ଓଡ଼ିଶା ଟୁରୀଜିମ ସମ୍ପର୍କରେ ଆପଣଙ୍କ ଅଭିଜ୍ଞତା କ'ଣ? କୁଇଜଟି ଖେଳି ଜାଣନ୍ତୁ?

ଓଡ଼ିଶା ଟୁରୀଜିମ ସମ୍ପର୍କରେ ଆପଣଙ୍କ ଅଭିଜ୍ଞତା କ'ଣ? କୁଇଜଟି ଖେଳି ଜାଣନ୍ତୁ

ଓଡ଼ିଶା ଟୁରୀଜିମ ସମ୍ପର୍କରେ ଆପଣଙ୍କ ଅଭିଜ୍ଞତା କ'ଣ? କୁଇଜଟି ଖେଳି ଜାଣନ୍ତୁ

Q1: କୋଣାର୍କ ମନ୍ଦିର କେଉଁ ପର୍ଯ୍ୟଟନ ସ୍ଥଳୀ ରୂପେ ପରିଚିତ?

  • A. ସୂର୍ଯ୍ୟ ମନ୍ଦିର
  • B. ଚନ୍ଦ୍ର ମନ୍ଦିର
  • C. ବରୁଣ ମନ୍ଦିର
  • D. ଅଗ୍ନି ମନ୍ଦିର

Q2: ଉଦୟଗିରି କେଉଁ ପର୍ଯ୍ୟଟନ ସ୍ଥଳୀ ରୂପେ ପରିଚିତ?

  • A. ସମୁଦ୍ର
  • B. ପାହାଡ଼ରେ ଚିତ୍ରକଳା
  • C. ଜଙ୍ଗଲ
  • D. ପଶୁ ପଖୀ

Q3: ଚଉଷଠି ଯୋଗିନୀ କେଉଁ ପର୍ଯ୍ୟଟନ ସ୍ଥଳୀ ରୂପେ ପରିଚିତ?

  • A. ପ୍ଲାନିଟୋରିୟମ
  • B. ମିୟୁସିୟମ
  • C. ଦେବୀଙ୍କ ପୀଠସ୍ଥଳୀ
  • D. ସମୁଦ୍ର

Q4: ପୁରୀ କେଉଁ ପର୍ଯ୍ୟଟନ ସ୍ଥଳୀ ରୂପେ ପରିଚିତ?

  • A. ମିୟୁସିୟମ
  • B. ପ୍ଲାନିଟୋରିୟମ
  • C. ଜଙ୍ଗଲ
  • D. ଶ୍ରୀ ଜଗନ୍ନାଥଙ୍କ ପୀଠସ୍ଥଳୀ

Q5: ଟ୍ରାଏବାଲ ଆର୍ଟ ଏବଂ ଆର୍ଟ ଫ୍ୟାକଟ ମ୍ୟୁଜିୟମ କେଉଁ ପର୍ଯ୍ୟଟନ ସ୍ଥଳୀ ରୂପେ ପରିଚିତ?

  • A. ପ୍ରାକୃତିକ ସ୍ଥାନ
  • B. ନୃତୀୟ ସ୍ଥଳୀ
  • C. ଜୀବନ ଏବଂ ଇତିହାସ
  • D. ଏଇତିହାସିକ ସ୍ଥଳୀ

Q6: ହୀରାକୁଦ ଡ୍ୟାମ କେଉଁ ପର୍ଯ୍ୟଟନ ସ୍ଥଳୀ ରୂପେ ପରିଚିତ?

  • A. ସୀନେରୀ/ସୂର୍ଯ୍ୟ ଅସ୍ତ
  • B. ଏଇତିହାସିକ ସ୍ଥଳୀ
  • C. ସମୁଦ୍ର
  • D. ମନ୍ଦିର

Q7: ନଦନକାନ କେଉଁ ପର୍ଯ୍ୟଟନ ସ୍ଥଳୀ ରୂପେ ପରିଚିତ?

  • A. ସମୁଦ୍ର
  • B. ଜୀବ ଜନ୍ତୁ
  • C. ମନ୍ଦିର
  • D. ମିୟୁସିୟମ

Q8: ହନୁମାନ ୱାଟୀକା କେଉଁ ପର୍ଯ୍ୟଟନ ସ୍ଥଳୀ ରୂପେ ପରିଚିତ?

  • A. ମନ୍ଦିର
  • B. ଜଙ୍ଗଲ
  • C. ହନୁମାନଙ୍କ 75 ଫିଟ ଷ୍ଟାଚୂ
  • D. ପଶୁ ପଖୀ

Q9: ଚିଲିକା କେଉଁ ପର୍ଯ୍ୟଟନ ସ୍ଥଳୀ ରୂପେ ପରିଚିତ?

  • A. ସମୁଦ୍ର
  • B. ମନ୍ଦିର
  • C. ନୃତୀୟ ସ୍ଥଳୀ
  • D. ନଳବନ ଆଇସଲାଣ୍ଡ

Q10: ରତ୍ନଗିରି କେଉଁ ପର୍ଯ୍ୟଟନ ସ୍ଥଳୀ ରୂପେ ପରିଚିତ?

  • A. ବୁଦ୍ଧଙ୍କ ସ୍ଥାନ
  • B. ମନ୍ଦିର
  • C. ନୃତୀୟ ସ୍ଥଳୀ
  • D. ଜଙ୍ଗଲ

post a comment