ଓଡ଼ିଶା ବିଷୟରେ କିଛି ଅଜଣା କଥାକୁ ନେଇ ଆପଣଙ୍କ ପାଇଁ କିଛି ପ୍ରଶ୍ନ ?

ଓଡ଼ିଶା ବିଷୟରେ କିଛି ଅଜଣା କଥାକୁ ନେଇ ଆପଣଙ୍କ ପାଇଁ କିଛି ପ୍ରଶ୍ନ

ଓଡ଼ିଶା ବିଷୟରେ କିଛି ଅଜଣା କଥାକୁ ନେଇ ଆପଣଙ୍କ ପାଇଁ କିଛି ପ୍ରଶ୍ନ

Q1: ସୁଭଦ୍ରା କେଉଁ ତତ୍ତ୍ୱର ପ୍ରତୀକ?

  • A. ପରାବିଦ୍ୟା ତତ୍ତ୍ୱରୂପା
  • B. ବ୍ରହ୍ମ ତତ୍ତ୍ୱ
  • C. ବିଷ୍ଣୁ ତତ୍ତ୍ୱ
  • D. କେଉଁଟି ବି ନୁହେଁ

Q2: ମୟୁରଭଞ୍ଜ ଖିଚିଂରେ କେଉଁ ଦେବୀ ପୂଜା ପାଆନ୍ତି?

  • A. କୀଚକେଶ୍ୱରୀ
  • B. ରାମେଶ୍ୱରୀ
  • C. ବିଶ୍ୱେଶ୍ୱରୀ
  • D. ପରମେଶ୍ୱରୀ

Q3: ଝଙ୍କଡ କାହିଁକି ପ୍ରସିଦ୍ଧ?

  • A. ତାରିଣୀ ଠାକୁରାଣୀ
  • B. ଶାରଳା ଠାକୁରାଣୀ
  • C. ମଙ୍ଗଳା ଠାକୁରାଣୀ
  • D. ଶୁଭଦ୍ରା ଠାକୁରାଣୀ

Q4: କେଉଁ ଦେବତାଙ୍କ ରଥକୁ ରୁକୁଣା ରଥ କୁହାଯାଏ?

  • A. ଜଗନ୍ନାଥ
  • B. ବଳଭଦ୍ର
  • C. ଶ୍ରୀକୃଷ୍ଣ
  • D. ଲିଙ୍ଗରାଜ

Q5: ଅଶୋକାଷ୍ଟାମୀ କେଉଁ ଦେବତାଙ୍କ ପ୍ରଧାନ ଯାତ୍ରା?

  • A. ଲିଙ୍ଗରାଜ
  • B. ଜଗନ୍ନାଥ
  • C. ବଳଭଦ୍ର
  • D. ଶ୍ରୀକୃଷ୍ଣ

Q6: ଆରଡିର ମୁଖ୍ୟ ଦେବତା କିଏ?

  • A. ଭୟିରବ
  • B. ଭୁତନାଥ
  • C. ବାବା ଆଖଣ୍ଡଳ ମଣି
  • D. କେଉଁଟି ବି ନୁହେଁ

Q7: ଗୁଣ୍ଡିଚା ମନ୍ଦିରର ଅନ୍ୟ ନାଁ କ’ଣ?

  • A. କନକପୁର
  • B. ଶ୍ରୀପୁର
  • C. ଜନକପୁର
  • D. ଲକ୍ଷ୍ମୀପୁର

Q8: ଜଗନ୍ନାଥଙ୍କ ରଥର ବ୍ୟାସ କେତ?

  • A. ୭ଫୁଟ
  • B. ୮ଫୁଟ
  • C. ୯ ଫୁଟ
  • D. ୧୦ଫୁଟ

Q9: ବଳଭଦ୍ରଙ୍କ ରଥର ବ୍ୟାସ କେତ?

  • A. ୮ ଫୁଟ
  • B. ୬ ଫୁଟ
  • C. ୯ ଫୁଟ
  • D. ୧୦ଫୁଟ

Q10: ତାଳଧ୍ୱଜ ରଥର ରକ୍ଷକ କିଏ?

  • A. ହନୁମାନ
  • B. କୃଷ୍ଣ
  • C. ହରି
  • D. ବାସୁଦେବ

post a comment