ଓଡ଼ିଶାର ସମ୍ବାଦପତ୍ର ଓ ପତ୍ରିକାକୁ ନେଇ ଆପଣ ମାନଙ୍କ ପାଇଁ କିଛି ପ୍ରଶ୍ନ?

ଓଡ଼ିଶାର ସମ୍ବାଦପତ୍ର ଓ ପତ୍ରିକାକୁ ନେଇ ଆପଣ ମାନଙ୍କ ପାଇଁ କିଛି ପ୍ରଶ୍ନ

ଓଡ଼ିଶାର ସମ୍ବାଦପତ୍ର ଓ ପତ୍ରିକାକୁ ନେଇ ଆପଣ ମାନଙ୍କ ପାଇଁ କିଛି ପ୍ରଶ୍ନ

Q1: ଓଡ଼ିଶାର ପ୍ରଥମ ସମ୍ବାଦପତ୍ରର ନା’ କ’ଣ?

  • A. ଉତ୍କଳ ଦୀପିକା
  • B. ଉତ୍କଳ କଳୀକା
  • C. ଉତ୍କଳ ସମ୍ବାଦ
  • D. ଉତ୍କଳ ଖବର

Q2: ଓଡ଼ିଆ ଭାଷାରେ ପ୍ରଥମ ଦୈନିକ ସମ୍ବାଦ ପତ୍ରର ନାଁ କ’ଣ?

  • A. ମୈତ୍ରୀ
  • B. ରଙ୍ଗୋଲି
  • C. କଥା
  • D. ଆଶା

Q3: ଓଡ଼ିଶାର ସର୍ବପୁରାତନ ଛାପାଖାନର ନାଁ କ’ଣ?

  • A. କଟକ ମିଶନ୍ ପ୍ରେସ୍
  • B. ଭୁବନେଶ୍ୱର ମିଶନ୍ ପ୍ରେସ୍
  • C. ଅନୁଗୁଳ ମିଶନ୍ ପ୍ରେସ୍
  • D. ରାଉରକେଲା ମିଶନ୍ ପ୍ରେସ୍

Q4: ଓଡ଼ିଆ ଭାଷାରେ ପ୍ରଥମ ଶିଶୁ ପତ୍ରିକାର ନାଁ କ’ଣ?

  • A. ଶିଶୁ
  • B. ଆଇମାଁ କାହାଣୀ
  • C. ଜନ୍ନମାମୁଁ
  • D. ପ୍ରଭାତ

Q5: ପ୍ରଥମ ଓଡ଼ିଆ ପତ୍ରିକାର ନାଁ କ’ଣ?

  • A. ଆଶା
  • B. ଜ୍ଞାନ ଋଣ
  • C. କଥା
  • D. ସୁପ୍ରଭାତ

Q6: ‘ପୈାରୁଷ’ ପତ୍ରିକା କିଏ ଆରମ୍ଭ କରିଥିଲେ ?

  • A. ଜାନକୀ ବଲ୍ଲଭ ପଟ୍ଟନାୟକ
  • B. ବିଜୁ ପଟ୍ଟନାୟକ
  • C. ନବୀନ ପଟ୍ଟନାୟକ
  • D. କେଉଁଟି ବି ନୁହେଁ

Q7: ‘ଆଶା’ର ପ୍ରତିଷ୍ଠାତା କିଏ?

  • A. ଶଶୀଭୂଷଣ ସାମଲ
  • B. ଶଶୀଭୂଷଣ ସାଗର
  • C. ଶଶୀଭୂଷଣ ରଥ
  • D. ଶଶୀଭୂଷଣ ଚୈଧୂରୀ

Q8: ପ୍ରଜାତନ୍ତ୍ରର ପ୍ରତିଷ୍ଠାତା କିଏ?

  • A. ସାଗର ଦାସ
  • B. ଫକୀରମୋହନ ଆଚାର୍ଯ୍ୟ
  • C. ଗୈାରୀ ଶଙ୍କର ରାୟ
  • D. ହରେକୃଷ୍ଣ ମହତାବ

Q9: ‘ସମାଜ’ କେବେ ପ୍ରକାଶିତ ହେଲା?

  • A. ୧୯୧୯ ଅକ୍ଟୋବର ୪
  • B. ୧୯୨୦ ଅକ୍ଟୋବର ୪
  • C. ୧୯୧୮ ଅକ୍ଟୋବର ୪
  • D. ୧୯୨୫ ଅକ୍ଟୋବର ୪

Q10: ପ୍ରଥମ ଓଡ଼ିଆ ଦୈନିକ ସାହିତ୍ୟ ପତ୍ରିକାର ନାଁ କ’ଣ?

  • A. ଦି ଡଷ୍ଟବିନ୍
  • B. ଗାନ୍ଧୀ ସମାଚାର
  • C. ସତ୍ୟ ସମ୍ବାଦ
  • D. ପ୍ରଭାତ

post a comment