ଓଡ଼ିଶାର ପର୍ବ ପର୍ବାଣି ସମ୍ପର୍କରେ ଥିବା ଏହି ଦଶଟି ପ୍ରଶ୍ନରୁ ଆପଣ କେତୋଟି ସଠିକ ଉତ୍ତର ଦେଇପାରିବେ??

ଓଡ଼ିଶାର ପର୍ବ ପର୍ବାଣି ସମ୍ପର୍କରେ ଥିବା ଏହି ଦଶଟି ପ୍ରଶ୍ନରୁ ଆପଣ କେତୋଟି  ସଠିକ ଉତ୍ତର ଦେଇପାରିବେ?

ଓଡ଼ିଶାର ପର୍ବ ପର୍ବାଣି ସମ୍ପର୍କରେ ଥିବା ଏହି ଦଶଟି ପ୍ରଶ୍ନରୁ ଆପଣ କେତୋଟି ସଠିକ ଉତ୍ତର ଦେଇପାରିବେ?

Q1: ଓଡ଼ିଶାର ଜାତୀୟ ପର୍ବ କଣ?

  • A. କୁମାର ପୁନିମା
  • B. ରଜ
  • C. ରଥ ଯାତ୍ରା
  • D. ମାଣ ବସା ଗୁରୁବାର

Q2: ଜାଗର ଯାତ୍ରାରେ କେଉଁ ଦେବତାଙ୍କୁ ପୂଜା କରାଯାଏ?

  • A. ଶିବ
  • B. ହନୁମାନ
  • C. ରାମ
  • D. କୃଷ୍ନ

Q3: ରଜ ପର୍ବ କେବେ ପାଳନ କରାଯାଏ?

  • A. ଶ୍ରାବଣ ମାସ ସଙ୍କରାନ୍ତି
  • B. ଭାଦ୍ରବ ମାସ ସଙ୍କରାନ୍ତି
  • C. ଜ୍ୟେଷ୍ଠ ମାସ ସଙ୍କରାନ୍ତି
  • D. ଆଷାଢ଼ ମାସ ସଙ୍କରାନ୍ତି

Q4: ହେଙ୍ଗୁଳା ଯାତ୍ରା କେବେ ପାଳନ କରାଯାଏ?

  • A. ଚୟୀତ୍ର ପୁର୍ଣିମା
  • B. ଦେବାଭିଷେକ ପୁର୍ଣିମା
  • C. ଦୋଳ ପୁର୍ଣିମା
  • D. ଚନ୍ଦନ ପୁର୍ଣିମା

Q5: କେଉ ଯାତ୍ରା କିମ୍ବା ପୂଜାରେ ଅଶ୍ର ସଶସ୍ତ୍ର ପୂଜା ହୁଏ ?

  • A. ରଜ
  • B. କୁମାର ପୂର୍ଣ୍ଣିମା
  • C. କାର୍ତ୍ତିକ ବ୍ରତ
  • D. ଦଶହରା

Q6: କେଉ ଦିନ ଓଡ଼ିଆ ବର୍ଷ ଆରମ୍ଭ ହୁଏ?

  • A. ରଜ‌ ସଙ୍କରାନ୍ତି
  • B. ପଣା ସଙ୍କରାନ୍ତି
  • C. ଶ୍ରାବଣ ମାସ ସଙ୍କରାନ୍ତି
  • D. ଜ୍ୟେଷ୍ଠ ମାସ ସଙ୍କରାନ୍ତି

Q7: କେଉ ଦିନ ଧର୍ମ ରାଜ ଜମିକୁ ପୂଜା କରାଯାଏ?

  • A. ବଡ ଓଷା
  • B. ପଣ୍ଡୁ ଓଷା
  • C. ବାଟ ଓଷା
  • D. ଖୁଦୁରୁକୁଣି ଓଷା

Q8: ସରସ୍ବତୀ ପୂଜା କେବେ ପାଳନ କରାଯାଏ?

  • A. ମାଘ ଶୁକ୍ଳ ପଞ୍ଚମୀ
  • B. ଆଷାଢ ଶୁକ୍ଳ ପଞ୍ଚମୀ
  • C. ବୈଶାଖ ଶୁକ୍ଳ ପଞ୍ଚମୀ
  • D. ଶ୍ରାବଣ ଶୁକ୍ଳ ପଞ୍ଚମୀ

Q9: କେଉ ଦେବତାଙ୍କ ଜନ୍ମ ଦିନ କୁ ଗହ୍ମା ପୂର୍ଣ୍ଣିମା ରୂପେ ପାଳନ କରାଯାଏ?

  • A. ଜଗନ୍ନାଥ
  • B. ବଳଭଦ୍ର
  • C. କୃଷ୍ଣ
  • D. ଶିବ

Q10: ପଣା ସଙ୍କରାନ୍ତିର ଅନ୍ୟ ନାମ କ'ଣ?

  • A. ଜଳ ସଙ୍କରାନ୍ତି
  • B. ଅଗ୍ନି ସଙ୍କରାନ୍ତି
  • C. ପୁଷ୍ପ ସଙ୍କରାନ୍ତି
  • D. ଧ୍ବନୀ ସଙ୍କରାନ୍ତି

post a comment