ଆପଣ କେତେ ସ୍କୋର କରିପାରିବେ ସଚିନ୍ ତେନ୍ଦୁଲକରଙ୍କ ବିଷୟରେ କୁଇଜଟି ଖେଳି??

ଆପଣ କେତେ ସ୍କୋର କରିପାରିବେ ସଚିନ୍ ତେନ୍ଦୁଲକରଙ୍କ ବିଷୟରେ କୁଇଜଟି ଖେଳି?

ଆପଣ କେତେ ସ୍କୋର କରିପାରିବେ ସଚିନ୍ ତେନ୍ଦୁଲକରଙ୍କ ବିଷୟରେ କୁଇଜଟି ଖେଳି? କୁଇଜ ଖେଳିବା ପାଇଁ ଷ୍ଟାର୍ଟ କୁଇଜ଼ରେ କ୍ଲିକ କରନ୍ତୁ

Q1: ସଚିନ୍ ତେନ୍ଦୁଲକରଙ୍କ ମଝି ନାମଟି କଣ?

  • A. ରମେଶ
  • B. କୁମାର
  • C. କୃଷ୍ନା
  • D. ନାଥ

Q2: 1989 ମସିହାରେ ଇଣ୍ଡିଆ ପାକିସ୍ତାନ ଟୁଅରରେ ପାକିସ୍ତାନ ସ୍ପିନର ସଚିନ୍ ଙ୍କୁ କିଛି କହିଥିଲେ,ତାର ଠିକ ପର ଓଭରରେ ସଚିନ୍ କେତେ ସ୍କୋର କରି ତାଙ୍କୁ ଜବାବ ଦେଇଥିଲେ?

  • A. 25
  • B. 30
  • C. 10
  • D. 28

Q3: ସେ କ୍ୟାପଟେନ ଭାବେ ତାଙ୍କ ପ୍ରଥମ ଟେଷ୍ଟ ମ୍ୟାଚ ଜିତି ଥିଲେ,ଏହା କେଉଁ ଗ୍ରାଉଣ୍ ରେ ହୋଇଥିଲା?

  • A. ନ୍ୟୂଦେଲି
  • B. ଇଡେନ ଗାଡେନ
  • C. ଜୱାହରଲାଲ ନେହେରୁ ଷ୍ଟାଡିଅମ
  • D. ୱାଖେଡେ ଷ୍ଟାଡିଅମ

Q4: ସଚିନ ତାଙ୍କ ପ୍ରଥମ ଓ.ଡି.ଆଇ ମ୍ୟାଚରେ କେତେ ସ୍କୋର କରିଥିଲେ?

  • A. 100
  • B. 99
  • C. 0
  • D. 50

Q5: ସଚିନ ଏବଂ କାମ୍ବଲି ପାର୍ଟନରସିପରେ 664 ରନ କରିଥିଲେ ଯାହା ତାଙ୍କୁ ଵିସଡ଼ନ ଯିବାରେ ସାହାଯ୍ୟ କରିଥିଲା,ସେହି ମ୍ୟାଚରେ ସଚିନ୍ କେତେ ରନ କରିଥିଲେ?

  • A. 326
  • B. 400
  • C. 100
  • D. 150

Q6: ସଚିନ୍ ଙ୍କ ଜନ୍ମ ତାରିଖ କେତେ?

  • A. 19 ଫେବୃଆରୀ 1990
  • B. 24 ଏପ୍ରିଲ 1973
  • C. 20 ଜୁନ 1956
  • D. 10 ମେ 1980

Q7: ସଚିନ୍ କେଉଁ ମସିହାରେ ଇଂଲଣ୍ଡ ବିରୁଧରେ ବ୍ୟାଟିଂ ଓପନିଂ କରିଥିଲେ?

  • A. 2000
  • B. 1920
  • C. 1980
  • D. 1994

Q8: ତେନ୍ଦୁଲକରଙ୍କ ହାଇଟ କେତେ?

  • A. 1.65 ମିଟର
  • B. 2 ମିଟର
  • C. 1 ମିଟର
  • D. 2.5 ମିଟର

Q9: ସଚିନ୍ ଙ୍କ କୋଚଙ୍କ ନାମ କଣ,ଯିଏ ତାଙ୍କ ପ୍ରସିଧିର ପ୍ରମୁଖ କାରଣ?

  • A. ଭାରତ ଅରୁଣ
  • B. ରାମ କୃଷ୍ଣ
  • C. ରମାକାନ୍ତ ଅଚରେକର
  • D. ସନ୍ଦୀପ ପାଟିଲ

Q10: ସଚିନ୍ କେବେ ତାଙ୍କର ପ୍ରଥମ ଓ.ଡି.ଆଇ ମ୍ୟାଚର 50 ରନ କରିଥିଲେ?

  • A. ନବମ ମ୍ୟାଚରେ
  • B. ଦଶମ ମ୍ୟାଚରେ
  • C. ପ୍ରଥମ ମ୍ୟାଚରେ
  • D. କେଉଁ ଥିରେ ବି ନୁହେଁ

post a comment