ଜଗନ୍ନାଥ,ବଳଭଦ୍ର ଏବଂ ଶୁଭଦ୍ରାଙ୍କୁ ନେଇ ଆପଣମାନଙ୍କ ପାଇଁ କିଛି ପ୍ରଶ୍ନ?

ଜଗନ୍ନାଥ,ବଳଭଦ୍ର ଏବଂ ଶୁଭଦ୍ରାଙ୍କୁ ନେଇ ଆପଣମାନଙ୍କ ପାଇଁ କିଛି ପ୍ରଶ୍ନ

ଜଗନ୍ନାଥ,ବଳଭଦ୍ର ଏବଂ ଶୁଭଦ୍ରାଙ୍କୁ ନେଇ ଆପଣମାନଙ୍କ ପାଇଁ କିଛି ପ୍ରଶ୍ନ

Q1: ସୁଭଦ୍ରାଙ୍କ ରଥ ବ୍ୟାସ କେତେ?

  • A. ୫ଫୁଟ
  • B. ୮ଫୁଟ
  • C. ୯ଫୁଟ
  • D. ୧୦ଫୁଟ

Q2: ଜଗନ୍ନାଥଙ୍କ ଭୋଗ ପ୍ରସ୍ତୁତକାରୀଙ୍କୁ କ’ଣ କୁହାଯାଏ?

  • A. ଦୟିତାପତି
  • B. ପୂଜାରି
  • C. ସୁଆର
  • D. ସେବକ

Q3: ପଥର ନିର୍ମିତ ଜଗନ୍ନାଥଙ୍କ ଅନ୍ୟ ନାଁ କ’ଣ?

  • A. ଦଧିବାବନ
  • B. ନୀଳମାଧବ
  • C. ନାରାୟଣ
  • D. ହରି

Q4: ଦାରୁରେ ତିଆରି ଜଗନ୍ନାଥଙ୍କ ମୂର୍ତ୍ତିକୁ କ’ଣ କହନ୍ତି?

  • A. ମାନମୋହନ
  • B. ମଧୁସୂଦନ
  • C. ଦାରୁବ୍ରହ୍ମ
  • D. ପତିତପାବନ

Q5: ଜଗନ୍ନାଥଙ୍କ ରଥ କେତୋଟି କାଠରେ ତିଆରି ହୁଏ?

  • A. ୮୩୨ ଖଣ୍ଡ
  • B. ୮୩୩ଖଣ୍ଡ
  • C. ୮୩୪ ଖଣ୍ଡ
  • D. ୮୩୫ଖଣ୍ଡ

Q6: ସୁଭଦ୍ରାଙ୍କ ରଥ କେତୋଟି କାଠରେ ତିଆରି ହୁଏ?

  • A. ୫୯୪ ଖଣ୍ଡ
  • B. ୫୯୩ ଖଣ୍ଡ
  • C. ୫୯୫ ଖଣ୍ଡ
  • D. ୫୯୬ ଖଣ୍ଡ

Q7: ଜଗନ୍ନାଥଙ୍କ ରଥର ଉଚ୍ଚତା କେତେ?

  • A. ୪୫ ଫୁଟ
  • B. ୪୬ ଫୁଟ
  • C. ୪୭ଫୁଟ
  • D. ୪୮ଫୁଟ

Q8: ଜଗନ୍ନାଥଙ୍କ ରଥରେ କେତୋଟି ଚକ ଲାଗିଛି?

  • A. ୧୭ଟି
  • B. ୧୬ଟି
  • C. ୧୮ଟି
  • D. ୧୦ଟି

Q9: ନନ୍ଦିଘୋଷ ରଥର ରକ୍ଷକ କିଏ?

  • A. ଧ୍ୱଜାଧିପତି ହନୁମାନ
  • B. ଗରୁଡ
  • C. ବରୁଣ
  • D. ଅଗ୍ନିଦେବ

Q10: ତାଳଧ୍ୱଜ ରଥର ଉଚ୍ଚତା କେତେ?

  • A. ୪୪ଫୁଟ
  • B. ୪୫ ଫୁଟ
  • C. ୪୬ଫୁଟ
  • D. ୪୭ଫୁଟ

post a comment