ଓଡ଼ିଶା ଏବଂ ମନ୍ଦିରକୁ ନେଇ ଆପଣଙ୍କ ପାଇଁ କିଛି ପ୍ରଶ୍ନ?

ଓଡ଼ିଶା ଏବଂ ମନ୍ଦିରକୁ ନେଇ ଆପଣଙ୍କ ପାଇଁ କିଛି ପ୍ରଶ୍ନ

ଓଡ଼ିଶା ଏବଂ ମନ୍ଦିରକୁ ନେଇ ଆପଣଙ୍କ ପାଇଁ କିଛି ପ୍ରଶ୍ନ

Q1: ଶ୍ରୀ ଜଗନ୍ନାଥ ମନ୍ଦିର କେଉଁଠି ଅବସ୍ଥିତ?

  • A. ପୁରୀ
  • B. କୋଣାର୍କ
  • C. ଭୁବନେଶ୍ୱର
  • D. ଝାରସୁଗୁଡା

Q2: ପ୍ରଭୁ ଲିଙ୍ଗରାଜ ମନ୍ଦିର କେଉଁଠି ଅବସ୍ଥିତ?

  • A. କୋଣାର୍କ
  • B. ପୁରୀ
  • C. ଭୁବନେଶ୍ୱର
  • D. ଯାଜପୁର

Q3: ସୂର୍ଯ୍ୟମନ୍ଦିର କେଉଁଠାରେ ଅବସ୍ଥିତ?

  • A. ଯାଜପୁର
  • B. ଭୁବନେଶ୍ୱର
  • C. ପୁରୀ
  • D. କୋଣାର୍କ

Q4: ରାମେଶ୍ୱର ମନ୍ଦିର କେଉଁଠି ଅବସ୍ଥିତ?

  • A. ସୋନପୁର
  • B. ତାଳଚେର
  • C. ଯାଜପୁର
  • D. କୋଣାର୍କ

Q5: ମନ୍ଦିର ମାଳିନୀ ସହର କାହାକୁ କୁହାଯାଏ?

  • A. ଭୁୁବନେଶ୍ୱର
  • B. ସୋନପୁର
  • C. ତାଳଚେର
  • D. ଯାଜପୁର

Q6: କେଉଁ ରଥକୁ ରୁକୁଣା ରଥ କୁହାଯାଏ?

  • A. ଭୈାରବ ଦେବଙ୍କ ରଥକୁ
  • B. ଶ୍ରୀ କୃଷ୍ଣଙ୍କ ରଥକୁ
  • C. ଧବଳେଶ୍ୱରଙ୍କ ରଥକୁ
  • D. ଲିଙ୍ଗରାଜ ମହାପ୍ରଭୁଙ୍କ ରଥକୁ

Q7: ଭବାନୀପାଟଣାରେ କେଉଁ ଦେବୀ ପ୍ରସିଦ୍ଧ?

  • A. ଶାରଳା
  • B. ଭବାନୀ ଶଙ୍କର
  • C. ତାରୀଣୀ
  • D. ବିରଜା

Q8: ମା’ ତାରିଣୀଙ୍କ ମନ୍ଦିର କେଉଁଠି ଅବସ୍ଥିତ?

  • A. କୋଣାର୍କ
  • B. ପୁରୀ
  • C. ଘଟ ଗାଁ
  • D. ଝଙ୍କଡ

Q9: ଓଡ଼ିଶାରେ କେତେ ମନ୍ଦିର ଅଛି?

  • A. ୧୨,୦୪୦
  • B. ୧୨,୦୪୧
  • C. ୧୨,୦୪୯
  • D. ୧୨,୦୫୦

Q10: ‘ଶଙ୍ଖ କ୍ଷେତ୍ର’ ରୂପେ କେଉଁ ସ୍ଥାନ ଜଣାଶୁଣା?

  • A. କୋଣାର୍କ
  • B. ଭୁବନେଶ୍ୱର
  • C. ପୁରୀ
  • D. ଯାଜପୁର

post a comment