ଆପଣ ଏହି ଦଶଟି ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ଓଡ଼ିଶାର ଦୂର୍ଗା ପୂଜା ସଂମ୍ପର୍କରେ ଆପଣଙ୍କର କେତେ ଜ୍ଞାନ ଅଛି??

ଆପଣ ଏହି ଦଶଟି ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ଓଡ଼ିଶାର ଦୂର୍ଗା ପୂଜା ସଂମ୍ପର୍କରେ ଆପଣଙ୍କର କେତେ ଜ୍ଞାନ ଅଛି?

ଆପଣ ଏହି ଦଶଟି ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ଓଡ଼ିଶାର ଦୂର୍ଗା ପୂଜା ସଂମ୍ପର୍କରେ ଆପଣଙ୍କର କେତେ ଜ୍ଞାନ ଅଛି?

Q1: ଓଡିଶାରେ ଦୂର୍ଗା ପୂଜା ଅନ୍ୟ କେଉଁ ନାଁ ରେ ଜଣା ଯାଏ?

  • A. ବାସନ୍ତି ଦୂର୍ଗା ପୂଜା
  • B. ମାଘ ଦୂର୍ଗା ପୂଜା
  • C. ଆଶାଢ ଦୂର୍ଗା ପୂଜା
  • D. ବୈଶାଖ ଦୂର୍ଗା ପୂଜା

Q2: ଓଡ଼ିଆର କେଉଁ ମାସରେ ଦୂର୍ଗା ପୂଜା ପାଳିତ ହୋଇଥାଏ ?

  • A. ଫାଲ୍ଗୁନ
  • B. ମାଘ
  • C. ଆଶ୍ବୀନ
  • D. ଚୈତ୍ର

Q3: ଓଡିଶାରେ ଦୂର୍ଗା ପୂଜା କେତେ ଦିନ ପାଳନ କରାଯାଏ?

  • A. ୯ ଦିନ
  • B. ୬ ଦିନ
  • C. ୭ ଦିନ
  • D. ୧୦ ଦିନ

Q4: ଓଡିଶାର କେଉଁ ସହର ଦୂର୍ଗା ପୂଜା ପାଇଁ ପ୍ରସିଦ୍ଧ ?

  • A. ଢେଙ୍କାନାଳ
  • B. କେଉଝର
  • C. ଭୁବନେଶ୍ବର
  • D. କଟକ

Q5: ଓଡ଼ିଶାରେ ଦଶହରା ଦିନ କ'ଣ କରାଯାଏ ?

  • A. ହୋମ
  • B. ପୂଜା
  • C. ରାବଣ ପୋଡୀ
  • D. ସିନ୍ଦୁର ଖେଳ

Q6: ଓଡ଼ିଶାରେ ଦୂର୍ଗା ପୂଜା ଶେଷ ଦିନକୁ କ'ଣ କୁହାଯାଏ?

  • A. ଭସାଣୀ
  • B. ରୋସଣୀ
  • C. ମେଢ ବୀଦାଇ
  • D. ଘୋଷଯାତ୍ରା

Q7: ଓଡ଼ିଶାରେ ଦୂର୍ଗା ପୂଜା ରେ ଅଷ୍ଟମୀ ପୂଜା ଶେଷରେ ଯେଉଁ ପୂଜା ହୁଏ ତାହା ନାମ କ'ଣ ?

  • A. ନବମୀ ପୂଜା
  • B. ସନ୍ଧୀ ପୂଜା
  • C. ଦଶମୀ ପୂଜା
  • D. ଷଷ୍ଠୀ ପୂଜା

Q8: ଓଡିଶାରେ ଦଶହରାରେ ପୂଜା ସହ କ'ଣ ପଡେ ?

  • A. ମୀନାବଜାର
  • B. ସରର୍କସ
  • C. ଯାତ୍ରା
  • D. କମେଡି ସୋ

Q9: କଟକରେ ଦୂର୍ଗା ପୂଜା ସମୟରେ ହେଉଥିବା ମନୋରଞ୍ଜନ ସୋ କୁ କ'ଣ କୁହାଯାଏ?

  • A. ସା ରେ ଗା ମା
  • B. ଡି ଓ ଡ
  • C. ମେଲୋଡି
  • D. ଯାତ୍ରା

Q10: ଓଡିଶାରେ ଦୂର୍ଗା ପୂଜା ସମୟରେ ହେଉଥିବା ଭସାଣୀ ଅର୍ଥ କ'ଣ?

  • A. ଦୂର୍ଗା ମାଁ ଙ୍କ ମେଢ଼ ମେଲଣ
  • B. ରାବଣ ପୋଡ଼ି
  • C. ଡାଣ୍ଡିଆ ନୃତ୍ୟ
  • D. ସିନ୍ଦୁର ଖେଳ

post a comment