ଆପଣ ଓଡ଼ିଶା ଧର୍ମ ସମ୍ବନ୍ଧୀୟ କୁଇଜରେ କେତୋଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିବେ, କୁଇଜଟି ଖେଳି ଜାଣନ୍ତୁ ?

ଆପଣ ଓଡ଼ିଶା ଧର୍ମ ସମ୍ବନ୍ଧୀୟ କୁଇଜରେ କେତୋଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିବେ, କୁଇଜଟି ଖେଳି ଜାଣନ୍ତୁ

ଆପଣ ଓଡ଼ିଶା ଧର୍ମ ସମ୍ବନ୍ଧୀୟ କୁଇଜରେ କେତୋଟି ପ୍ରଶ୍ନ ର ସଠିକ୍ ଉତ୍ତର ଦେଇପାରିବେ, କୁଇଜଟି ଖେଳି ଜାଣନ୍ତୁ

Q1: ଓଡିଆ ମହାଭାରତର ରଚୟିତା କିଏ ?

  • A. ଶାରଳା ଦାସ
  • B. ବଳରାମ ଦାସ
  • C. ସ୍ବାମୀ ଦୟାନନ୍ଦ ସରସ୍ୱତୀ
  • D. ବ୍ୟାସ ଦେବ

Q2: ଦାଣ୍ଡି ରାମାୟଣ କିଏ ରଚନା କରିଥିଲେ ?

  • A. ଶାରଳା ଦାସ
  • B. ବଳରାମ ଦାସ
  • C. ଶ୍ରୀ ଶଙ୍କରାଚାର୍ଯ୍ୟ
  • D. ସୁର ଦାସ

Q3: ଆର୍ଯ୍ୟ ସମାଜର ପ୍ରତିଷ୍ଠାତା କିଏ ?

  • A. ଗୋପ ବନ୍ଧୁ
  • B. ଶ୍ରୀହରି ଆଚାର୍ଯ୍ୟ
  • C. ସ୍ବାମୀ ଦୟାନନ୍ଦ ସରସ୍ୱତୀ
  • D. ରାମ ଦାସ

Q4: ଚୈତନ୍ୟ କେଉଁ ଖ୍ରୀଷ୍ଟାବ୍ଦରେ ଦେହ ତ୍ୟାଗ କରିଥିଲେ?

  • A. ୧୫୩୩ ଖ୍ରୀଷ୍ଟାବ୍ଦ
  • B. ୧୫୩୪ଖ୍ରୀଷ୍ଟାବ୍ଦ
  • C. ୧୫୪୪ ଖ୍ରୀଷ୍ଟାବ୍ଦ
  • D. ୧୬୪୩ ଖ୍ରୀଷ୍ଟାବ୍ଦ

Q5: ଓଡିଆ ଭାଗବତର ରଚୟିତା କିଏ ?

  • A. ବଳରାମ ଦାସ
  • B. ହଳଧର ଦାସ
  • C. ଜଗନ୍ନାଥ ଦାସ
  • D. ରାମ ଦାସ

Q6: ବେଦର କେତୋଟି ଅଙ୍ଗ ଅଛି?

  • A. ୫ଟି
  • B. ୮ଟି
  • C. ୧୦ଟି
  • D. ୬ଟି

Q7: ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଜନ୍ମ କେବେ ହୋଇଥିଲା ?

  • A. ୧୮୮୦ ଖ୍ରୀଷ୍ଟାବ୍ଦ
  • B. ୧୮୬୦ ଖ୍ରୀଷ୍ଟାବ୍ଦ
  • C. ୧୯୭୦ ଖ୍ରୀଷ୍ଟାବ୍ଦ
  • D. ୧୮୨୦ ଖ୍ରୀଷ୍ଟାବ୍ଦ

Q8: କେଉଁ ଦ୍ଵାରରେ ଅରୁଣ ସ୍ତମ୍ବ ଅଛି?

  • A. ଉତ୍ତର ଦ୍ବାର
  • B. ଦକ୍ଷିଣ ଦ୍ବାର
  • C. ପୂର୍ବ ଦ୍ବାର
  • D. ପଶ୍ଚିମ ଦ୍ବାର

Q9: ଜଗନ୍ନାଥ ମନ୍ଦିରରେ କେତୋଟି ଦ୍ବାର ଅଛି ?

  • A. ଦୁଇଟି
  • B. ଆଠୋଟି
  • C. ପାଞ୍ଚୋଟି
  • D. ଚାରୋଟି

Q10: କୋଣାର୍କ ମନ୍ଦିର ଦେଖିବାକୁ କିପରି ?

  • A. ଚଳନ୍ତା ରଥପରି
  • B. ଅଶ୍ଵପରି
  • C. ଡଙ୍ଗାପରି
  • D. ପଦ୍ମ ପୁଷ୍ପ ପରି

post a comment