ଏହି କୁଇଜଟି ଖେଳି ଦେଖନ୍ତୁ ବିରାଟ କୋହଲିଙ୍କ ବିଷୟରେ ଆପଣ କେତେ ମାତ୍ରାରେ ଜାଣିଛନ୍ତି !!?

ଏହି କୁଇଜଟି ଖେଳି ଦେଖନ୍ତୁ  ବିରାଟ କୋହଲିଙ୍କ ବିଷୟରେ  ଆପଣ କେତେ ମାତ୍ରାରେ ଜାଣିଛନ୍ତି !!

ଏହି କୁଇଜଟି ଖେଳି ଦେଖନ୍ତୁ ବିରାଟ କୋହଲିଙ୍କ ବିଷୟରେ ଆପଣ କେତେ ମାତ୍ରାରେ ଜାଣିଛନ୍ତି !!

Q1: କେଉଁ ମସିହାରେ ବିରାଟଙ୍କ ଜନ୍ମ?

  • A. 1988
  • B. 1989
  • C. 1990
  • D. 1991

Q2: କେଉଁ ଆଇ.ପି.ଏଲ ଟିମ ପାଇ ବିରାଟ ଖେଳନ୍ତି?

  • A. ଦେଲ୍ଲୀ ଡେୟାର ଡେଭିଲସ
  • B. ଆର.ସି.ବି
  • C. ମୁଁମ୍ବାଇ ଇଣ୍ଡିଆନ୍ସ
  • D. ଚେନ୍ନାଇ ସୁପର କିଂଙ୍ଗସ

Q3: 2008ରେ କେଉଁ ଟିମ ବିରୁଦ୍ଧରେ କୋହଲି ତାଙ୍କ ଡେ଼ବୁ ମ୍ୟାଚ ଖେଳି ଥିଲେ?

  • A. ପାକିସ୍ତାନ
  • B. ଇଙ୍ଗଲଣ୍ଡ
  • C. ଶ୍ରୀଲଙ୍କଆ
  • D. ୱେଷ୍ଟେଇଣ୍ଡିଜ

Q4: ବିରାଟ କେଉଁ ପ୍ରକାର ବୋଲର ଅଟନ୍ତି?

  • A. ଅଫ ସ୍ପିନ
  • B. ଲେଗ ସ୍ପିନ
  • C. ଫାଷ୍ଟ
  • D. ମିଡିୟମ ପେସ

Q5: ବିରାଟ ଟି 20 ମ୍ୟାଚରେ କେଉଁ ଟିମ ବିରୁଦ୍ଧରେ ତାଙ୍କର ଡେ଼ବୁ ମ୍ୟାଚ ଖେଳି ଥିଲେ?

  • A. ସାଉଥ ଆଫ୍ରୀକା
  • B. ଇଂଲଣ୍ଡ
  • C. ଜିମ୍ବାୱେ
  • D. ନ୍ୟୁଜି ଲ୍ୟାଣ୍ଡ

Q6: ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ବିରାଟ କେତୋଟି ବଲ ଖେଳି ଫାଷ୍ଟେସ ଓଡ଼ିଆଇ ସେଞ୍ଚୁରୀ ବନେଇ ଥିଲେ?

  • A. 52
  • B. 55
  • C. 44
  • D. 47

Q7: କେଉଁ ବଲିଉଡ ଅଭିନେତ୍ରୀଙ୍କୁ ବିରାଟ ବିବାହ କରିଛନ୍ତି?

  • A. ଶ୍ରଦ୍ଧା କପୁର
  • B. ଅନୁଷ୍କା ଶର୍ମା
  • C. ପରିନିତି ଚୋପ୍ରା
  • D. ସୋନମ କପୁର

Q8: ବିରାଟଙ୍କ ଫେମସ ନିକ ନେମଟି କଣ?

  • A. ଚିକୁ
  • B. ବବଲୁ
  • C. ହଟି
  • D. ୱଣ୍ଡର ବୟ

Q9: ବିରାଟଙ୍କୁ କେଉଁ ମସିହାରେ ପ୍ରଥମେ ଭାରତୀୟ ଟେଷ୍ଟ ମ୍ୟାଚର କ୍ୟାପଟେନ ବନା ଯାଇଥିଲା?

  • A. 2012
  • B. 2013
  • C. 2014
  • D. 2015

Q10: 2018ର ଆଇ.ପିଲ ମ୍ୟାଚରେ କୋହଲିଙ୍କୁ ଆର.ସିବି କେତେ ଟଙ୍କାରେ ନିଜ ଟିମକୁ ନେଇ ଥିଲେ?

  • A. 12କୋଟି
  • B. 15କୋଟି
  • C. 16କୋଟି
  • D. 17କୋଟି

post a comment