୨୦୧୮ରେ ରିଲିଜ ହୋଇଥିବା ସ୍ତ୍ରୀ ଫିଲ୍ମଟି ବିଷୟରେ ଆପଣ କେତେଟି ଠିକ୍ ଉତ୍ତର ଦେଇପାରିବେ କୁଇଜଟି ଖେଳି ଦେଖନ୍ତୁ । ?


୨୦୧୮ରେ ରିଲିଜ ହୋଇଥିବା ସ୍ତ୍ରୀ ଫିଲ୍ମଟି ବିଷୟରେ ଆପଣ କେତେଟି ଠିକ୍ ଉତ୍ତର ଦେଇପାରିବେ କୁଇଜଟି ଖେଳି ଦେଖନ୍ତୁ ।

୨୦୧୮ରେ ରିଲିଜ ହୋଇଥିବା ସ୍ତ୍ରୀ ଫିଲ୍ମଟି ବିଷୟରେ ଆପଣ କେତେଟି ଠିକ୍ ଉତ୍ତର ଦେଇପାରିବେ କୁଇଜଟି ଖେଳି ଦେଖନ୍ତୁ ।

Q1: ସ୍ତ୍ରୀ ଫିଲ୍ମର ଲିଡ ଆକ୍ଟର କିଏ ?

  • A. ରାଜକୁମାର ରାୱ
  • B. ଅଭିଷେକ ବଚ୍ଚନ
  • C. ହ୍ରିତିକ ରୋୖଶନ
  • D. ସାହିଦ କପୁର

Q2: ସ୍ତ୍ରୀ ଫିଲ୍ମ କେଉଁ ଯୋନର ?

  • A. ହରର
  • B. କମେଡି
  • C. ମାଇଥୋଲୋଜିକାଲ
  • D. ଉଭୟ a ଏବଂb

Q3: ସ୍ତ୍ରୀ ଫିଲ୍ମର ଡାଇରେକ୍ଟର କିଏ ?

  • A. ମନୀରତ୍ନମ
  • B. ଅନୁରାଗ କସ୍ୟପ
  • C. ଅମର କୈାସିକ
  • D. ପ୍ରକାଶ ଝା

Q4: ଫିଲ୍ମଟିର ସ୍କ୍ରିନ ପ୍ଲେ କିଏ କରିଛନ୍ତି?

  • A. ଅନୁରାଗ କସ୍ୟପ
  • B. ଭିସାଲ
  • C. କ୍ରିଷ୍ଣା ଡିକେ ଏବଂ ରାଜ ନଦିମୋରୁ
  • D. ରାଜକୁମାର ହିରାନି

Q5: ସ୍ତ୍ରୀ ଫିଲ୍ମଟିର ମ୍ୟୁଜିକ ଡାଇରେକ୍ଟର କିଏ?

  • A. ସଚ୍ଚିନ-ଜୀଗର
  • B. ଏ.ଆର ରେହମାନ
  • C. ପ୍ରିତମ ଚକ୍ରବର୍ତ୍ତୀ
  • D. ଅନୁ ମଲ୍ଲିକ

Q6: ସ୍ତ୍ରୀ ଫିଲ୍ମ୍ ଲିଡ ଆକ୍ଟ୍ରେସ କିଏ?

  • A. କରିନା କପୂର
  • B. ଇଶା ଦେୱଲ
  • C. କଟ୍ରିନା କେଫ
  • D. ଶ୍ରଦ୍ଧା କପୁର

Q7: ନିମ୍ନ ଲିଖିତ ମଧ୍ୟରୁ କିଏ ଫିଲ୍ମରେ ସପୋଟିଙ୍ଗ କାଷ୍ଟରେ ଥିଲେ?

  • A. ଡେଭିଡ ଅବ୍ୟାହତ ଚେଉଲକର
  • B. ପଙ୍କଜ ତ୍ରିପାଠୀ, ଅପରିସ୍ଖିତ ଖୁରାନା,ଅଭିଷେକ ବାନେରଜୀ
  • C. ରିଚା ଛଡ଼ା,ଗୁଲସନ ଗ୍ରୋବର
  • D. ଏ.କେ ହଙ୍ଗଲ

Q8: ଫିଲ୍ମର ଲିଡ ଆକ୍ଟର ଫିଲ୍ମରେ କରିଥିବା ରୋଲଟିର ନା କ'ଣ?

  • A. ରାଜେଶ
  • B. ଅଶୋକ
  • C. କୁନାଲ
  • D. ଭିକି

Q9: ପଙ୍କଜ ତ୍ରିପାଠୀ ଫିଲ୍ମଟିରେ କେଉଁ ରୋଲ୍ କରିଛନ୍ତି?

  • A. ବୁକ ସପ ଓନର
  • B. ତାନ୍ତ୍ରୀକ
  • C. ପୋଷ୍ଟମ୍ୟାନ
  • D. ପାଗଲ

Q10: ଫିଲ୍ମଟିର ସିନେମାଟୋଗ୍ରାଫର କିଏ?

  • A. ଅମଲେନନ୍ଦୁ ଚୈଆଧୁରୀ
  • B. ସନ୍ତୋଷ ସିଭନ
  • C. ପି.ସି ଶ୍ରୀ ରାମ
  • D. ଅନିଲ ମେହତା

post a comment