ଓଡ଼ିଶା ମହାନ ବ୍ୟକ୍ତି ମାନଙ୍କ ମୃତ୍ୟୁ ତାରିଖକୁ ନେଇ କିଛି ପ୍ରଶ୍ନ?
ଓଡ଼ିଶା ମହାନ ବ୍ୟକ୍ତି ମାନଙ୍କ ମୃତ୍ୟୁ ତାରିଖକୁ ନେଇ କିଛି ପ୍ରଶ୍ନ
Q1: ପଲ୍ଲୀକବି ନନ୍ଦକିଶୋର ବଳ କେବେ ମୃତ୍ୟୁବରଣ କରିଥିଲେ?
- A. ୧.୭.୧୯୨୮
- B. ୩.୨.୧୯୨୮
- C. ୧୫.୩.୧୯୨୮
- D. ୬.୧୦.୧୯୨୮
Q2: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ କେବେ ମୃତ୍ୟୁବରଣ କରିଥିଲେ?
- A. ୨.୧.୧୯୭୪
- B. ୩.୩.୧୯୭୪
- C. ୫.୫.୧୯୭୪
- D. ୬.୧.୧୯୭୪
Q3: ଗୋଦାବରୀଶ ମହାପାତ୍ର କେବେ ମୃତ୍ୟୁବରଣ କରିଥିଲେ?
- A. ୨.୧.୧୯୬୫
- B. ୨.୫.୧୯୬୫
- C. ୩.୧.୧୯୬୫
- D. ୨୪.୧୧.୧୯୬୫
Q4: ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ମୃତ୍ୟୁ କେବେ ହୋଇଥିଲା?
- A. ୨୫.୭.୧୯୫୬
- B. ୩.୨.୧୯୫୬
- C. ୩.୧୦.୧୯୫୬
- D. ୧୧.୪.୧୯୫୬
Q5: ଗଙ୍ଗାଧର ମେହେର କେବେ ମୃତ୍ୟୁବରଣ କରିଥିଲେ?
- A. ୨.୧୨.୧୯୨୫
- B. ୪.୪.୧୯୨୫
- C. ୩.୧.୧୯୨୫
- D. ୧୧.୨.୧୯୨୫
Q6: ନବକୃଷ୍ଣ ଚୈାଧୁରୀଙ୍କ ମୃତ୍ୟୁ ଦିବସ କେବେ?
- A. ୨.୧.୧୯୮୪
- B. ୧୧.୨.୧୯୮୪
- C. ୧.୩.୧୯୮୪
- D. ୨୪.୬.୧୯୮୪
Q7: ଲକ୍ଷ୍ମଣ ନାୟକ କେବେ ମୃତ୍ୟୁବରଣ କରିଥିଲେ?
- A. ୧.୩.୧୯୪୪
- B. ୨୯.୩.୧୯୪୪
- C. ୪.୨.୧୯୪୪
- D. ୩.୭.୧୯୪୪
Q8: ସୁବାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ଦିବସ କେବେ?
- A. ୩.୧.୧୯୪୫
- B. ୫.୩.୧୯୪୫
- C. ୧୪.୮.୧୯୪୫
- D. ୪.୧୦.୧୯୪୫
Q9: ଡଃ ପ୍ରାଣକୃଷ୍ଣ ପରିଜାଙ୍କ ମୃତ୍ୟୁ ଦିବସ କେବେ?
- A. ୨.୬.୧୯୭୮
- B. ୨.୧.୧୯୭୮
- C. ୨୨.୨.୧୯୭୮
- D. ୨.୧.୧୯୭୮
Q10: ମୋହନ ନାୟକ କେବେ ମୃତ୍ୟୁବରଣ କରିଥିଲେ?
- A. ୨୯.୧.୧୯୮୮
- B. ୩.୬.୧୯୮୮
- C. ୩.୩.୧୯୮୮
- D. ୨୦.୯.୧୯୮୮
post a comment