନ ମ୍ୟୁଜିକ କମ୍ପୋଜରଙ୍କ ସୁପୁତ୍ର ଅଟନ୍ତି, ଏହି ମ୍ୟୁଜିକ ଡାଇରେକ୍ଟର ଜଣକ ତାଙ୍କ 'ବାସ୍' ସଙ୍ଗୀତ ପାଇଁ ଜଣା ଶୁଣା

  • A. ନୌସଦ
  • B. ରବି
  • C. ଏ.ଆର.ରହମାନ
  • D. ଆର.ଡି ବରମନ

Q8: ଏହି ଗାୟିକା ଜଣକ ସବୁପ୍ରକାର ସଂଗୀତ ଗାୟିବା ସହ, 'କାବରେଟ' ଏବଂ ପପ ସଂଗୀତ ମଧ୍ୟ ଗାନ କରନ୍ତି, 'ଦମ ମାରୋ ଦମ' (ହରେ ରାମ ହରେକୃଷ୍ଣ) ସେ ଗାୟିଛନ୍ତି

  • A. ଲତା ମଙ୍ଗେସକର
  • B. ଆଶା ଭୋସଲେ
  • C. ଅଲକା ୟାଗନୀକ
  • D. ସଲମାନ ଆଗହା

Q9: କେଉଁ ପ୍ଲେବ୍ୟାକ ସୀଙ୍ଗର ଭାରତ ରତ୍ନରେ ପୁରସ୍କୃତ ହୋଇଛନ୍ତି?

  • A. ଆଶା ଭୋସଲେ
  • B. କିଶୋର କୁମାର
  • C. ଲତା ମଙ୍ଗେସକର
  • D. ମୋହମଦ ରଫି

Q10: ଲତା ମଙ୍ଗେସକର କେଉଁ ହିନ୍ଦୀ ଫିଲ୍ମରୁ ପ୍ଲେବ୍ୟାକ ସୀଙ୍ଗଗ ଆରମ୍ଭ କରିଥିଲେ?

  • A. ଆନ୍ଦାଜ
  • B. ଦିୱର
  • C. ବରସାତ
  • D. ଆପ କେ ସେୱ ମେ

post a comment