ଓଡ଼ିଆ ଚଳଚିତ୍ର ସମ୍ପର୍କରେ ଆପଣଙ୍କର କେତେ ପ୍ରତିଶତ ଜ୍ଞାନ ଅଛି??

ଓଡ଼ିଆ ଚଳଚିତ୍ର ସମ୍ପର୍କରେ ଆପଣଙ୍କର କେତେ ପ୍ରତିଶତ ଜ୍ଞାନ ଅଛି?

ଓଡ଼ିଆ ଚଳଚିତ୍ର ସମ୍ପର୍କରେ ଆପଣଙ୍କର କେତେ ପ୍ରତିଶତ ଜ୍ଞାନ ଅଛି? ତାହା ଜାଣିବା ପାଇ ଏହି ଦଶଟି ପ୍ରଶ୍ନର ଉତ୍ତର ଦିଅନ୍ତୁ, କୁଇଜ ଖେଳିବା ପାଇଁ ଷ୍ଟାର୍ଟ କୁଇଜ଼ରେ କ୍ଲିକ କରନ୍ତୁ

Q1: ଓଡ଼ିଶାର ପ୍ରଥମ ଚଳଚିତ୍ରର ନାମ କଣ?

  • A. ସୀତା ବିବାହ
  • B. ସଂସାର
  • C. ଶେଷ ଶ୍ରାବଣ
  • D. ଶ୍ରୀ ଲୋକନାଥ

Q2: ଓଡ଼ିଶାର ପ୍ରଥମ ସମ୍ପୂର୍ଣ ରଂଗୀନ ଚଳଚିତ୍ରର ନାମ କଣ?

  • A. ସଂସାର
  • B. ଶେଷ ଶ୍ରାବଣ
  • C. ସୀତା ବିବାହ
  • D. ଗପ ହେଲେ ବି ସତ

Q3: ଗପ ହେଲେ ବି ସତ ଫିଲ୍ମ କେଉଁ ମସିହାରେ ନିର୍ମାଣ କରାଯାଇଥିଲା?

  • A. 1980
  • B. 1976
  • C. 1968
  • D. 1978

Q4: 'ଅମଡା ବାଟ' ଫିଲ୍ମର ପ୍ରଯୋଜକ କିଏ ଥିଲେ?

  • A. ସାଧୁ ମେହେର
  • B. ସୁଵିମଳ ମଲ୍ଲିକ
  • C. ଶରତ ପୂଜାରୀ
  • D. ବାବୁଲାଲ ଯୋଷୀ

Q5: 'ଶେଷ ଶ୍ରାବଣ' ଫିଲ୍ମର ନିର୍ଦେଶକ କିଏ ଥିଲେ?

  • A. ପ୍ରଶାନ୍ତ ନନ୍ଦ
  • B. ମିହିର ଦାସ
  • C. ଶ୍ରୀରାମ ପଣ୍ଡା
  • D. ଗୋବିନ୍ଦ ତେଜ

Q6: ରାମାୟଣ ଫିଲ୍ମର ନାୟକ କିଏ?

  • A. ବିଜୟ ମହାନ୍ତି
  • B. ଉତ୍ତମ ମହାନ୍ତି
  • C. ଶ୍ରୀରାମ ପଣ୍ଡା
  • D. ଶରତ ପୂଜାରୀ

Q7: 'ଟିକେ ହସ ଟିକେ ଲୁହ ' ଚଳଚ୍ଚିତ୍ରରେ କିଏ ନାୟିକା ଭୂମିକାରେ ଅଭିନୟ କରିଥିଲେ?

  • A. ଅପରାଜିତା
  • B. ଅର୍ଚ୍ଚିତା
  • C. ଜୀନା
  • D. ମହେଶ୍ଵେତା

Q8: 'ସୁନା ଚଢେଇ' ଫିଲ୍ମରେ କେଉଁ ମରାଠୀ ଝିଅ ନାୟିକା ହୋଇଥିଲେ?

  • A. ଅର୍ଚ୍ଚନା ଯୋଗେଲେକର
  • B. ସୋନାଲି କୁଲକରଣୀ
  • C. ପ୍ରିୟା ବାପ୍ତ
  • D. ପ୍ରାର୍ଥନା ବେହେର

Q9: ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଥମ ଓଡ଼ିଆ ନିର୍ଦେଶକ କିଏ?

  • A. ବିଜୟ ଜେନା
  • B. ନିରଦ ମହାପାତ୍ର
  • C. ପ୍ରଶାନ୍ତ ନନ୍ଦ
  • D. ସାଧୁ ମେହେର

Q10: ଭିଡ଼ିଓର ଅର୍ଥ କଣ?

  • A. ଦେଖିବା
  • B. ଶୁଣିବା
  • C. ବୁଝିବା
  • D. ଲେଖିବା

post a comment