ଓଡ଼ିଶାର କିଛି ପ୍ରଥମକୁ ନେଇ ଆପଣଙ୍କ ପାଇଁ କିଛି ପ୍ରଶ୍ନ?

ଓଡ଼ିଶାର କିଛି ପ୍ରଥମକୁ ନେଇ ଆପଣଙ୍କ ପାଇଁ କିଛି ପ୍ରଶ୍ନ

ଓଡ଼ିଶାର କିଛି ପ୍ରଥମକୁ ନେଇ ଆପଣଙ୍କ ପାଇଁ କିଛି ପ୍ରଶ୍ନ

Q1: ଓଡ଼ିଶା ପ୍ରଥମ କଲେଜ କିଏ?

  • A. ରାନିହାଟ କଲେଜ୍
  • B. ସସିବି ମେଡିକାଲ କଲେଜ୍
  • C. ରେଭେନ୍ସା କଲେଜ୍
  • D. ଶ୍ରୀ ଶ୍ରୀ କଲେଜ୍

Q2: ଓଡ଼ିଶାର ପ୍ରଥମ ହାଇସ୍କୁଲ କିଏ?

  • A. ରେଭେନ୍ସା କଲିଜିଏଟ୍ ସ୍କୁଲ
  • B. ମଡନ ପବ୍ଲିକ୍ ସ୍କୁଲ
  • C. କେନ୍ଦ୍ରିୟ ବିଦ୍ୟାଳୟ
  • D. ରାନିହାଟ ସ୍କୁଲ

Q3: ଓଡ଼ିଶାର ପ୍ରଥମ କବି କିଏ?

  • A. ବିମଳା ଦାସ
  • B. ମହିନ୍ଦ୍ର ଦାସ
  • C. ଆଦିକବି ଶାରଳା ଦାସ
  • D. ବ୍ରଜ ଦାସ

Q4: ଓଡ଼ିଶାର ପ୍ରଥମ ଗାଳ୍ପିକ କିଏ?

  • A. ବରୁଣଦେବ ସେନାପତି
  • B. ଅଖିଳେସ ସେନାପତି
  • C. ପ୍ରକାଶ ସେନାପତି
  • D. ଫକୀରମୋହନ ସେନାପତି

Q5: ଓଡ଼ିଶାର ପ୍ରଥମ ବାରିଷ୍ଟର କିଏ?

  • A. ଅନିନ୍ଦିତା ମିଶ୍ର
  • B. ବିଶ୍ୱନାଥ ମିଶ୍ର
  • C. ଜବନିକା ମିଶ୍ର
  • D. ଆତ୍ମପ୍ରକାଶ ମିଶ୍ର

Q6: ଓଡ଼ିଶାର ପ୍ରଥମ ସ୍ମାରକଧାରୀ କିଏ?

  • A. ମଧୁସୂଦନ ଦାସ
  • B. ହନୁମନ୍ତ ଦାସ
  • C. ପ୍ରବିରମୋହନ
  • D. ହିତେନ୍ଦୁ କିଶୋର

Q7: ଓଡ଼ିଶାର ପ୍ରଥମ ଇଞ୍ଜିନିୟରିଙ୍ଗ ସ୍କୁଲର ନାମ କ’ଣ?

  • A. ବିଜୁପଟ୍ଟନାୟକ ଇଞ୍ଜିନିୟରିଙ୍ଗ ସ୍କୁଲ
  • B. ଓଡ଼ିଶା ଇଞ୍ଜିନିୟରିଙ୍ଗ ସ୍କୁଲ
  • C. ଗମେଣ୍ଟ ଇଞ୍ଜିନିୟରିଙ୍ଗ ସ୍କୁଲ
  • D. କଟକ ଇଞ୍ଜିନିୟରିଙ୍ଗ ସ୍କୁଲ

Q8: ଓଡ଼ିଶାର ପ୍ରଥମ ଝୋଟ କାରଖାନାର ନାମ କ’ଣ?

  • A. ପୁରୀ
  • B. ଭଦ୍ରକ
  • C. ରଉରକେଲା
  • D. କୋଣାର୍କ ଝୋଟ କାରଖାନା

Q9: ଓଡ଼ିଶାର ପ୍ରଥମ ଦୂରଦର୍ଶନ କେନ୍ଦ୍ର କେଉଁଠାରେ ଅବସ୍ଥିତ?

  • A. ପୁରୀ
  • B. ରଉରକେଲା
  • C. ସମ୍ବଲପୁର କେନ୍ଦ୍ର
  • D. ଭଦ୍ରକ

Q10: ଓଡ଼ିଶାର ପ୍ରଥମ ମହିଳା କବି କିଏ?

  • A. ମଧୁମତି ସାବତ୍
  • B. କୁନ୍ତଳା କୁମାରୀ ସାବତ୍
  • C. ହିମାଦ୍ରି ସାବତ୍
  • D. ଲିତିକା ସାବତ୍

post a comment