ଓଡ଼ିଶାର ଉତ୍ସବ ଏବଂ ପ୍ରସିଦ୍ଧ ସ୍ଥାନ ଗୁଡିକୁ ନେଇ କିଛି ପ୍ରଶ୍ନ ?

ଓଡ଼ିଶାର ଉତ୍ସବ ଏବଂ ପ୍ରସିଦ୍ଧ ସ୍ଥାନ ଗୁଡିକୁ ନେଇ କିଛି ପ୍ରଶ୍ନ
Q1: ‘ମକର ଉତ୍ସବ’ କେଉଁ ସ୍ଥାନରେ ବିଶିଷ୍ଟ ଉତ୍ସବ?
- A. ଜଗତସିଂହପୁର
- B. ଅନୁଗୁଳୁ
- C. ବଲାଙ୍ଗିର
- D. ଗନଞ୍ଜାମ
Q2: “ଘଟଗାଁ”କାହିଁକି ପ୍ରସିଦ୍ଧ?
- A. ମା ମଙ୍ଗଳା
- B. ମା ତାରାତାରିଣୀ
- C. ମା ତାରିଣୀ
- D. ମା କାଳୀ
Q3: ‘ରାମଚଣ୍ଡୀ’ଙ୍କୁ କିଏ ପ୍ରତିଷ୍ଠା କରିଥିଲେ?
- A. ହନୁମାନ
- B. ଶ୍ରୀରାମଚନ୍ଦ୍ର
- C. ହନୁମାନ
- D. ଶିବ
Q4: ନୃସିଂହନାଥରେ କେଉଁ ଦେବତା ପୂଜା ପାଆନ୍ତି?
- A. ବିକାଳ ନୃସିଂହ
- B. ଶ୍ରୀରାମଚନ୍ଦ୍ର
- C. ହନୁମାନ
- D. ଶିବ
Q5: ଅତିବଡୀ ଜଗନ୍ନାଥ ଦାସ କେଉଁ ପୁରାଣ ରଚନା କରିଥିଲେ?
- A. ରାମାୟଣ
- B. ଦାଣ୍ଡିରାମାୟଣ
- C. ଓଡ଼ିଆ ଭାଗବତ
- D. କେଉଁଟି ବି ନୁହେଁ
Q6: ବ୍ରହ୍ମାଦି ପର୍ବତ ଶିଖରରେ କେଉଁ ଦିଅଁଙ୍କ ମନ୍ଦିର ଅଛି?
- A. ମହାଦେବ
- B. ନୀଳମାଧବ
- C. ଶ୍ରୀକୃଷ୍ଣ
- D. ହରିହର
Q7: ବାଙ୍କୀ କାହିଁକି ପ୍ରସିଦ୍ଧ?
- A. ଭଗବତୀ ଠାକୁରାଣୀ
- B. ନାରାୟଣୀ
- C. ଚର୍ଚ୍ଚିକା ଠାକୁରାଣୀ
- D. ଭୂଦେବୀ
Q8: ଭବାନୀପାଟଣାର ଆରାଧ୍ୟ ଦେବତା କିଏ?
- A. ଭବାନୀ ଶଙ୍କର
- B. ଶଙ୍କର
- C. ହରି
- D. ଗିରିଧାରି
Q9: ସାକ୍ଷୀଗୋପାଳ କାହିଁକି ପ୍ରସିଦ୍ଧ?
- A. ଶ୍ରୀକୃଷ୍ଣ
- B. ଗୋପୀନାଥଙ୍କ ପାଇଁ
- C. ହରି
- D. ମହାଦେବ
Q10: ଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର କେତେ ଦୂର?
- A. ୫୯୦ ଫୁଟ
- B. ୩୪୯ ଫୁଟ
- C. ୨୦୯ ଫୁଟ
- D. ୮୩୭ ଫୁଟ
post a comment