ଏହି କୁଇଜଟି ଖେଳି ଦେଖନ୍ତୁ ଶ୍ରୀଦେବୀଙ୍କ ବିଷୟରେ ଆପଣ କେତେ ଜାଣିଛନ୍ତି? ?

ଏହି କୁଇଜଟି ଖେଳି ଦେଖନ୍ତୁ ଶ୍ରୀଦେବୀଙ୍କ ବିଷୟରେ ଆପଣ କେତେ ଜାଣିଛନ୍ତି?

ଏହି କୁଇଜଟି ଖେଳି ଦେଖନ୍ତୁ ଶ୍ରୀଦେବୀଙ୍କ ବିଷୟରେ ଆପଣ କେତେ ଜାଣିଛନ୍ତି? କୁଇଜ ଖେଳିବା ପାଇଁ ଷ୍ଟାର୍ଟ କୁଇଜ଼ରେ କ୍ଲିକ କରନ୍ତୁ

Q1: ଶ୍ରୀଦେବୀ କେଉଁ ଫିଲ୍ମରୁ ଡେବୁ କରିଥିଲେ ଶିଶୁ କଳାକାର ଭାବେ ଚାରିବର୍ଷ ବୟସରେ?

  • A. ଚଟକାରୀ
  • B. ଜୁଲି
  • C. ମୁନ୍ଦ୍ରୁ ମୁଡ଼ିଛୁ
  • D. ଥୁନାଇଭାନ

Q2: କେଉଁ ହିନ୍ଦୀ ଫିଲ୍ମରେ ସେ ଶିଶୁକଳାକାର ଭାବେ କାମ କରିଥିଲେ?

  • A. ଜୁଲି
  • B. ହିମ୍ମତ ୱାଲା
  • C. ଜୁଦାଇ
  • D. ସୋଲଭା ସାୱାନ

Q3: ସଦମା ଫିଲ୍ମରେ(1983)ରେ ସେ କେଉଁ ରୋଗରେ ପଡ଼ିଥିଲେ କମଲ ହସନଙ୍କ ସହ?

  • A. ଆସ୍ଥମା
  • B. ଜ୍ୱର
  • C. ଆମନେସିଆ
  • D. ଇନଫେକସନ

Q4: 1986 ମସିହାର କେଉଁ ଫିଲ୍ମ ତାଙ୍କୁ ଶ୍ରେଷ୍ଟ ଫିମେଲ ଷ୍ଟାର ରୂପେ ପରିଚିତ କରାଇଥିଲା ଫିଲ୍ମ ଇଣ୍ଡଷ୍ଟ୍ରିରେ?

  • A. ନାଗୀନା
  • B. ହିମତ ୱାଲା
  • C. ଯୁଦାଇ
  • D. ଚାନ୍ଦନି

Q5: କେଉଁ ଟିଭି ସିରିଏଲରେ ସେ ଅଭିନୟ କରିଥିଲେ?

  • A. ସ୍ବାଭୀମାନ
  • B. ତାରା
  • C. ମି.ସେଷ୍ ମାଲିନୀ ଅୟର
  • D. ସର୍କସ

Q6: ୟସ ଚୋପ୍ରାଙ୍କ କେଉଁ ଫିଲ୍ମରେ ଶ୍ରୀଦେବୀ ଡବଲ ରୋଲ କରିଥିଲେ?

  • A. ଚାନ୍ଦନି
  • B. ଲମହେ
  • C. ଚାଲବାଜ
  • D. ଯୁଦାଇ

Q7: ‘ସାରେ ବଦନ ମେ ଜେହର ଚଡ଼ ଗୟୀ, ବିଛୁ ଲଢ଼ ଗୟୀ’ ଗୀତଟିରେ ଶ୍ରୀଦେବୀଙ୍କୁ କିଏ ଲଭ-ବାଇଟ ଦେଇଥିଲେ?

  • A. ଅମିତାଭ ଵଚନ
  • B. ଗୋବିନ୍ଦା
  • C. ଅନିଲ କପୁର
  • D. ଶକ୍ତି କପୁର

Q8: କହି ପାରିବେ କି ମିଷ୍ଟର ଇଣ୍ଡିଆ ଫିଲ୍ମର ' କାଟେ ନେହିଁ କଟତେ' ଲୋକପ୍ରିୟ ଗୀତଟିରେ ଶ୍ରୀ ଦେବୀ କେଉଁ ରଙ୍ଗର ଶାଢ଼ୀ ପିନ୍ଧି ଥିଲେ?

  • A. ହଳଦୀଆ
  • B. ସୁବଜ
  • C. ଗୋଲାପି
  • D. ନୀଳ

Q9: କେଉଁ ମସିହାରେ ଶ୍ରୀ ଦେବୀ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ?

  • A. 2015
  • B. 2013
  • C. 1999
  • D. 2016

Q10: 24 ଫେବୃଆରୀ 2018 ମସିହାରେ କେଉଁ ରୋଗ କାରଣରୁ ତାଙ୍କର ମୃତୁ ହୋଇଥିଲା?

  • A. କ୍ୟାନ୍ସର
  • B. ଆଶ୍କୀଡେଣ୍ଟ
  • C. କାଡିଏଟିକ ଆସେଟ
  • D. କ୍ରୋନିକ ଡ଼ିଜିସ

post a comment