ଓଡ଼ିଶାର ବଣ୍ଡା ଜନଜାତି ବିଷୟରେ ଆପଣ କ'ଣ ଜାଣିଛନ୍ତି ??
ଓଡ଼ିଶାର ବଣ୍ଡା ଜନଜାତି ବିଷୟରେ ଆପଣ କ'ଣ ଜାଣିଛନ୍ତି ?
Q1: ଓଡ଼ିଶାରେ କେତେ ପ୍ରକାରର ଆଦିବାସୀ ଅଛନ୍ତି?
- A. 60
- B. 45
- C. 62
- D. 30
Q2: କେତୋଟି ଆଦିବାସୀ ଜନଜାତିଙ୍କୁ ଆଦିମ ଜନଜାତି ଗୋଷ୍ଠୀ ଭାବରେ ଗ୍ରହଣ କରାଯାଇଛି?
- A. 23
- B. 13
- C. 34
- D. 27
Q3: ସମସ୍ତ ଆଦିବାସୀ ଜନଜାତି ମଧ୍ୟରୁ 'ବଣ୍ଡା' ଜନଜାତି କେଉଁ ପ୍ରକାରର?
- A. ସର୍ବ ନିମ୍ନ
- B. ନୂତନ
- C. ଆଦୀମ
- D. ସବୁଠାରୁ ପ୍ରାଚୀନ
Q4: ବଣ୍ଡା ମାନେ ତାଙ୍କ ଭାଷାରେ କେଉଁ ନାମରେ ପରିଚିତ?
- A. ବଣ୍ଡା
- B. ରେମୋ
- C. ମନବ
- D. ଆଦିବାସୀ
Q5: ରେମୋ ଶବ୍ଦର ଅର୍ଥ କ'ଣ ?
- A. ପ୍ରଥମ ମାନବ
- B. ଆଦୀମାନବ
- C. ଆଦିବାସୀ
- D. ବଣ୍ଡା
Q6: ବଣ୍ଡା ମାନଙ୍କ ଭାଷାର ନାମ କ'ଣ ?
- A. ଜୀବାମୀ
- B. ବାଙ୍ଗଲା
- C. ଓଡିଆ
- D. ରେମ୍ ଶମ୍
Q7: ଓଡ଼ିଶାରେ ବଣ୍ଡା ଜନଜାତିର ଲୋକ ସଂଖ୍ୟା କେତେ?
- A. ଅସଖ୍ୟ
- B. ନଅ ହଜାର
- C. ଦଶହଜାରୁ ସାମାନ୍ୟ ଅଧିକ
- D. ବାର ହଜାର
Q8: ପୂର୍ବରୁ ବଣ୍ଡା ଘାଟି ଅଞ୍ଚଳରେ ବାରଟି ଗାଁ ଥିବାରୁ ତାକୁ କ'ଣ କୁହାଯାଉ ଥିଲା?
- A. ବାରଜାଙ୍ଘର ଦେଶ
- B. ତେରଜାଙ୍ଘର ଦେଶ
- C. ନଅ ଜାଙ୍ଘର ଦେଶ
- D. ଆଠ ଜାଙ୍ଘର ଦେଶ
Q9: ବର୍ତମାନ ବଣ୍ଡା ମାନଙ୍କ ଗାଁ ସଂଖ୍ୟା କେତେ?
- A. 34
- B. 56
- C. 54
- D. 78
Q10: ବଣ୍ଡା ମାନଙ୍କ ଗାଁ ଗୁଡିକ ମଧ୍ୟରୁ କେଉଁ ଗାଁ ଟି ପ୍ରମୁଖ?
- A. ସୋନପଡା
- B. ଝାମପଡା
- C. ମୁଦୁଲିପଡା
- D. ସାଙ୍ଘାଇପଡା
post a comment