ଆପଣ ମାନେ କ୍ରିକେଟ ଖେଳ ସମ୍ପର୍କରେ ଅନେକ ତଥ୍ୟ ଜାଣିଥିବେ, କିନ୍ତୁ ଓଡିଶା କ୍ରିକେଟ ଟିମ ସମ୍ପର୍କରେ ଆପଣଙ୍କ ଅଭିଜ୍ଞତା କେତେ କୁଇଜଟି ଖେଳୀ ଜାଣନ୍ତୁ ?

ଆପଣ ମାନେ କ୍ରିକେଟ ଖେଳ ସମ୍ପର୍କରେ ଅନେକ ତଥ୍ୟ ଜାଣିଥିବେ, କିନ୍ତୁ  ଓଡିଶା କ୍ରିକେଟ ଟିମ ସମ୍ପର୍କରେ ଆପଣଙ୍କ ଅଭିଜ୍ଞତା  କେତେ କୁଇଜଟି ଖେଳୀ ଜାଣନ୍ତୁ

ଆପଣ ମାନେ କ୍ରିକେଟ ଖେଳ ସମ୍ପର୍କରେ ଅନେକ ତଥ୍ୟ ଜାଣିଥିବେ, କିନ୍ତୁ ଓଡିଶା କ୍ରିକେଟ ଟିମ ସମ୍ପର୍କରେ ଆପଣଙ୍କ ଅଭିଜ୍ଞତା କେତେ କୁଇଜଟି ଖେଳୀ ଜାଣନ୍ତୁ

Q1: ଓଡିଶା କ୍ରିକେଟର ମେନ ଗ୍ରାଉଣ୍ଡର ନା ଟି କଣ?

  • A. ବାରବାଟୀ ଷ୍ଟାଡିୟମ
  • B. ଅସ୍ତରଙ୍ଗ ଷ୍ଟାଡିୟମ
  • C. ଭୁବନେଶ୍ଵର ଷ୍ଟାଡିୟମ
  • D. ଓଡିଶା ଷ୍ଟାଡିୟମ

Q2: ଓଡିଶା କ୍ରିକେଟ ଆମୋନିଆ ପ୍ରତି ବର୍ଷ ଅରଗାନାଇଜ କରୁଥିବା ମ୍ୟାଚର ନା କଣ?

  • A. ଓସିଏ
  • B. ଓବିସି
  • C. ଓଡିଏ
  • D. ଓସଏ

Q3: କେଉଁ ଟିମଙ୍କ ଏଗନେଷ୍ଟରେ ଓଡିଶା କ୍ରିକେଟ ଟିମ ଖେଳେ?

  • A. ଇଷ୍ଟ ଜୋନ
  • B. ୱେଷ୍ଟ ଜୋନ
  • C. ନର୍ଥ ଜୋନ
  • D. ସାଉଥ ଜୋନ

Q4: ଓଡିଶା ସମୁଦାୟ କେତୋଟି ରଞ୍ଜି ଟ୍ରଫି ଖେଳିଛି?

  • A. 280
  • B. 283
  • C. 296
  • D. 285

Q5: ବର୍ତ୍ତମାନ ଓଡିଶା କ୍ରିକେଟ ଟିମର କୋଚ କିଏ ଅଛନ୍ତି?

  • A. ସିବସୁନ୍ଦର ଦାସ
  • B. ଦେବାଶିଷ ମହାନ୍ତି
  • C. ସଞ୍ଜୟ ରାଉଳ
  • D. ରଞ୍ଜିବ ବିଶ୍ବାଳ

Q6: ଓଡିଶା କ୍ରିକେଟ ଆସୋସିଅସନ କେବେ ର୍ନିମିତ ହୋଇଥିଲା?

  • A. 1910
  • B. 1890
  • C. 1930
  • D. 1925

Q7: ଗୋବିନ୍ଦ ପୋଦାରଙ୍କ ବ୍ୟାଟିଙ୍ଗ ଷ୍ଟାଇଲଟି କିପରି?

  • A. ରାଇଟ ହ୍ୟାଣ୍ଡ ବ୍ୟାଟ
  • B. ଲେଫ୍ଟ ହ୍ୟାଣ୍ଡ ବ୍ୟାଟ
  • C. କେଉଁଟି ବି ନୁହେଁ
  • D. ଉଭୟ

Q8: ସନ୍ଦୀପ ପଟନାୟକ ଓଡିଶା କ୍ରିକେଟ ଟିମର କେଉଁ ପ୍ଳେୟର ଅଟନ୍ତି?

  • A. ବ୍ୟାଟ୍ସ ମ୍ୟାନ
  • B. ବୋଲର
  • C. କ୍ୟାପଟେନ
  • D. କେଉଁଟି ବି ନୁହେଁ

Q9: ବର୍ତ୍ତମାନ ଓଡିଶା କ୍ରିକେଟ ଟିମର ୱଇକେଟ କିପର କିୟେ ଅଛନ୍ତି?

  • A. ବିକାଶ ପତି
  • B. ହଳଧର ଦାସ
  • C. ଅଭିନାଶ ସାହା
  • D. ଗିରିଜା ରାଉତ

Q10: ଦେବାଶିଷ ମହାନ୍ତିଙ୍କ ପୁରା ନାଟି କଣ?

  • A. ଦେବାଶିଷ ସର୍ବେସ୍ଵର ମହାନ୍ତି
  • B. ଦେବାଶିଷ କୁମାର ମହାନ୍ତି
  • C. ଦେବାଶିଷ ରଞ୍ଜନ ମହାନ୍ତି
  • D. ଦେବାଶିଷ ଦେବ ମହାନ୍ତି

post a comment