ଓଡ଼ିଶା ସାହିତ୍ୟର ରଚୟତା ମାନଙ୍କୁ ନେଇ ଆପଣମାନଙ୍କ ପାଇଁ କିଛି ପ୍ରଶ୍ନ?

ଓଡ଼ିଶା ସାହିତ୍ୟର ରଚୟତା ମାନଙ୍କୁ ନେଇ ଆପଣମାନଙ୍କ ପାଇଁ କିଛି ପ୍ରଶ୍ନ
Q1: ଓଡ଼ିଶା ସାହିତ୍ୟ ଏକାଦେମୀ କେବେ ଗଠିତ ହୋଇଥିଲା?
- A. ୧୯୫୪ ମସିହା
- B. ୧୯୫୫ ମସିହା
- C. ୧୯୫୩ ମସିହା
- D. ୧୯୫୬ ମସିହା
Q2: “ଉତ୍କଳ ସାହିତ୍ୟ ସମାଜ”ର ପ୍ରତିଷ୍ଠାତା କିଏ?
- A. ମଧୁସୂଦନ ଦାସ
- B. ମଧୁସୂଦନ ଯେନା
- C. ମଧୁସୂଦନ ସାହୁ
- D. ମଧୁସୂଦନ ରାଓ
Q3: ଓଡ଼ିଆ ସାହିତ୍ୟର ‘ଗାଥା କବି’ କିଏ?
- A. ଗୋଦାବରୀଶ ରାଓ
- B. ଗୋଦାବରୀଶ ମିଶ୍ର
- C. ଗୋଦାବରୀଶ ଯେନା
- D. ଗୋଦାବରୀଶ ବର୍ମା
Q4: “ଦାଣ୍ଡିରାମାୟଣର”ରଚୟିତା କିଏ?
- A. ବଳରାମ ବର୍ମା
- B. ବଳରାମ ମିଶ୍ର
- C. ବଳରାମ ରାଓ
- D. ବଳରାମ ଦାସ
Q5: ଓଡ଼ିଶାର “ଥୋମାସ୍ ହାର୍ଡି” କେଉଁ କବିଙ୍କୁ କୁହାଯାଇଛି?
- A. ଫକୀର ମୋହନ ଦାସ
- B. ଫକୀର ମୋହନ ଯେନା
- C. ଫକୀର ମୋହନ ସେନାପତି
- D. ଫକୀର ମୋହନ ମିଶ୍ର
Q6: ଗାଁ ମଜଲିସ୍ର ରଚୟିତା କିଏ?
- A. ହରେକୃଷ୍ଣ ଦାସ
- B. ହରେକୃଷ୍ଣ ମହତାବ
- C. ହରେକୃଷ୍ଣ ମିଶ୍ର
- D. ହରେକୃଷ୍ଣ
Q7: ‘ତପସ୍ୱନୀ’କାବ୍ୟର ରଚୟିତା କିଏ?
- A. ଗଙ୍ଗାଧର ମେହେର
- B. ଗଙ୍ଗାଧର ମିଶ୍ର
- C. ଗଙ୍ଗାଧର ଧିର
- D. ଗଙ୍ଗାଧର ବର୍ମା
Q8: ‘କେଶବ କୋଇଲି’ର ରଚୟିତା କିଏ?
- A. ପ୍ରାଣନିଧି
- B. ହୃସିକେସ
- C. ଅଚ୍ୟୁତ
- D. ମାର୍କଣ୍ଡ ଦାସ
Q9: ଓଡ଼ିଆ ସାହିତ୍ୟର ‘ଆଦିକବି’ କାହାକୁ କୁହାଯାଏ?
- A. ବିମଳା ଦାସ
- B. ସାରଳା ଦାସ
- C. ପ୍ରତ୍ୟୁସ ଦାସ
- D. ଅଭିମନ୍ୟୁ ଦାସ
Q10: ଓଡ଼ିଆ ସାହିତ୍ୟର କାହାକୁ ‘କବି ସମ୍ରାଟ’ ଉପାଧି ଦିଆଯାଇଛି?
- A. ମଧୁସୁଦନ ଭଞ୍ଜ
- B. ଗୈାରହରି ଭଞ୍ଜ
- C. ଉପେନ୍ଦ୍ର ଭଞ୍ଜ
- D. ରାମାନୁଜ ଭଞ୍ଜ
post a comment