ଓଡ଼ିଶା ମହାନ ବ୍ୟକ୍ତି ମାନଙ୍କ ମୃତ୍ୟୁ ତାରିଖକୁ ନେଇ କିଛି ପ୍ରଶ୍ନ?

ଓଡ଼ିଶା ମହାନ ବ୍ୟକ୍ତି ମାନଙ୍କ ମୃତ୍ୟୁ ତାରିଖକୁ ନେଇ କିଛି ପ୍ରଶ୍ନ

ଓଡ଼ିଶା ମହାନ ବ୍ୟକ୍ତି ମାନଙ୍କ ମୃତ୍ୟୁ ତାରିଖକୁ ନେଇ କିଛି ପ୍ରଶ୍ନ

Q1: ପଲ୍ଲୀକବି ନନ୍ଦକିଶୋର ବଳ କେବେ ମୃତ୍ୟୁବରଣ କରିଥିଲେ?

  • A. ୧.୭.୧୯୨୮
  • B. ୩.୨.୧୯୨୮
  • C. ୧୫.୩.୧୯୨୮
  • D. ୬.୧୦.୧୯୨୮

Q2: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ କେବେ ମୃତ୍ୟୁବରଣ କରିଥିଲେ?

  • A. ୨.୧.୧୯୭୪
  • B. ୩.୩.୧୯୭୪
  • C. ୫.୫.୧୯୭୪
  • D. ୬.୧.୧୯୭୪

Q3: ଗୋଦାବରୀଶ ମହାପାତ୍ର କେବେ ମୃତ୍ୟୁବରଣ କରିଥିଲେ?

  • A. ୨.୧.୧୯୬୫
  • B. ୨.୫.୧୯୬୫
  • C. ୩.୧.୧୯୬୫
  • D. ୨୪.୧୧.୧୯୬୫

Q4: ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ମୃତ୍ୟୁ କେବେ ହୋଇଥିଲା?

  • A. ୨୫.୭.୧୯୫୬
  • B. ୩.୨.୧୯୫୬
  • C. ୩.୧୦.୧୯୫୬
  • D. ୧୧.୪.୧୯୫୬

Q5: ଗଙ୍ଗାଧର ମେହେର କେବେ ମୃତ୍ୟୁବରଣ କରିଥିଲେ?

  • A. ୨.୧୨.୧୯୨୫
  • B. ୪.୪.୧୯୨୫
  • C. ୩.୧.୧୯୨୫
  • D. ୧୧.୨.୧୯୨୫

Q6: ନବକୃଷ୍ଣ ଚୈାଧୁରୀଙ୍କ ମୃତ୍ୟୁ ଦିବସ କେବେ?

  • A. ୨.୧.୧୯୮୪
  • B. ୧୧.୨.୧୯୮୪
  • C. ୧.୩.୧୯୮୪
  • D. ୨୪.୬.୧୯୮୪

Q7: ଲକ୍ଷ୍ମଣ ନାୟକ କେବେ ମୃତ୍ୟୁବରଣ କରିଥିଲେ?

  • A. ୧.୩.୧୯୪୪
  • B. ୨୯.୩.୧୯୪୪
  • C. ୪.୨.୧୯୪୪
  • D. ୩.୭.୧୯୪୪

Q8: ସୁବାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ଦିବସ କେବେ?

  • A. ୩.୧.୧୯୪୫
  • B. ୫.୩.୧୯୪୫
  • C. ୧୪.୮.୧୯୪୫
  • D. ୪.୧୦.୧୯୪୫

Q9: ଡଃ ପ୍ରାଣକୃଷ୍ଣ ପରିଜାଙ୍କ ମୃତ୍ୟୁ ଦିବସ କେବେ?

  • A. ୨.୬.୧୯୭୮
  • B. ୨.୧.୧୯୭୮
  • C. ୨୨.୨.୧୯୭୮
  • D. ୨.୧.୧୯୭୮

Q10: ମୋହନ ନାୟକ କେବେ ମୃତ୍ୟୁବରଣ କରିଥିଲେ?

  • A. ୨୯.୧.୧୯୮୮
  • B. ୩.୬.୧୯୮୮
  • C. ୩.୩.୧୯୮୮
  • D. ୨୦.୯.୧୯୮୮

post a comment