ଓଡ଼ିଶାରେ ଥିବା ସର୍ବବୃହତ୍ତ କୃତିଗୁଡିକୁ ନେଇ କିଛି ପ୍ରଶ୍ନ?

ଓଡ଼ିଶାରେ ଥିବା ସର୍ବବୃହତ୍ତ କୃତିଗୁଡିକୁ ନେଇ କିଛି ପ୍ରଶ୍ନ

ଓଡ଼ିଶାରେ ଥିବା ସର୍ବବୃହତ୍ତ କୃତିଗୁଡିକୁ ନେଇ କିଛି ପ୍ରଶ୍ନ

Q1: ଓଡ଼ିଶାର ବୃହତ୍ତମ ସଡକ କିଏ?

  • A. ଜଗନ୍ନାଥ ସଡକ
  • B. ବାରଦୋଲି
  • C. ତ୍ରୀଶୁଳା
  • D. ଟୁମକୁର

Q2: ଓଡ଼ିଶାର ବୃହତ୍ତମ ସରୋବରର ନାମ କ’ଣ?

  • A. ଦେବୀ
  • B. ବିନ୍ଦୁସାଗର
  • C. କାଡୁଆ
  • D. ଦୟା

Q3: ଓଡ଼ିଶାର ବୃହତ୍ତମ ସଂଗ୍ରହାଳୟର ନାମ କ’ଣ?

  • A. ଓଡ଼ିଶା ରାଜ୍ୟ ସଂଗ୍ରହାଳୟ
  • B. ଟ୍ରାଇବାଲ ଆଟ
  • C. ରିଜୋନାଲ
  • D. ନ୍ୟାଚୁରାଲ ହିଷ୍ଟ୍ରି

Q4: ସବୁଠାରୁ ବଡ଼ ବହିର ନାଁ କ’ଣ?

  • A. ପରଜା
  • B. ଶକୁନ୍ତଳା
  • C. ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
  • D. କେଉଁଟି ବି ନୁହେଁ

Q5: ଓଡ଼ିଶାର ବଡ଼ ଜଳପ୍ରପାତର ନାମ କ’ଣ?

  • A. ହିରାକୁଦ
  • B. ମନ୍ଦିରା
  • C. ଜଲପୁଟ
  • D. ଡୁଡୁମା ଜଳପ୍ରପାତ

Q6: ଓଡ଼ିଶାର ପ୍ରଥମ ଓଡ଼ିଆ ଆଦିବାସୀ ମହିଳା ମନ୍ତ୍ରୀ କିଏ?

  • A. କାଦମ୍ବୀନି ହେମ୍ବ୍ରାମ୍
  • B. ସରସ୍ୱତୀ ହେମ୍ବ୍ରାମ୍
  • C. ସୋନାଲୀ ହେମ୍ବ୍ରାମ୍
  • D. ସୈାଦାମୀନି ହେମ୍ବ୍ରାମ୍

Q7: ଓଡ଼ିଶାର ପ୍ରଥମ ମହିଳା ଚଳଚ୍ଚିତ୍ର ପ୍ରଯୋଜିକାଙ୍କ ନାମ କ’ଣ?

  • A. ସନଯୁକ୍ତା ଘୋଷ
  • B. ଲତିକା ଘୋଷ
  • C. ପ୍ରମିଳା ଘୋଷ
  • D. ପାର୍ବତୀ ଘୋଷ

Q8: ଓଡ଼ିଶାର ପ୍ରଥମ ମହିଳା ଆଇ.ଏ.ଏସ୍.ଙ୍କ ନାମ କ’ଣ?

  • A. ପ୍ରଜ୍ଞା ପରମିତା ଦାସ
  • B. ଗୀତିକା ଦାସ
  • C. କଳ୍ପନା ଭଞ୍ଜ
  • D. ଲତିକା ପ୍ରକାଶ

Q9: ପ୍ରଥମ ଥର ପାଇଁ ଓଡ଼ିଶାର କେଉଁ ମହିଳା ଅର୍ଜ୍ଜୁନ ପୁରସ୍କାର ପାଇଥିଲେ?

  • A. ଆକାଶି ଦାସ
  • B. ସୈାଦାମିନୀ ମେହେର
  • C. ମିନତୀ ମହାପାତ୍ର
  • D. ଭାନୁମତି ପୈାଢ

Q10: ଓଡ଼ିଶା ପ୍ରଥମ ପ୍ଲାନେଟୋରିୟମ୍ ନାମ କ’ଣ?

  • A. ପଠାଣି ସାମନ୍ତ ପ୍ଲାନେଟୋରିୟମ୍
  • B. ସାମନ୍ତ ପ୍ଲାନେଟୋରିୟମ୍
  • C. ପଠାଣି ପ୍ଲାନେଟୋରିୟମ୍
  • D. କେଉଁଟି ବି ନୁହେଁ

post a comment