ଓଡ଼ିଶା ଖାଦ୍ୟ ସମ୍ପର୍କରେ ନିମ୍ନରେ ଦିଆଯାଇ ଥିବା ପ୍ରଶ୍ନ ଗୁଡିକ ମଧ୍ୟରୁ ଆପଣ କେତୋଟି ସଠିକ ଉତର ଦେଇ ପାରିବେ??

ଓଡ଼ିଶା  ଖାଦ୍ୟ ସମ୍ପର୍କରେ ନିମ୍ନରେ ଦିଆଯାଇ ଥିବା  ପ୍ରଶ୍ନ ଗୁଡିକ ମଧ୍ୟରୁ ଆପଣ କେତୋଟି  ସଠିକ ଉତର ଦେଇ ପାରିବେ?

ଓଡ଼ିଶା ଖାଦ୍ୟ ସମ୍ପର୍କରେ ନିମ୍ନରେ ଦିଆଯାଇ ଥିବା ପ୍ରଶ୍ନ ଗୁଡିକ ମଧ୍ୟରୁ ଆପଣ କେତୋଟି ସଠିକ ଉତର ଦେଇ ପାରିବେ?

Q1: ଓଡ଼ିଶାରେ କାର୍ତିକ ମାସରେ ଖିଆ ଯାଉ ଥିବା ଖାଦ୍ୟକୁ କଣ କୁହ ଯାଏ?

  • A. ସାକାହାରୀ
  • B. ଆମିଷ
  • C. ନିରାମିଷ
  • D. ହବିଷ

Q2: ନିମ୍ନରେ ଦିଆ ଯାଇଥିବା ଉତ୍ତର ମଧ୍ୟରୁ ଓଡ଼ିଆ ଦହି ପଖାଳ କାହାକୁ କୁହା ଯାଏ?

  • A. ଭାତ + ପାଣି
  • B. ଭାତ+ଡାଲି
  • C. ଦହି + ପାଣି + ଭାତ
  • D. ଭାତ+ପାଣି +ଡାଲି

Q3: ମୂଢୀ ମାଂସ ତରକାରୀ ଓଡିଶାର କେଉଁ ଆଞ୍ଚଳର ପ୍ରସିଧ ଖାଦ୍ୟ ଅଟେ?

  • A. କଟକ
  • B. ବରମ୍ପୁର
  • C. ରାଉରକେଲା
  • D. ବାରିପଦା,ମୟୁରଭଞ୍ଜ

Q4: ପୁରୀରେ ମିଳୁଥିବା ପ୍ରସାଦକୁ କଣ କୁହାଯାଏ?

  • A. ଅବଡ଼ା
  • B. ଅନ୍ନ
  • C. ଭାତ
  • D. ଭୋଗ

Q5: କୋରା ଖୟୀ ଓଡ଼ିଶାର କେଉଁ ଅଞ୍ଚଳରେ ପ୍ରସିଦ୍ଧ?

  • A. କଟକ
  • B. ଭୂବନେଶ୍ବର
  • C. ଢେଙ୍କାନାଳ
  • D. ବଲାଙ୍ଗୀରି

Q6: ଚାଉଳ ବରା ଓଡ଼ିଶାର କେଉଁ ଅଞ୍ଚଳରେ ପ୍ରସିଦ୍ଧ?

  • A. ବଲାଙ୍ଗୀରି
  • B. କଟକ
  • C. ଢେଙ୍କାନାଳ
  • D. ଭୂବନେଶ୍ବର

Q7: ଦହିବରା ଅଳୁଦମ ଓଡ଼ିଶାର କେଉଁ ଅଞ୍ଚଳରେ ପ୍ରସିଦ୍ଧ?

  • A. ଢେଙ୍କାନାଳ
  • B. ଭୂବନେଶ୍ବର
  • C. କଟକ
  • D. ବଲାଙ୍ଗୀରି

Q8: ବଢି ଓଡ଼ିଶାର କେଉଁ ଅଞ୍ଚଳରେ ପ୍ରସିଦ୍ଧ?

  • A. ଭୂବନେଶ୍ବର
  • B. କେଉଁଝର
  • C. ବଲାଙ୍ଗୀରି
  • D. ଢେଙ୍କାନାଳ

Q9: ରସାବଳି ଓଡ଼ିଶାର କେଉଁ ଅଞ୍ଚଳରେ ପ୍ରସିଦ୍ଧ?

  • A. କଟକ
  • B. ବରମପୁର
  • C. ନୟାଗଡ
  • D. କେନ୍ଦ୍ରାପଡା

Q10: ଛେନାପୋଡ ଓଡ଼ିଶାର କେଉଁ ଅଞ୍ଚଳରେ ପ୍ରସିଦ୍ଧ?

  • A. କେନ୍ଦ୍ରାପଡା
  • B. ନୟାଗଡ
  • C. କଟକ
  • D. ବରମପୁର

post a comment