ପପୁଲାର ରୋଡିସ ସୋ ବିଷୟରେ ଆପଣଙ୍କର କେତେ ଜ୍ଞାନ ଅଛି,ଏହି କୁଇଜଟି ଖେଳି ଦେଖନ୍ତୁ?

ପପୁଲାର ରୋଡିସ ସୋ ବିଷୟରେ ଆପଣଙ୍କର କେତେ ଜ୍ଞାନ ଅଛି,ଏହି କୁଇଜଟି ଖେଳି ଦେଖନ୍ତୁ

ପପୁଲାର ରୋଡିସ ସୋ ବିଷୟରେ ଆପଣଙ୍କର କେତେ ଜ୍ଞାନ ଅଛି,ଏହି କୁଇଜଟି ଖେଳି ଦେଖନ୍ତୁ

Q1: ମ.ଟିଭି ରୋଡିସ ସୋର ଫାଉଣ୍ଡର କିଏ?

  • A. ନିଖିଲ ଚିନ୍ନପା
  • B. ରଣଭିଜୟ
  • C. ରଘୁ ରାମ
  • D. ସିଧ୍ୟାତ ରାଜ

Q2: ସିଜନ ୱାନର ହୋଷ୍ଟ କିଏ?

  • A. ରଣଭିଜ ସିଂ
  • B. ସାଇରସ ସାହୁକାର
  • C. ଗାଇଲେନ ମେଣ୍ଡଓକା
  • D. ବେନଫଶା ସୋନେଵାଲା

Q3: ରୋଡିସର ସର୍ବ ବୃହତ୍ତ ଧନ ରାଶି କେତେ?

  • A. 5 ଲକ୍ଷ
  • B. 3.6 ଲକ୍ଷ
  • C. 3.75 ଲକ୍ଷ
  • D. 3.62 ଲକ୍ଷ

Q4: ରୋଡିସ ସିଜନ 8ର ଟ୍ୟାଗ ଲାଇନ କଣ ଥିଲା?

  • A. ବ୍ୟାଟେଲ ଫର ଗ୍ଲୋରି
  • B. ରାଇଡ ଅଫ ରେସପେକ୍ଟ
  • C. ସଟକଟ ଟୁ ହେଲ
  • D. ହେଲ ଡାଉନ ଅଣ୍ଡର

Q5: ସିଜନ 4ର ବିଜେତା କିଏ?

  • A. ଆନଥୋନି ୟେହ
  • B. ଆୟୁସ୍ମାନ ଖୁରାନା
  • C. ନଉମାନ ସେଟ
  • D. ଅନୱର ସୟେଦ

Q6: କେଉଁ ସ୍ଥାନରେ ରୋଡିସ ସିଜନ 1 ରୁ ସିଜନ 4 ହୋଇଥିଲା?

  • A. ଇଣ୍ଡିଆ
  • B. ବ୍ରାଜିଲ
  • C. ୟୁ.ସଏ
  • D. ଇଜିପଟ

Q7: ରୋଡିସ ସିଜେନ ୱାନର ବିଜେତା କିଏ?

  • A. ଆଶୁତୋଷ କୌସିକ
  • B. ଆଁଞ୍ଚଲ ଖୁରାନା
  • C. ରଣଭିଜ୍ଞୟ ସିଂଗ
  • D. ପାରୁଲ ସାହ

Q8: ରୋଡିଜ 14ର ଟ୍ୟାଗ ଲାଇନ କଣ?

  • A. ରୋଡିସ ଏକ୍ସଟ୍ରିମ
  • B. ରୋଡିସ ରାଇଜିଙ୍ଗ
  • C. ୟୋର ଗ୍ୟାଙ୍ଗ ୟୋର ଗ୍ଲୋରୀ
  • D. ରାଇଡ଼ଅଫ ରେସପେକ୍ଟ

Q9: କେଉଁ ମସିହାରେ ଏହି ସୋ ଅନ ଏଆର ହୋଇଥିଲା?

  • A. 2002
  • B. 2003
  • C. 2001
  • D. 2004

Q10: କେଉଁ ସିଜନରେ 'ଆଡ଼ଭାଣ୍ଟଏଜ ଟାସ୍କ' ପ୍ରଥମେ ଇନଟରୋଡ୍ୟୁସ ହୋଇ ଥିଲା?

  • A. 3RD
  • B. 4TH
  • C. 5TH
  • D. 6TH

post a comment