ଓଡ଼ିଶାର ଦେବା ଦେବୀଙ୍କୁ ନେୟି କିଛି ପ୍ରଶ୍ନ ଆପଣଙ୍କ ପାଇଁ?
ଓଡ଼ିଶାର ଦେବା ଦେବୀଙ୍କୁ ନେୟି କିଛି ପ୍ରଶ୍ନ ଆପଣଙ୍କ ପାଇଁ
Q1: ଓଡ଼ିଶାର ଆରାଧ୍ୟ ଦେବତା କିଏ?
- A. ଲଡୁବାବା
- B. ଶ୍ରୀଜଗନ୍ନାଥ
- C. ଶ୍ରୀ ହନୁମାନ
- D. ଶ୍ରୀ ରାମ
Q2: ଜଗନ୍ନାଥ ରଥର ନାଁ କ’ଣ?
- A. ନନ୍ଦିଘୋଷ
- B. ତାଳଧ୍ୱଜ
- C. ଦେବଦଳନ
- D. କେଉଁଟି ବି ନୁହେଁ
Q3: ବଳଭଦ୍ରଙ୍କ ରଥର ନାଁ କ’ଣ?
- A. ନନ୍ଦିଘୋଷ
- B. ଦେବଦଳନ
- C. ତାଳଧ୍ୱଜ
- D. କେଉଁଟି ବି ନୁହେଁ
Q4: ସୁଭଦ୍ରାଙ୍କ ରଥର ନାଁ କ’ଣ?
- A. ତାଳଧ୍ୱଜ
- B. ଦେବଦଳନ
- C. ନନ୍ଦିଘୋଷ
- D. କେଉଁଟି ବି ନୁହେଁ
Q5: ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ କିଏ?
- A. ରାଜା ଇନ୍ଦ୍ରଦ୍ୟୁମ୍ନ
- B. ପ୍ରଦ୍ୟୁମ୍ନ
- C. ମଧୁସୁଦନ
- D. କୃଷ୍ଣଦେବ ରାୟ
Q6: ପୁରୀ ସ୍ଥିତ ପଞ୍ଚତୀର୍ଥ କାହାକୁ କୁହାଯାଏ?
- A. କୃଷ୍ଣଦର୍ଶନ
- B. ରୋହିଣୀ କୁଣ୍ଡ
- C. ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନ ପୋଖରୀ
- D. ମାର୍କେଣ୍ଡୟ
Q7: ଜଗନ୍ନାଥଙ୍କ ଶ୍ମଶାନକୁ କ’ଣ କୁହାଯାଏ?
- A. କୋଇଲି ବୈକୁଣ୍ଠ
- B. ସ୍ୱର୍ଗ ଦ୍ୱାର
- C. ଶ୍ରୀକ୍ଷେତ୍ର
- D. କେଉଁଟି ବି ନୁହେଁ
Q8: ଶ୍ରୀମନ୍ଦିର ମହାପ୍ରସାଦ ପ୍ରଥମେ କାହାକୁ ସର୍ମପଣ କରାଯାଏ?
- A. ଶୁଭଦ୍ରାଙ୍କୁ
- B. ବିମଳାଙ୍କୁ
- C. ବଳଭଦ୍ରଙ୍କୁ
- D. ଗଣେଶଙ୍କୁ
Q9: ଶ୍ରୀରାମଚନ୍ଦ୍ରଙ୍କ ଦ୍ୱାରା କେଉଁ ଦେବତା ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିଲେ?
- A. ଲାଉକିନାଥ
- B. କେଦାରନାଥ
- C. ଭୈରବନାଥ
- D. କେଉଁଟି ବି ନୁହେଁ
Q10: ବଳଭଦ୍ର କେଉଁ ତତ୍ତ୍ୱର ପ୍ରତୀକ?
- A. ନାରାୟଣ
- B. ହନୁମାନ
- C. ଶିବତତ୍ତ୍ୱ
- D. ରାମ
post a comment