ଓଡ଼ିଶାର କଳା ସମ୍ପର୍କରେ ଆପଣଙ୍କର କେତେ ଜ୍ଞାନ ଅଛି??

ଓଡ଼ିଶାର କଳା ସମ୍ପର୍କରେ ଆପଣଙ୍କର କେତେ ଜ୍ଞାନ ଅଛି?

ଓଡ଼ିଶାର କଳା ସମ୍ପର୍କରେ ଆପଣଙ୍କର କେତେ ଜ୍ଞାନ ଅଛି?

Q1: ପୂର୍ବ ଓଡ଼ିଶାରେ ହେଉଥିବା ପ୍ରସିଦ୍ଧ ନୃତ୍ୟର ନାଁ କ’ଣ?

  • A. ଛଉ
  • B. ଓଡ଼ିଶୀ
  • C. ପାଇକନୃତ୍ୟ
  • D. ମେଧାନାଚ

Q2: ପଶ୍ଚିମ ଓଡ଼ିଶାରେ ହେଉଥିବା ପ୍ରସିଦ୍ଧ ନୃତ୍ୟର ନାଁ କ’ଣ?

  • A. ଛଉ
  • B. ପାଇକନୃତ୍ୟ
  • C. ମେଧାନାଚ
  • D. ଡାଲଖାଇ

Q3: ବରଗଡ ଅଞ୍ଚଳରେ ହେଉଥିବା ଖୋଲା ମଞ୍ଚରେ କୃଷ୍ଣ ଏବଂ କଂସକୁ ନେଇ ହେଉଥିବା ନାଟକକୁ କ’ଣ କୁହା ଯାଏ?

  • A. ଝାମୁଯାତ୍ରା
  • B. ଚନ୍ଦନଯାତ୍ରା
  • C. ଧନୁଯାତ୍ରା
  • D. ଦୋଳଯାତ୍ରା

Q4: ବାଉଁଶ ଉପରେ ପ୍ରଦର୍ଶିତ ନୃତ୍ୟକୁ କ’ଣ କୁହାଯାଏ?

  • A. ବାଉଁଶ ରାଣୀ
  • B. ମହାରାଣୀ
  • C. ଶବ୍ଦରାଣୀ
  • D. କେଉଁଟି ବି ନୁହିଁ

Q5: କଣ୍ଢେଇ ମାନଙ୍କୁ ନେଇ ହେଉଥିବା ଖେଳକୁ କ’ଣ କୁହାଯାଏ?

  • A. କଣ୍ଢେଇଖେଳ
  • B. କଣ୍ଢେଇଯାତ୍ରା
  • C. କଣ୍ଢେଇନାଚ
  • D. କେଉଁଟି ବି ନୁହିଁ

Q6: ଓଡ଼ିଶାରେ ଗାଣମାନେ ଯେଉଁ ଗୀତ ପ୍ରଦର୍ଶିତ କରନ୍ତି, ତାକୁ କ’ଣ କୁହାଯାଏ?

  • A. ଦାଶକାଠିଆ
  • B. ପାଲା
  • C. ପଟୁଆଯାତ୍ରା
  • D. ରାମଲିଳା

Q7: ଦକ୍ଷିଣ ଓଡ଼ିଶାରେ ଚୈତ୍ର ମାସରେ ହେଉଥିବା ନାଟକୁ କ’ଣ କୁହାଯାଏ?

  • A. ବାଉଁଶ ରାଣୀ
  • B. କଣ୍ଢେଇନାଚ
  • C. ଦଣ୍ଡ ନାଟ
  • D. ରାମଲିଳା

Q8: ଓଡ଼ିଆ ଭାଷାର ବର୍ଣ୍ଣ ସଂଖ୍ୟା କେତେ?

  • A. ୪୮ଗୋଟି
  • B. ୪୭ଗୋଟି
  • C. ୪୫ ଗୋଟି
  • D. ୪୯ଗୋଟି

Q9: ଓଡ଼ିଆ ସାହିତ୍ୟର କବିସମ୍ରାଟ ଆଖ୍ୟା କାହାକୁ ଦିଆଯାଇଛି?

  • A. ଉପେନ୍ଦ୍ର ଭଞ୍ଜ
  • B. ସାରଳା ଦାସ
  • C. ଜୟଦେବ
  • D. ରାଧାନାଥ ରାୟ

Q10: ଓଡ଼ିଶାର ଆଦି କବି କିୟେ?

  • A. ସାରଳା ଦାସ
  • B. ଜୟଦେବ
  • C. ରାଧାନାଥ ରାୟ
  • D. ଉପେନ୍ଦ୍ର ଭଞ୍ଜ

post a comment