ଓଡ଼ିଶାର ଦେବା ଦେବୀଙ୍କୁ ନେୟି କିଛି ପ୍ରଶ୍ନ ଆପଣଙ୍କ ପାଇଁ?

ଓଡ଼ିଶାର ଦେବା ଦେବୀଙ୍କୁ ନେୟି କିଛି ପ୍ରଶ୍ନ ଆପଣଙ୍କ ପାଇଁ

ଓଡ଼ିଶାର ଦେବା ଦେବୀଙ୍କୁ ନେୟି କିଛି ପ୍ରଶ୍ନ ଆପଣଙ୍କ ପାଇଁ

Q1: ଓଡ଼ିଶାର ଆରାଧ୍ୟ ଦେବତା କିଏ?

  • A. ଲଡୁବାବା
  • B. ଶ୍ରୀଜଗନ୍ନାଥ
  • C. ଶ୍ରୀ ହନୁମାନ
  • D. ଶ୍ରୀ ରାମ

Q2: ଜଗନ୍ନାଥ ରଥର ନାଁ କ’ଣ?

  • A. ନନ୍ଦିଘୋଷ
  • B. ତାଳଧ୍ୱଜ
  • C. ଦେବଦଳନ
  • D. କେଉଁଟି ବି ନୁହେଁ

Q3: ବଳଭଦ୍ରଙ୍କ ରଥର ନାଁ କ’ଣ?

  • A. ନନ୍ଦିଘୋଷ
  • B. ଦେବଦଳନ
  • C. ତାଳଧ୍ୱଜ
  • D. କେଉଁଟି ବି ନୁହେଁ

Q4: ସୁଭଦ୍ରାଙ୍କ ରଥର ନାଁ କ’ଣ?

  • A. ତାଳଧ୍ୱଜ
  • B. ଦେବଦଳନ
  • C. ନନ୍ଦିଘୋଷ
  • D. କେଉଁଟି ବି ନୁହେଁ

Q5: ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ କିଏ?

  • A. ରାଜା ଇନ୍ଦ୍ରଦ୍ୟୁମ୍ନ
  • B. ପ୍ରଦ୍ୟୁମ୍ନ
  • C. ମଧୁସୁଦନ
  • D. କୃଷ୍ଣଦେବ ରାୟ

Q6: ପୁରୀ ସ୍ଥିତ ପଞ୍ଚତୀର୍ଥ କାହାକୁ କୁହାଯାଏ?

  • A. କୃଷ୍ଣଦର୍ଶନ
  • B. ରୋହିଣୀ କୁଣ୍ଡ
  • C. ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନ ପୋଖରୀ
  • D. ମାର୍କେଣ୍ଡୟ

Q7: ଜଗନ୍ନାଥଙ୍କ ଶ୍ମଶାନକୁ କ’ଣ କୁହାଯାଏ?

  • A. କୋଇଲି ବୈକୁଣ୍ଠ
  • B. ସ୍ୱର୍ଗ ଦ୍ୱାର
  • C. ଶ୍ରୀକ୍ଷେତ୍ର
  • D. କେଉଁଟି ବି ନୁହେଁ

Q8: ଶ୍ରୀମନ୍ଦିର ମହାପ୍ରସାଦ ପ୍ରଥମେ କାହାକୁ ସର୍ମପଣ କରାଯାଏ?

  • A. ଶୁଭଦ୍ରାଙ୍କୁ
  • B. ବିମଳାଙ୍କୁ
  • C. ବଳଭଦ୍ରଙ୍କୁ
  • D. ଗଣେଶଙ୍କୁ

Q9: ଶ୍ରୀରାମଚନ୍ଦ୍ରଙ୍କ ଦ୍ୱାରା କେଉଁ ଦେବତା ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିଲେ?

  • A. ଲାଉକିନାଥ
  • B. କେଦାରନାଥ
  • C. ଭୈରବନାଥ
  • D. କେଉଁଟି ବି ନୁହେଁ

Q10: ବଳଭଦ୍ର କେଉଁ ତତ୍ତ୍ୱର ପ୍ରତୀକ?

  • A. ନାରାୟଣ
  • B. ହନୁମାନ
  • C. ଶିବତତ୍ତ୍ୱ
  • D. ରାମ

post a comment