ଓଡ଼ିଶାର ସାହିତ୍ୟ,କଳା ଓ ସଂସ୍କୃତିକୁ ନେଇ ଏହି ଦଶଟି ପ୍ରଶ୍ନରୁ ଆପଣ କେତୋଟି ସଠିକ୍ ଉତ୍ତର ଦେଇପାରିବେ? ?

ଓଡ଼ିଶାର ସାହିତ୍ୟ,କଳା ଓ ସଂସ୍କୃତିକୁ ନେଇ ଏହି ଦଶଟି ପ୍ରଶ୍ନରୁ ଆପଣ କେତୋଟି ସଠିକ୍ ଉତ୍ତର ଦେଇପାରିବେ?

ଓଡ଼ିଶାର ସାହିତ୍ୟ,କଳା ଓ ସଂସ୍କୃତିକୁ ନେଇ ଏହି ଦଶଟି ପ୍ରଶ୍ନରୁ ଆପଣ କେତୋଟି ସଠିକ୍ ଉତ୍ତର ଦେଇପାରିବେ?

Q1: 'ରାମ ଚରିତ ମାନସ'ର ରଚୟିତାଙ୍କ ନାମ କ'ଣ ?

  • A. ବିରୂପା ସାଗର
  • B. ବଳରାମ ଦାସ
  • C. ତୁଳସୀ ଦାସ
  • D. ଅଚ୍ୟୁତ

Q2: ପ୍ରଥମ ଓଡ଼ିଆ ନାଟକର ନାମ କ'ଣ ?

  • A. ବାବାଜୀ
  • B. ଅଶୋକ
  • C. ରେବତୀ
  • D. କୁନ୍ତୀ

Q3: 'ବାଵୁଲା' ଚଳଚ୍ଚିତ୍ର କିଏ ନିର୍ମାଣ କରିଥିଲେ ?

  • A. ଗୋର୍ବଦ୍ଧନ
  • B. ଅଞ୍ଜଳି ମିଶ୍ର
  • C. ସାଧୁ ମେହେର
  • D. ଅଶୋକ ଦାସ

Q4: 'ସିଦ୍ଧାନ୍ତ ର୍ଦ୍ଦପଣ'ର ରଚୟିତା କିଏ?

  • A. ବଙ୍କୀମ ଚନ୍ଦ୍ର
  • B. ପୁରୁଷୋତ୍ତମ
  • C. ଭତ୍ତୃହରି
  • D. ସାମନ୍ତ ଚନ୍ଦ୍ର ଶେଖର

Q5: 'ଲଚ୍ଛମା'ର ରଚୟିତା କିଏ ?

  • A. ପୁରୁଷୋତ୍ତମ
  • B. ଫକିର ମୋହନ ସେନାପତି
  • C. ସାଧୁ ମେହେର
  • D. କୁନ୍ତୀ

Q6: 'ବଡ କ୍ରୂରକାଳ ବଡ଼ ଅବିଶ୍ବାସୀ, ହାବୋଡି ଯିବ ସେ ଆଚମ୍ବିତ ଆସି' ଏହା କିଏ କହିଛନ୍ତି?

  • A. ରାଧାନାଥ ରାୟ
  • B. ରେବତୀ
  • C. ପୁରୁଷୋତ୍ତମ
  • D. ଗୋର୍ବଦ୍ଧନ

Q7: ପ୍ରଥମ ଓଡ଼ିଆ ସମ୍ବାଦପତ୍ରର ନାମ କ'ଣ ?

  • A. ସମାଜ
  • B. ସମ୍ବାଦ
  • C. ଉତ୍କଳ ଦୀପିକା
  • D. ଧରିତ୍ରୀ

Q8: ଲକ୍ଷ୍ମୀ ପୁରାଣ'ର ରଚୟିତା କିଏ ?

  • A. ବୀଜୟ ଦାସ
  • B. ହରି ଦାସ
  • C. ପ୍ରସନ୍ନ ଦାସ
  • D. ବଳରାମ ଦାସ

Q9: ଓଡିଆର ପ୍ରଥମ ଉପନ୍ୟାସର ନାଁ କ'ଣ ?

  • A. ଗୀତ ଗୋବିନ୍ଦ
  • B. ରାମାୟଣ
  • C. ପଦ୍ମମାଳୀ
  • D. ଭାଗବତ

Q10: 'ସମାଜ'ର ପ୍ରତିଷ୍ଠାତା କିଏ ?

  • A. ବଳରାମ ଦାସ
  • B. ପଣ୍ଡିତ ଗୋପବନ୍ଧୁ ଦାସ
  • C. ହରି ଦାସ
  • D. ଅଶୋକ ଦାସ

post a comment