ଓଡ଼ିଶାର ସର୍ବବୃହତ୍ତ ବ୍ୟକ୍ତିତ୍ୱଙ୍କୁ ନେଇ କିଛି ପ୍ରଶ୍ନ ?

ଓଡ଼ିଶାର ସର୍ବବୃହତ୍ତ ବ୍ୟକ୍ତିତ୍ୱଙ୍କୁ ନେଇ କିଛି ପ୍ରଶ୍ନ

ଓଡ଼ିଶାର ସର୍ବବୃହତ୍ତ ବ୍ୟକ୍ତିତ୍ୱଙ୍କୁ ନେଇ କିଛି ପ୍ରଶ୍ନ

Q1: ଓଡ଼ିଶାର ପ୍ରଥମ ସୁପ୍ରିମ୍ କୋର୍ଟ ବିଚାରପତିଙ୍କ ନାମ କ’ଣ?

  • A. ଗତିକୃଷ୍ଣ ମିଶ୍ର
  • B. ରାମକୃଷ୍ଣ ମିଶ୍ର
  • C. ଲାଲକୃଷ୍ଣ ମିଶ୍ର
  • D. ହରେକୃଷ୍ଣ ମିଶ୍ର

Q2: ଏସ୍.ସି.ବି. ମେଡିକାଲ୍ କଲେଜର ପ୍ରଥମ ଅଧ୍ୟକ୍ଷ କିଏ?

  • A. ରବିନାଥ ଆଚାର୍ଯ୍ୟ
  • B. ବିନୋଦ କୁମାର ଆଚାର୍ଯ୍ୟ
  • C. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ
  • D. ଅନାଦି ଆଚାର୍ଯ୍ୟ

Q3: ଓଡ଼ିଶାର ପ୍ରଥମ ଖବର କାଗଜର ନାମ କ’ଣ?

  • A. ସମାଜ
  • B. ଉତ୍କଳ ଦୀପିକା
  • C. ସମ୍ବାଦ
  • D. ଧରିତ୍ରୀ

Q4: ଓଡ଼ିଶାର ପ୍ରଥମ ମହିଳା କୁଳପତି କିଏ?

  • A. ଅନିତା ମହାନ୍ତି
  • B. ଲତିକା ମହାନ୍ତି
  • C. ପ୍ରିୟମ୍ବଦା ମହାନ୍ତି(ହେଜମାଦି)
  • D. ରାଧିକା ମହାନ୍ତି

Q5: ଓଡ଼ିଶାର ପ୍ରଥମ ମହିଳା ଆଇ.ପି.ଏସ୍. ଅଫିସରଙ୍କ ନାମ କ’ଣ?

  • A. ରାମା ମିଶ୍ର
  • B. ସୋମ୍ୟ ମିଶ୍ର
  • C. ଗୀତିକା ମିଶ୍ର
  • D. ରାଧା ମିଶ୍ର

Q6: ଓଡ଼ିଶାର ପ୍ରଥମ ନାଟକର ନାମ କ’ଣ?

  • A. ଧନୁ
  • B. ଛଅମାଣେ ଆଠ ଗୁଣ୍ଠ
  • C. ବାବାଜୀ
  • D. ବୋଉ

Q7: ଓଡ଼ିଶାର ପ୍ରଥମ ଏଇତିହାସିକ କିଏ?

  • A. ଅଶୋକ ପତି
  • B. ଦେବ ନାଥ
  • C. ଲାଲ ଚରଣ
  • D. ପ୍ୟାରିମୋହନ ଆଚାର୍ଯ୍ୟ

Q8: ସୁପ୍ରିମ୍କୋର୍ଟର ପ୍ରଥମ ଓଡ଼ିଆ ମୁଖ୍ୟ ବିଚାରପତିଙ୍କ ନାମ କ’ଣ?

  • A. ରଙ୍ଗନାଥ ମିଶ୍ର
  • B. ହରେକୃଷ୍ଣ ମିଶ୍ର
  • C. ରାମହରି ମିଶ୍ର
  • D. ବିଷ୍ଣୁ ପ୍ରସାଦ ମିଶ୍ର

Q9: ଓଡ଼ିଶାର ପ୍ରଥମ ମନ୍ତ୍ରୀ କିଏ?

  • A. ଦେବାସିଶ ଦାସ
  • B. ମଧୁସୂଦନ ଦାସ
  • C. ରମାକାନ୍ତ ଦାସ
  • D. ଦେବକିଶୋର ଦାସ

Q10: ଓଡ଼ିଶାର ପ୍ରଥମ ଓଡ଼ିଆ ରାଜ୍ୟପାଳ କିଏ ?

  • A. ଦେବକିଶୋର ମହତାବ
  • B. ଦେବିପ୍ରଶାଦ ମହତାବ
  • C. ହରେକୃଷ୍ଣ ମହତାବ
  • D. ବିକାଶ ମହତାବ

post a comment