ଓଡ଼ିଶା କିଛି ଆଗଧାଡିର ବ୍ୟକ୍ତିତ୍ତଙ୍କୁ ନେଇ ଆପଣଙ୍କ ପାଇଁ କିଛି ପ୍ରଶ୍ନ?

ଓଡ଼ିଶା କିଛି ଆଗଧାଡିର ବ୍ୟକ୍ତିତ୍ତଙ୍କୁ ନେଇ ଆପଣଙ୍କ ପାଇଁ କିଛି ପ୍ରଶ୍ନ

ଓଡ଼ିଶା କିଛି ଆଗଧାଡିର ବ୍ୟକ୍ତିତ୍ତଙ୍କୁ ନେଇ ଆପଣଙ୍କ ପାଇଁ କିଛି ପ୍ରଶ୍ନ

Q1: ଓଡ଼ିଶା ପ୍ରଥମ ବୈଜ୍ଞାନିକ କିଏ?

  • A. ରିଧେଶ୍ୱର ପରିଜା
  • B. ଦେବକାନ୍ତ ପରିଜା
  • C. ପ୍ରାଣକୃଷ୍ଣ ପରିଜା
  • D. ହେମନ୍ତ ପରିଜା

Q2: ଓଡ଼ିଶାର ପ୍ରଥମ ଓଡ଼ିଆ ରାଷ୍ଟ୍ରଦୂତ କିଏ?

  • A. ଲଲାଟେନ୍ଦୁ ମାନସିଂହ
  • B. ବିକ୍ରମ କେଶରି
  • C. ହିତେନ୍ଦୁ
  • D. ପ୍ରାଣକୃଷ୍ଣ

Q3: ଓଡ଼ିଶାର ପ୍ରଥମ ମହିଳା ଜିଲ୍ଲାପାଳ କିଏ?

  • A. ଦେବୀକା କିଶୋର
  • B. ଧନେଶ୍ୱରି ଦେବୀ
  • C. ଚନ୍ଦ୍ରମଣି ନାରାୟଣ ସ୍ୱାମୀ
  • D. ହେମଲତା

Q4: ଓଡ଼ିଶାର ପ୍ରଥମ ମହିଳା ଅଧ୍ୟକ୍ଷା କିଏ?

  • A. ନିର୍ମଳା ନାୟକ
  • B. ପ୍ରମିଳା ଦେବୀ
  • C. କୁନ୍ତଳା କୁମାରୀ
  • D. ଶ୍ରଦ୍ଧା ପ୍ରଜ୍ଞାନ୍ ହୋତା

Q5: ଓଡ଼ିଶାର ପ୍ରଥମ ମହିଳା ବିଚାରପତି କିଏ?

  • A. ଦେବୀ ଦାସ
  • B. ହେମଲତା ପାଢୀ
  • C. ସୁମିତ୍ରା ବିଦ୍ୟାଧର
  • D. ଅମିୟା କୁମାର ପାଢୀ

Q6: ଓଡ଼ିଶାର ପ୍ରଥମ ମହିଳା କଲେଜର ନା କ’ଣ?

  • A. ଶୈଳବାଳା ମହିଳା ମହାବିଦ୍ୟାଳୟ
  • B. ରାମାଦେବୀ
  • C. କମଳା ନେହେରୁ
  • D. କେଉଁଟି ବି ନୁହେଁ

Q7: ଓଡ଼ିଶାର ପ୍ରଥମ ମହିଳା ଆଇ.ପି.ଏସ୍. ଅଫିସରଙ୍କ ନାମ କ’ଣ?

  • A. ଗୀତିକା ମିଶ୍ର
  • B. ରାମା ମିଶ୍ର
  • C. ସୋମ୍ୟ ମିଶ୍ର
  • D. ରାଧା ମିଶ୍ର

Q8: ଓଡ଼ିଶାର ପ୍ରଥମ ନାଟକର ନାମ କ’ଣ?

  • A. ଧନୁ
  • B. ଛଅମାଣେ ଆଠ ଗୁଣ୍ଠ
  • C. ବାବାଜୀ
  • D. ବୋଉ

Q9: ଓଡ଼ିଶାର ପ୍ରଥମ ଏତିହାସିକ କିଏ?

  • A. ପ୍ୟାରିମୋହନ ଆଚାର୍ଯ୍ୟ
  • B. ଅଶୋକ ପତି
  • C. ଦେବ ନାଥ
  • D. ଲାଲ ଚରଣ

Q10: ସୁପ୍ରିମ୍କୋର୍ଟର ପ୍ରଥମ ଓଡ଼ିଆ ମୁଖ୍ୟ ବିଚାରପତିଙ୍କ ନାମ କ’ଣ?

  • A. ହରେକୃଷ୍ଣ ମିଶ୍ର
  • B. ରାମହରି ମିଶ୍ର
  • C. ରଙ୍ଗନାଥ ମିଶ୍ର
  • D. ବିଷ୍ଣୁ ପ୍ରସାଦ ମିଶ୍ର

post a comment