ଓଡିଶା ଚଳଚିତ୍ର ସମବନ୍ଦ ରେ ଆପଣ କେତେ ଜାଣିଛନ୍ତି,ଏହି କୁଇଜଟି ଖେଳି ଦେଖନ୍ତୁ?

ଓଡିଶା ଚଳଚିତ୍ର ସମବନ୍ଦ ରେ ଆପଣ କେତେ ଜାଣିଛନ୍ତି,ଏହି କୁଇଜଟି ଖେଳି ଦେଖନ୍ତୁ

ଓଡିଶା ଚଳଚିତ୍ର ସମବନ୍ଦ ରେ ଆପଣ କେତେ ଜାଣିଛନ୍ତି,ଏହି କୁଇଜଟି ଖେଳି ଦେଖନ୍ତୁ

Q1: କିଏ ଓଡ଼ିଆ ଚଳଚିତ୍ର ଜନକ?

  • A. ମୋହନ ସୁନ୍ଦର ଦେବ ଗୋସ୍ଵାମୀ
  • B. ମୋହନ ଦାସ
  • C. ମୋହନ ବିସ୍ବାଳ
  • D. ମୋହନ ସାହୁ

Q2: ଓଡିଶା ପ୍ରଥମ ସିନେମା ହଲର ନାଁ କଣ?

  • A. ରବି ସିନେପ୍ଲେସ
  • B. ସୀତାରାମ ବିଳାସ ଟକିଜ
  • C. ସ୍ତୁତି
  • D. ଶ୍ରୀୟା

Q3: ଓଡ଼ିଶାର ପ୍ରଥମ ମହିଳା ଚଳଚିତ୍ର ନିର୍ଦେଶିକା କିଏ?

  • A. ମାନସୀ ଘୋଷ
  • B. ଉତତ୍ପଳା ଘୋଷ
  • C. ମମତା ଘୋଷ
  • D. ପାର୍ବତୀ ଘୋଷ

Q4: ପ୍ରଥମ ଓଡିଶା ରଙ୍ଗୀନ ଚଳଚିତ୍ରର ନାଁ କଣ?

  • A. ମମତା
  • B. ଲକ୍ଷ୍ମଣ ରେଖା
  • C. ଗପ ହେଲେ ବି ସତ
  • D. ବାଳୁଙ୍ଗା ଟୋକା

Q5: ସୀତା ବିବାହ ଚଳଚିତ୍ରର ନିର୍ଦେସକ କିଏ?

  • A. ଡ଼ଃ ମନ୍ମଥ ମିଶ୍ର
  • B. କାମପାଳ ମିଶ୍ର
  • C. ପ୍ରଶାନ୍ତ ନନ୍ଦ
  • D. ଅଭିନାଶ ସାହୁ

Q6: ପ୍ରଥମ ଓଡ଼ିଆ ଭାବେ କିଏ ହିନ୍ଦୀ ଚଳଚିତ୍ରର ନିର୍ଦେଶନା ଦେଇଛନ୍ତି?

  • A. ପ୍ରଭାତୀ ଘୋଷ
  • B. ଅମୀୟ ପଟନାୟକ
  • C. ସୁଭାଷ ରାଉତ
  • D. ପ୍ରଶାନ୍ତ ନନ୍ଦ

Q7: ଓଡ଼ିଶାର ପ୍ରଥମ ହିନ୍ଦୀ ଚଳଚିତ୍ର କଣ?

  • A. ଅମର ପ୍ରେମ
  • B. ଅନ୍ଦଆଜ
  • C. ଶୋଧ
  • D. ବାଜ଼ୀ

Q8: କେଉଁ ଓଡ଼ିଆ ଚଳଚିତ୍ର ପାଇ ଲତା ମଙ୍ଗେଶକର କଣ୍ଠଦାନ କରିଛନ୍ତି?

  • A. ଲକ୍ଷ୍ମଣ ରେଖା
  • B. ସୁର୍ଯ୍ୟମୁଖୀ
  • C. ମୀମାଂସା
  • D. ଆଦି ମୀମାଂସା

Q9: କେଉଁ ଓଡ଼ିଆ ଚଳଚିତ୍ର ପାଇ ପ୍ରଥମ ମହମ୍ମଦ ଅଜିଜ କଣ୍ଠଦାନ କରିଛନ୍ତି?

  • A. ଜଗା ହାତରେ ପଘା
  • B. ସୀତା ବିବାହ
  • C. ମୀମାଂସା
  • D. ଗପ ହେଲେ ବି ସତ

Q10: ସାଧୁ ମେହେରଙ୍କ ଦ୍ଵାରା ନିର୍ଦେଶିତ ପ୍ରଥମ ଓଡ଼ିଆ ଚଳଚିତ୍ରଟି କଣ?

  • A. ଜଗା ହାତରେ ପଘା
  • B. ର୍ନିଭୟ
  • C. ସ୍ୱାଭିମାନ
  • D. ଅଭିମାନ

post a comment