ଓଡ଼ିଶାର ରାଜନୀତିର ଇତିହାସ କୁ ନେୟି ଏହି ଦଶଟି ପ୍ରଶ୍ନରୁ ଆପଣ କେତୋଟି ସଠିକ ଉତ୍ତର ଦେଇ ପାରିବେ??

ଓଡ଼ିଶାର ରାଜନୀତିର ଇତିହାସ କୁ ନେୟି ଏହି ଦଶଟି ପ୍ରଶ୍ନରୁ ଆପଣ କେତୋଟି ସଠିକ ଉତ୍ତର ଦେଇ ପାରିବେ?

ଓଡ଼ିଶାର ରାଜନୀତିର ଇତିହାସ କୁ ନେୟି ଏହି ଦଶଟି ପ୍ରଶ୍ନରୁ ଆପଣ କେତୋଟି ସଠିକ ଉତ୍ତର ଦେଇ ପାରିବେ?

Q1: ଓଡ଼ିଶା ବିଧାନ ସଭାର ସଭ୍ୟ ସଂଖ୍ୟା କେତେ?

  • A. ୧୪୭
  • B. ୧୪୫
  • C. ୧୪୩
  • D. ୧୪୨

Q2: ଓଡ଼ିଶାର ପ୍ରଥମ ବିଧାନ ସଭାରେ କେତୋଟି ଆସନ ଥିଲା?

  • A. ୧୨୦
  • B. ୧୧୦
  • C. ୧୪୦
  • D. ୧୪୭

Q3: ଓଡ଼ିଶାର ବିଧାନ ସଭାର ପ୍ରଥମ ବାଚସ୍ପତି କିଏ?

  • A. ମୁକୁନ୍ଦ ପ୍ରସାଦ ଦାସ
  • B. ମୁକୁନ୍ଦ ପ୍ରସାଦ ସାମଲ
  • C. ମୁକୁନ୍ଦ ପ୍ରସାଦ ସାହୁ
  • D. ମୁକୁନ୍ଦ ପ୍ରସାଦ ଯେନା

Q4: ସ୍ୱାଧୀନ ଓଡ଼ିଶାରେ ପ୍ରଥମେ କେବେ ବିଧାନସଭାରେ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠ ଦଳ ଭାବରେ ମନ୍ତ୍ରିମଣ୍ଡଳ ଗଠନ କରିଥିଲା?

  • A. ୧୯୫୮
  • B. ୧୯୫୭
  • C. ୧୯୫୮
  • D. ୧୯୫୨

Q5: ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ?

  • A. କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ
  • B. କୃଷ୍ଣଚନ୍ଦ୍ର ଦାସ
  • C. ନାରାୟଣ ଦାସ
  • D. କେଉଁଟି ବି ନୁହେଁ

Q6: ଓଡ଼ିଶାର ୨ୟ ସାଧାରଣ ନିର୍ବାଚନ କେବେ ହୋଇଥିଲା?

  • A. ୧୯୫୮
  • B. ୧୯୫6
  • C. ୧୯୫୭
  • D. ୧୯୫୨

Q7: ପ୍ରଜାମଣ୍ଡଳ କେବେ ଗଠିତ ହୋଇଥିଲା?

  • A. ୧୯୩୫
  • B. ୧୯୩୭
  • C. ୧୯୩୬
  • D. ୧୯୪୭

Q8: ବିଜୁ ପଟ୍ଟନାୟକ କେଉଁ ରାଜନୈତିକ ଦଳ ଗଢିଥିଲେ?

  • A. କଂଗେସ୍ର
  • B. ବିଜେପି
  • C. ପିଜେଡି
  • D. ଉତ୍କଳ କଂଗ୍ରେସ

Q9: ଓଡ଼ିଶାର ପ୍ରଥମ ଲୋକ ଅଦାଲତ କେବେ ହେଲା?

  • A. ୧୯୮୭
  • B. ୧୯୮୮
  • C. ୧୯୮୯
  • D. ୧୯୯୦

Q10: କେଉଁ ଓଡ଼ିଆ ଆସାମର ରାଜ୍ୟପାଳ ଥିଲେ?

  • A. ଲୋକନାଥସାହୁ
  • B. ଲୋକନାଥ କିଶୋର
  • C. ଲୋକନାଥ ମିଶ୍ର
  • D. ଲୋକନାଥ ଦାସ

post a comment