କୁଇଜଟି ଖେଳି ଦେଖନ୍ତୁ ଆପଣ କଳ୍ପନା ଚାୱଲାଙ୍କ ବିଷୟରେ କଣ କଣ ଜାଣିଛନ୍ତି!!?

କୁଇଜଟି ଖେଳି ଦେଖନ୍ତୁ ଆପଣ କଳ୍ପନା ଚାୱଲାଙ୍କ  ବିଷୟରେ କଣ କଣ ଜାଣିଛନ୍ତି!!

କୁଇଜଟି ଖେଳି ଦେଖନ୍ତୁ ଆପଣ କଳ୍ପନା ଚାୱଲାଙ୍କ ବିଷୟରେ କଣ କଣ ଜାଣିଛନ୍ତି!!

Q1: କଳ୍ପନାଙ୍କ ଜନ୍ମ କେଉଁଠି ହୋଇଥିଲା?

  • A. ଚଣ୍ଡୀଗଡ଼
  • B. କରନାଲ
  • C. ପଟିଆଲା
  • D. ଅମ୍ରିତସର

Q2: ଏରୋନେଟିକଲ ଇଂଜିନିୟରିଂରେ ସେ କେଉଁ ଠାରୁ ବ୍ୟଚେଲାର ଡିଗ୍ରୀ ହାସଲ କରିଥିଲେ?

  • A. ମ.ଆଇ.ଟି
  • B. ୟୁନିଭର୍ସିଟି ଅଫ ଟେସ୍ସସ
  • C. ପଞ୍ଜାବ ଇଂଜିନିୟରିଂ କଲେଜ
  • D. ଇଷ୍ଟିଟୁୟୁଟ ଅଫ ଏରୋନେଟିକାଲ ଇଂଜିନିୟରିଂ

Q3: ସେ ସ୍ପେସକୁ ଏକ ମିଶନ୍ ରେ ଯାଇଥିଲେ,ନିମ୍ନ ଲିଖିତ କେଉଁ ନାମଟି ଏହି ମିଶନରେ ତାଙ୍କର ଥିଲା?

  • A. STS-117 ଏବଂ STS-67
  • B. STS-107 ଏବଂ STS-97
  • C. STS-107 ଏବଂ STS-87
  • D. STS-108 ଏବଂ STS-97

Q4: ଆମେରିକାର କେଉଁ ସହରରେ ସେ ପି.ଏଚ.ଡି କରି ଥିଲେ?

  • A. ମ.ଆଇ.ଟି
  • B. ହାୱାଡ଼
  • C. ଦ ଟୂର୍ଥ
  • D. କୋଲୋରାଡୋ ବୋଲଡର

Q5: ସେ ରକ ବ୍ୟାଣ୍ଡଟିର ନାମ କଣ,ଯିଏ ତାଙ୍କ ସ୍ମୃତିରେ ଏକ ଆଲବମ ବନେଇ ଥିଲେ?

  • A. ଇଗଲସ
  • B. ଡିପ ପରପଲ
  • C. ଲେଡ ଜେପିଲିନ
  • D. ବୁଲେଟସ ଫର ମାଇ ଭାଲେଣ୍ଟାଇନ

Q6: ତାଙ୍କର ମୃତ୍ୟୁ କେଉଁ ବର୍ଷ ହୋଇଥିଲା?

  • A. 2002
  • B. 2003
  • C. 2004
  • D. 2001

Q7: ସେ କେତୋଟି ନାସା ଆୱାଡ଼ ପାଇଥିଲେ?

  • A. 3
  • B. 2
  • C. 4
  • D. 5

Q8: '51826 କଳ୍ପନା ଚାୱାଲା' କଣ?

  • A. ଅସ୍ଟ୍ରେଅଡ଼
  • B. ସ୍ପେସ ଭେଇକିଲ
  • C. ଷ୍ଟାର
  • D. ସାଟେଲାଇଟ

Q9: କଳ୍ପନାଙ୍କୁ କେଉଁ ବର୍ଷ ତାଙ୍କ ପ୍ରଥମ ମିଶନ ପାଇ ଚୟନ କରାଯାଇଥିଲା?

  • A. 1993
  • B. 1994
  • C. 1995
  • D. 1996

Q10: କେତେ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା?

  • A. 35
  • B. 41
  • C. 44
  • D. 45

post a comment