ଓଡ଼ିଶାର ଏହି ମହାନ ବ୍ୟକ୍ତିବିଶେଷଙ୍କ ଅନ୍ୟ ନାମ କ'ଣ??

ଓଡ଼ିଶାର ଏହି ମହାନ ବ୍ୟକ୍ତିବିଶେଷଙ୍କ ଅନ୍ୟ ନାମ କ'ଣ?

ଓଡ଼ିଶାର ଏହି ମହାନ ବ୍ୟକ୍ତିବିଶେଷଙ୍କ ଅନ୍ୟ ନାମ କ'ଣ?

Q1: କବି ମଧୁସୂଦନ ରାଓଙ୍କ ନାମ କ’ଣ?

  • A. ଆଦିକବି
  • B. ଭକ୍ତ କବି
  • C. ଜବନ କବି
  • D. ଜବନ କବି

Q2: କିଏ ‘ପଲ୍ଲୀ କବି’ ନାମରେ ପରିଚିତ?

  • A. ନନ୍ଦ କିଶୋର ଦାସ
  • B. ନନ୍ଦ କିଶୋର ଲେଙ୍କା
  • C. ନନ୍ଦ କିଶୋର ବଳ
  • D. ନନ୍ଦ କିଶୋର ଦାସ

Q3: କିଏ ‘ଗଣ କବି’ ନାମରେ ପରିଚିତ?

  • A. ଶ୍ରୀଧରପାଣି
  • B. ବ୍ରହ୍ମାନନ୍ଦପାଣି
  • C. ବୈଷ୍ଣବପାଣି
  • D. ପ୍ରଦ୍ୟୁମ୍ନପାଣି

Q4: କବି ଚିନ୍ତାମଣି ମହାନ୍ତିଙ୍କ ଅନ୍ୟ ନାମ କ’ଣ?

  • A. କବି ଶେଖର
  • B. କବି ସିରୋମଣି
  • C. କବି ପ୍ରବିଣ
  • D. କବି ଶ୍ରେଷ୍ଠ

Q5: କବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ୟ କେଉଁ ନମାରେ ପରିଚିତ?

  • A. ଭାବ କବି
  • B. ଶାନ୍ତ କବି
  • C. କାନ୍ତ କବି
  • D. ଧିର କବି

Q6: କବି କାଳିଚରଣ ପଟ୍ଟନାୟକଙ୍କ ଅନ୍ୟନାମ କ’ଣ?

  • A. କବିଭାବ
  • B. କବିଚନ୍ଦ୍ର
  • C. କବିକାନ୍ତ
  • D. କବିଶାନ୍ତ

Q7: କିଏ ‘କବି ମଞ୍ଜୁଳ’ ନାମରେ ପରିଚିତ?

  • A. କୃଷ୍ଣପ୍ରସାଦ ସାହୁ
  • B. କୃଷ୍ଣପ୍ରସାଦ ଦାସ
  • C. କୃଷ୍ଣପ୍ରସାଦ ବୋଷ
  • D. କୃଷ୍ଣପ୍ରସାଦ ବାସୁ

Q8: ବୀରକିଶୋର ଦାସଙ୍କର ଅନ୍ୟ ନାମ କ’ଣ?

  • A. ରାଷ୍ଟ୍ର କବି
  • B. ଶ୍ରେଷ୍ଟ କବି
  • C. ଜାତୀୟ କବି
  • D. ଭକ୍ତ କବି

Q9: ଶ୍ୟାମ ସୁନ୍ଦର ଦାସ ଅନ୍ୟ କେଉଁ ନାମରେ ପରିଚିତ?

  • A. ରାଷ୍ଟ୍ର କବି
  • B. କିଶୋର କବି
  • C. ଜାତୀୟ କବି
  • D. ଭକ୍ତ କବି

Q10: କିଏ ‘ଉତ୍କଳ ଘଣ୍ଟ’ ନାମରେ ପରିଚିତ?

  • A. ଯଦୁମଣି ମହାପାତ୍ର
  • B. ଯଦୁମଣି ସାହୁ
  • C. ଯଦୁମଣି ଦାସ
  • D. ଯଦୁମଣି ବେଉରା

post a comment