ଓଡିଶୀ ନୃତ୍ୟ ସମ୍ପର୍କରେ ଆପଣଙ୍କ କେତେ ଜାଣିଛନ୍ତି କୁଇଜଟି ଖେଳି ଦେଖନ୍ତୁ ?

ଓଡିଶୀ ନୃତ୍ୟ ସମ୍ପର୍କରେ ଆପଣଙ୍କ କେତେ ଜାଣିଛନ୍ତି କୁଇଜଟି ଖେଳି ଦେଖନ୍ତୁ

ଓଡିଶୀ ନୃତ୍ୟ ସମ୍ପର୍କରେ ଆପଣଙ୍କ କେତେ ଜାଣିଛନ୍ତି କୁଇଜଟି ଖେଳି ଦେଖନ୍ତୁ

Q1: ଓଡ଼ିଶୀ ନୃତ୍ୟ ସମ୍ପର୍କରେ କେଉଁ ଶାସ୍ତ୍ରରେ ଲେଖାଯାଇଅଛି?

  • A. ହସ୍ତଶାସ୍ତ୍ର
  • B. ନୃତ୍ୟଶାସ୍ତ୍ର
  • C. ନାଟ୍ୟଶାସ୍ତ୍ର
  • D. ଗଳ୍ପଶାସ୍ତ୍ର

Q2: ଓଡିଶୀ ନୃତ୍ୟରେ ମୁଦ୍ରା ଗୁଡ଼ିକୁ କ'ଣ କୁହାଯାଏ?

  • A. ଭଙ୍ଗୀ
  • B. ସୋପାନ
  • C. ଶୈଳି
  • D. ନୃତ୍ୟ

Q3: ଦେବଦାସୀ ନୃତ୍ୟକୁ କ’ଣ କୁହାଯାଏ?

  • A. ମାହାରୀ ନୃତ୍ୟ
  • B. ଗୋଟିପୁଅ
  • C. ନର୍ତକି ନୃତ୍ୟ
  • D. କେଉଁଟି ବି ନୁହେଁ

Q4: ମାହାରୀର ଅର୍ଥ କ’ଣ?

  • A. ମହା+ନାରୀ
  • B. ଶୁଭ+ନାରୀ
  • C. ମହାନ+ନାରୀ
  • D. କେଉଁଟି ବି ନୁହେଁ

Q5: ପୁରୁଷମାନେ ନାରୀ ପରି ବସ୍ତ୍ର ଧାରଣ କରି କରୁଥିବା ନୃତ୍ୟକୁ କ’ଣ କୁହାଯାଏ?

  • A. ଗୋଟିପୁଅ
  • B. ମାହାରୀ ନୃତ
  • C. ନର୍ତକି ନୃତ୍ୟ
  • D. କେଉଁଟି ବି ନୁହେଁ

Q6: ବ୍ରିଟିଶ ସମୟରେ ରାଜଦରବାରରେ ହେଉଥିବା ନୃତ୍ୟକୁ କ’ଣ କୁହାଯାଏ?

  • A. ଗୋଟିପୁଅ
  • B. ମାହାରୀ ନୃତ
  • C. ନର୍ତକି ନୃତ୍ୟ
  • D. କେଉଁଟି ବି ନୁହେଁ

Q7: ଓଡ଼ିଶୀ ନୃତ୍ୟ ଗୁରୁ ରୂପେ ଖ୍ୟାତି ପ୍ରାପ୍ତ ଓଡ଼ିଶୀ ଗୁରୁଙ୍କ ନାଁ କ’ଣ?

  • A. ଗୁରୁ କେଳୁଚରଣ ମହାପାତ୍ର
  • B. ଗୁରୁ କେଳୁଚରଣ ସାହୁ
  • C. ଗୁରୁ କେଳୁଚରଣ ଦାସ
  • D. ଗୁରୁ କେଳୁଚରଣ ସାମଲ

Q8: ଓଡ଼ିଶୀ ନୃତ୍ୟ କେଉଁ କାବ୍ୟ ଉପରେ ଆଧାରିତ?

  • A. ଗୀତଗୋବିନ୍ଦ
  • B. ଗୀତା
  • C. ସିଦ୍ଧାନ୍ତ ଦର୍ପଣ
  • D. କେଉଁଟି ବି ନୁହେଁ

Q9: ଓଡ଼ିଶୀ ନୃତ୍ୟ ଯେଉଁ କାବ୍ୟ ଉପରେ ଆଧାରିତ ତାର ରଚୟତା କିଏ?

  • A. ଜୟଦେବ
  • B. ରାଧାନାଥ
  • C. ବଳଦେବ ରଥ
  • D. ସାରଳା ଦାସ

Q10: ଓଡ଼ିଶୀ ନୃତ୍ୟର ତିନୋଟି ଭାଗର ନାଁ କ’ଣ?

  • A. ଗୋଟିପୁଅ, ମାହାରୀ ନୃତ. ନର୍ତକି ନୃତ୍ୟ
  • B. ଗୋଟିନୃତ୍ୟ, ମାହାରା ନୃତ. ନର୍ତକ ନୃତ୍ୟ
  • C. ଗୋଟିଝିଅ, ମାହାନ ନୃତ. ନର୍ତକିୟ ନୃତ୍ୟ
  • D. ଗୋଟିପୁଅଗଣ, ମାହାନାରୀ ନୃତ୍ୟ. ନର୍ତକି ନୃତ୍ୟ

post a comment