ଆପଣ ପୂରୀ ଶ୍ରୀ ମନ୍ଦୀର ବିଷୟରେ କେତେ ମାତ୍ରାରେ ଜାଣିଛନ୍ତି??

ଆପଣ ପୂରୀ ଶ୍ରୀ ମନ୍ଦୀର ବିଷୟରେ କେତେ ମାତ୍ରାରେ ଜାଣିଛନ୍ତି?

ଆପଣ ପୂରୀ ଶ୍ରୀ ମନ୍ଦୀର ବିଷୟରେ କେତେ ମାତ୍ରାରେ ଜାଣିଛନ୍ତି?

Q1: ପୂରୀ ମନ୍ଦୀର କେବେ ସ୍ଥାପିତ ହୋଇଥିଲା?

  • A. ଅଷ୍ଟମ ଶତାବ୍ଦୀ
  • B. ଦଶମ ଶତାବ୍ଦୀ
  • C. ନବମ ଶତାବ୍ଦୀ
  • D. ସପ୍ତମ ଶତାବ୍ଦୀ

Q2: ପୂରୀ ମନ୍ଦୀରର ସ୍ଥାପନା କିୟେ କରିଥିଲେ?

  • A. ସ୍ୱେତର୍ବମନ ଚୋଡଗଙ୍ଗଦେବ
  • B. ଦିବ୍ୟର୍ବମନ ଚୋଡଗଙ୍ଗଦେବ
  • C. ଅନନ୍ତର୍ବମନ ଚୋଡଗଙ୍ଗଦେବ
  • D. କେଉଁଟି ବି ନୁହେଁ

Q3: ପୂରୀ ମନ୍ଦୀର କେଉଁ ଯାତ୍ରା ପାଇଁ ପୃଥିବୀ ତ୍ପସିଦ୍ଧ?

  • A. ରଥଯାତ୍ରା
  • B. ଝାମୁଯାତ୍ରା
  • C. ଚନ୍ଦନଯାତ୍ରା
  • D. ଦୋଳଯାତ୍ରା

Q4: ଶ୍ରୀଜଗନ୍ନାଥଙ୍କ ଦାରୁ ପରିବର୍ତନ କେତେ ବର୍ଷ ଅନ୍ତରରେ ହୁଏ?

  • A. ୨୫
  • B. ୩୦
  • C. ୧୯
  • D. ୩୫

Q5: ତିନି ପ୍ରଭୁ ବିରାଜମାନ ଥିବା ଆସ୍ଥାନକୁ କ’ଣ କୁହାଯାଏ?

  • A. ସିଂହାସନ
  • B. ରତ୍ନାସନ
  • C. ମହାସନ
  • D. ରତ୍ନବେଦୀ

Q6: ତିନିଠାକୁରଙ୍କ ବ୍ୟତୀତ ନିମ୍ନରେ ଥିବା ଅନ୍ୟ କେଉଁ ଠାକୁର ରତ୍ନବେଦୀରେ ବିରାଜମାନ ଅଛନ୍ତି?

  • A. ମଦନମୋହନ
  • B. ଗୋବିନ୍ଦ
  • C. ମାଧବ
  • D. ହରି

Q7: ତିନିଠାକୁଙ୍କ ଦାରୁ ବିଗ୍ରହ କେଉଁ ଗଛରୁ ର୍ନିମିତ?

  • A. ଚନ୍ଦନ
  • B. ନୀମ
  • C. ବର
  • D. ଓସ୍ଥ

Q8: ସିଂଙ୍ଘଦ୍ୱାର ସମ୍ମୁଖରେ ଥିବା ସ୍ତମ୍ଭକୁ କ’ଣ କୁହାଯାଏ?

  • A. ଗରୁଡ ସ୍ତମ୍ଭ
  • B. ଅରୁଣ ସ୍ତମ୍ଭ
  • C. ବରୁଣ ସ୍ତମ୍ଭ
  • D. କେଉଁଟିବି ନୁହେଁ

Q9: ଶ୍ରୀଜଗନ୍ନାଥଙ୍କ ପାଖରେ କେଉଁ ଚକ୍ର ପୂଜା ପାଇଥାନ୍ତି?

  • A. ବିଶ୍ୱଚକ୍ର
  • B. ହସ୍ତଚକ୍ର
  • C. ସୁଦର୍ଶନଚକ୍ର
  • D. ବାସୁଦେବଚକ୍ର

Q10: ଶ୍ରୀଜଗନ୍ନାଥଙ୍କୁ ନୀଲମାଧବ ରୂପରେ କିୟେ ପୂଜା କରୁଥିଲେ?

  • A. ବିଶ୍ୱାବାସୁ
  • B. ଇନ୍ଦ୍ରଦ୍ୟୁମ୍ନ
  • C. ବିଦ୍ୟାପତି
  • D. ଲାଳିତା

post a comment