ଓଡ଼ିଶାର ମନ୍ଦୀର ମାନଙ୍କର ଇତିହାସକୁ ନେଇ ଆପଣମାନଙ୍କ ପାଇଁ କିଛି ପ୍ରଶ୍ନ?

ଓଡ଼ିଶାର  ମନ୍ଦୀର ମାନଙ୍କର ଇତିହାସକୁ ନେଇ ଆପଣମାନଙ୍କ ପାଇଁ କିଛି ପ୍ରଶ୍ନ

ଓଡ଼ିଶାର ମନ୍ଦୀର ମାନଙ୍କର ଇତିହାସକୁ ନେଇ ଆପଣମାନଙ୍କ ପାଇଁ କିଛି ପ୍ରଶ୍ନ

Q1: କଳାପାହାଡ କେବେ ଜଗନ୍ନାଥ ମନ୍ଦିର ଧ୍ୱଂସ କରିଥିଲା?

  • A. ୧୫୬୮
  • B. ୧୫୬୯
  • C. ୧୫୭୦
  • D. ୧୫୭୧

Q2: ‘ଚଳନ୍ତି ବିଷ୍ଣୁ’ କାହାକୁ କୁହାଯାଏ?

  • A. ପୁରୀର ଗଜପତି
  • B. ବିଷ୍ଣୁ ଗୁପ୍ତ
  • C. କୁମାର ଗୁପ୍ତ
  • D. ରାମ ଗୁପ୍ତ

Q3: ଜଗନ୍ନାଥ ମନ୍ଦିର ଚାରିପଟେ ଥିବା ପାଚେରୀକୁ କ’ଣ କୁହାଯାଏ?

  • A. ମେଘନାଦ ପାଚେରୀ
  • B. ରଘୁନାଥ
  • C. ଗୈାରିନାଥ
  • D. ଜଗନ୍ନାଥ

Q4: ନବକଳେବର କେତେ ବର୍ଷରେ ଥରେ ହୁଏ?

  • A. ବାରବର୍ଷ
  • B. ଚଉଦବର୍ଷ
  • C. ଆଠବର୍ଷ
  • D. ବାଇସିବର୍ଷ

Q5: ଜଗନ୍ନାଥଙ୍କ ପ୍ରଥମ ଜନ୍ମ ମାସ କେବେ?

  • A. ଜ୍ୟେଷ୍ଠମାସ
  • B. ଆଷାଢ
  • C. ଭାଦ୍ରବ
  • D. କାର୍ତ୍ତିକ

Q6: ଇନ୍ଦ୍ରଦ୍ୟୁମ୍ନ କେଉଁ ବଂଶର ରାଜା ଥିଲେ?

  • A. ସ୍ରୂ୍ଯ୍ୟବଂଶ
  • B. ରଘୁବଂଶ
  • C. ଚନ୍ଦ୍ରବଂଶ
  • D. କ୍ଷେତ୍ରୀୟବଂଶ

Q7: ଗରୁଡଙ୍କ ଅନ୍ୟ ନାଁ କ’ଣ?

  • A. ସୂପର୍ଣ୍ଣ
  • B. ଧନୁ
  • C. ଅୟାନ୍ୟାସ
  • D. ଆଦି

Q8: ଜଗନ୍ନାଥ କେଉଁ ଯଜ୍ଞର ପ୍ରତୀକ?

  • A. ବ୍ରହ୍ମଯଜ୍ଞ
  • B. ବିଷ୍ଣୁଯଜ୍ଞ
  • C. ଭୂତଯଜ୍ଞ
  • D. ଅଗ୍ନିଯଜ୍ଞ

Q9: ସୁଭଦ୍ରା କେଉଁ ଯଜ୍ଞର ପ୍ରତୀକ?

  • A. ଭୂତ ଯଜ୍ଞ
  • B. ବ୍ରହ୍ମଯଜ୍ଞ
  • C. ବିଷ୍ଣୁଯଜ୍ଞ
  • D. ବରୁଣଯଜ୍ଞ

Q10: ବଳଭଦ୍ର କେଉଁ ଯଜ୍ଞର ପ୍ରତୀକ?

  • A. ଜ୍ଞାନ ଯଜ୍ଞ
  • B. ଭୂତ ଯଜ୍ଞ
  • C. ବ୍ରହ୍ମଯଜ୍ଞ
  • D. ବିଷ୍ଣୁଯଜ୍ଞ

post a comment