ଇଶାନ ଖଟର ଏବଂ ଯାନଭି କପୁରଙ୍କ ଉପରେ ଏହି କୁଇଜଟି ଖେଳି, ଚେକ୍ କରନ୍ତୁ ଆପଣ ସେମାନଙ୍କ ବିଷୟରେ କେତେ ଜାଣିଛନ୍ତି??

ଇଶାନ ଖଟର ଏବଂ ଯାନଭି କପୁରଙ୍କ ଉପରେ ଏହି କୁଇଜଟି ଖେଳି, ଚେକ୍ କରନ୍ତୁ ଆପଣ ସେମାନଙ୍କ ବିଷୟରେ କେତେ ଜାଣିଛନ୍ତି?

ଇଶାନ ଖଟର ଏବଂ ଯାନଭି କପୁରଙ୍କ ଉପରେ ଏହି କୁଇଜଟି ଖେଳି, ଚେକ୍ କରନ୍ତୁ ଆପଣ ସେମାନଙ୍କ ବିଷୟରେ କେତେ ଜାଣିଛନ୍ତି?

Q1: ଇଶାନ ଖଟର କେଉଁ ବଲିଉଡ ଷ୍ଟାରଙ୍କ ସମ୍ପର୍କିୟଙ୍କ ସାନ ଭାଇ ଅଟନ୍ତି?

  • A. ରଣଭୀର କପୁର
  • B. ସାହୀଦ କପୁର
  • C. ତୁସାର କପୁର
  • D. କୁନାଲ ଖେମୁ

Q2: ଇଶାନଙ୍କର ନିମ୍ନଲିଖିତ କେଉଁ ଫିଲ୍ମରେ ପ୍ରଥମ ଝଲକ ଦେଖିବାକୁ ମିଳିଥିଲା?

  • A. କିସମତ କନେକସନ
  • B. ମିଲେଙ୍ଗେ ମିଲେଙ୍ଗେ
  • C. ୱହ! ଲାଇଫ ହୋତୋ ଏସି
  • D. ହେଦର

Q3: ଇଶାନ ଅଭିଷେକ ଚୈ।ବେଙ୍ଗକୁ ନିମ୍ନଲିଖିତ କେଉଁ ଫିଲ୍ମରେ ଆଶିଷ୍ଟ କରିଥିଲେ?

  • A. ଦେଢ ଇଶକୀୟା
  • B. ଇଶକୀୟା
  • C. ସୋନ ଚିରୟା(up coming)
  • D. ଉଡତା ପଞ୍ଜାବ

Q4: ଇଶାନ କାହାକୁ ନିଜର ଡ୍ୟାନ୍ସ ଆଇଡଲ୍ ମାନନ୍ତି?

  • A. ଲେସ ଟ୍ୟୁଇନ୍ସ
  • B. ଉସର
  • C. ପ୍ରିନ୍ସ ରୋଗର ନେଲସନ
  • D. ଜାସନ ଡେରୁଲୋ

Q5: ଇଶାନ ଖଟର ଏବଂ ଯାନଭି କପୁର ନିମ୍ନଲିଖିତ କେଉଁ ଫିଲ୍ମରେ ଏକାଠି ଆସିଛନ୍ତି?

  • A. ଦୀଲ୍ଲ
  • B. ଦିୱନା
  • C. ଧଡକ
  • D. ସାୱନ

Q6: ଯାନଭି କପୁର କେଉଁ ପ୍ରସିଦ୍ଧ ଆକ୍ଟ୍ରେସଙ୍କ ସୁପୁତ୍ରି ଅଟନ୍ତି?

  • A. ଶ୍ରୀ ଦେବୀ
  • B. ମାଧୁରୀ
  • C. ହେମା ମାଲୀନୀ
  • D. ଜୟା ପ୍ରଦା

Q7: ଇଶାନ ଏବଂ ଯାନଭିଙ୍କ ପ୍ରଥମ ଫିଲ୍ମଟି କେଉଁ ସୁପରହିଟ ଫିଲ୍ମର ରିମେକ ଅଟେ?

  • A. ନାସ୍ଟା ମାରଟ
  • B. ସାଇରାଟ
  • C. ଗୁରୁ
  • D. ଫୁନଟ୍ରୋ

Q8: ଯାନଭି କେଉଁ ଫିଲ୍ମ ଇନଷ୍ଟିଚୁ୍ୟଟରୁ ଗ୍ରାଜୁଏସନ କରିଛନ୍ତି?

  • A. ୟୁନିଭର ସିଟି ଅଫ କ୍ଲାନିଫୋରନିଆ ଲସ ଏଞ୍ଜଲସ
  • B. ଲି ଷ୍ଟାରସବର୍ଗ ଥିଏଟର ଆଣ୍ଡ ଫିଲ୍ମ୍ ଇଷ୍ଟିଟ୍ୟୁଟ
  • C. ଆମେରିକାନ ଫିଲ୍ମ୍ ଇନଷ୍ଟିଚୁ୍ୟଟ
  • D. ଫିଲ୍ମ କନେକସନ ଫିଲ୍ମ୍ ଇନଷ୍ଟିଚୁ୍ୟଟ

Q9: ଯାନଭି କପୁରଙ୍କ ଭଉଣୀଙ୍କ ନା' କ'ଣ?

  • A. ଖୁସୀ
  • B. ସ୍ବେତା
  • C. ସ୍ମୀତ
  • D. ପୂଜା

Q10: କିଛି ମିଡ଼ିଆ ରିପୋର୍ଟରଙ୍କ ଅନୁଯାୟୀ ଯାନଭି କପୁର କେଉଁ ବ୍ୟକ୍ତିଙ୍କୁ ଡେଟିଙ୍ଗ କରୁଛନ୍ତି?

  • A. ଅନନ୍ତ ପହାର
  • B. ସିଖର ପହାରୀୟା
  • C. ଅଭିନବ ସିଣ୍ଡେ
  • D. ସଞ୍ଜୟ ସିଣ୍ଡେ

post a comment