ଏହି ଦଶଟି ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ଏହି ସୁନ୍ଦର ରାଜ୍ୟ ସିକିମ ବିଷୟରେ ଆପଣ କେତେ ଜାଣିଛନ୍ତି ?

ଏହି ଦଶଟି ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ଏହି ସୁନ୍ଦର ରାଜ୍ୟ ସିକିମ ବିଷୟରେ ଆପଣ କେତେ ଜାଣିଛନ୍ତି

ଏହି ଦଶଟି ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ଏହି ସୁନ୍ଦର ରାଜ୍ୟ ସିକିମ ବିଷୟରେ ଆପଣ କେତେ ଜାଣିଛନ୍ତି

Q1: କେଉଁ ମସିହାରେ ସିକିମ ଭାରତର 22ତମ ରାଜ୍ୟ ଘୋଷିତ ହେଲା?

  • A. 1972
  • B. 1975
  • C. 1978
  • D. 1980

Q2: ସିକିମ ଭାରତର ସମ୍ପୂର୍ଣ ରାଜ୍ୟ ଭାବେ କେବେ ସଁଶୋଧିତ ହେଲା?

  • A. 30TH
  • B. 32TH
  • C. 35TH
  • D. 36TH

Q3: ଇଣ୍ଡୋ ସିକିମ ଟେରେଟୋରୀ କେଉଁ ବର୍ଷ ସାଇନ ହୋଇଥିଲା?

  • A. 1945
  • B. 1947
  • C. 1949
  • D. 1950

Q4: ଇଣ୍ଡିଆର କେଉଁ ଏକ ମାତ୍ର ରାଜ୍ୟ ସିକିମର ବଡ଼ର ସେୟାର କରେ?

  • A. ଆସାମ
  • B. ବିହାର
  • C. ୱେଷ୍ଟ ବେଙ୍ଗଲ
  • D. ଅରୁଣାଚଳ ପ୍ରଦେଶ

Q5: ଦ ନଥୁଲା ପାସ ଇଣ୍ଡିଆ କୁ ନିମ୍ନ ଲିଖିତ କାହା ସହ ଯୋଡ଼େ?

  • A. ଭୁଟାନ
  • B. ନେପାଲ
  • C. ବାଙ୍ଗଲା ଦେଶ
  • D. ଚାଇନା

Q6: କେଉଁଟି ସିକିମର ପଶୁ?

  • A. ରେଡ ପାଣ୍ଡା
  • B. ସ୍ନୋ ଲିୟପର୍ଡ
  • C. ଗୟଳ
  • D. କେଉଁଟି ବି ନୁହେଁ

Q7: ସିକିମର ପ୍ରଥମ ଚିଫ ମିନିଷ୍ଟର କିଏ?

  • A. ନର ବହାଦୁର ଭନ୍ଦରୀ
  • B. ବି.ବି ଗୁରୁନଗ
  • C. କାଜି ଲେହନଦୁପ ଡ଼ୋରଜି
  • D. ପବନ କୁମାର ଚାମଲିଂ

Q8: ଟେଷ୍ଟା ନଦୀ ବାଙ୍ଗଲା ଦେଶର କେଉଁ ନଦୀ ସହ ମିଶିଛି?

  • A. ଗଙ୍ଗା
  • B. ବ୍ରହମ୍ମପୁତ୍ର
  • C. ମୋହନା
  • D. ଗୋମତି

Q9: ଏରିଆ ମୁତାବକ କେଉଁ ଟି ସିକିମର ସର୍ବ ବୃହତ୍ତ ଡିଷ୍ଟିଟି?

  • A. ଇଷ୍ଟ ସିକିମ
  • B. ନର୍ଥ ସିକିମ
  • C. ସାଉଥ ସିକିମ
  • D. ୱେଷ୍ଟ ସିକିମ

Q10: ସିକିମରେ କେଉଁଟି ସର୍ବ ବୃହତ୍ତ ବୁଦ୍ଧ ମଠ?

  • A. ରୁମଟେକ ମଠ
  • B. ପେମାୟାନଗଷ୍ଟେ ମଠ
  • C. ଇଂଚେ ମଠ
  • D. ଫୋଡାନଙ୍ଗ ମଠ

post a comment