ପ୍ରଭୁ ବଳଭଦ୍ରଙ୍କୁ ନେଇ ଆପଣମାନଙ୍କ ପାଇଁ କିଛି ପ୍ରଶ୍ନ?

ପ୍ରଭୁ ବଳଭଦ୍ରଙ୍କୁ ନେଇ ଆପଣମାନଙ୍କ ପାଇଁ କିଛି ପ୍ରଶ୍ନ

ପ୍ରଭୁ ବଳଭଦ୍ରଙ୍କୁ ନେଇ ଆପଣମାନଙ୍କ ପାଇଁ କିଛି ପ୍ରଶ୍ନ

Q1: ବଳଭଦ୍ରଙ୍କ ରଥ କେତୋଟି କାଠରେ ନିର୍ମିତ?

  • A. ୭୭୭
  • B. ୯୮୭
  • C. ୭୬୩
  • D. ୫୯୮

Q2: ଦେବଦଳନ ରଥର ପତାକାରେ କି ଚିହ୍ନ ନଥାଏ?

  • A. ପଦ୍ମ
  • B. କଇଁ
  • C. ଶୁଆ
  • D. ଶଙ୍ଖ

Q3: ଦର୍ପଦଳନ ରଥର ଉଚ୍ଚତା କେତେ?

  • A. ୬୫ ଫୁଟ
  • B. ୮୭ ଫୁଟ
  • C. ୪୩ ଫୁଟ
  • D. ୩୩ ଫୁଟ

Q4: ସୁଭଦ୍ରାଙ୍କ ରଥର ଚକ ସଂଖ୍ୟା କେତେ ?

  • A. ୧୨
  • B. ୬
  • C. ୪
  • D. ୭

Q5: ସୁଭଦ୍ରାଙ୍କ ରଥର ରକ୍ଷକ କିଏ?

  • A. ବିଜୟଦୂର୍ଗା
  • B. ଜୟଦୂର୍ଗା
  • C. ଗିରିଦୂର୍ଗା
  • D. ଶ୍ରୀଦୂର୍ଗା

Q6: ସୁଭଦ୍ରାଙ୍କ ରଥର ନେତାର ନାଁ କଣ?

  • A. ନାଦମ୍ବିକା
  • B. କାଦମ୍ବିକା
  • C. ନଦମ୍ବା
  • D. ଜବା

Q7: ଜଗନ୍ନାଥଙ୍କ ମୂର୍ତ୍ତିର ଉଚ୍ଚତା କେତେ?

  • A. ୮୭ ପଦ
  • B. ୮୮ ପଦ
  • C. ୮୫ ପଦ
  • D. ୮୪ ପଦ

Q8: ବଳଭଦ୍ରଙ୍କ ମୂର୍ତ୍ତିର ଉଚ୍ଚତା କେତେ?

  • A. ୯୮
  • B. ୮୦
  • C. ୮୫ ପଦ
  • D. ୯୬

Q9: ସୁଭଦ୍ରାଙ୍କ ମୂର୍ତ୍ତିର ଉଚ୍ଚତା କେତେ?

  • A. ୫୨ ପଦ
  • B. ୬୭ ପଦ
  • C. ୦୯ ପଦ
  • D. ୮୯ ପଦ

Q10: ନନ୍ଦିଘୋଷ ରଥର ଦ୍ୱାରପାଳ କିଏ?

  • A. ରଘୁ,ରାମ
  • B. ଜୟ,ବିଜୟ
  • C. ଘନ,ଶ୍ୟାମ
  • D. କେଉଁଟି ବି ନୁହେଁ

post a comment