ଏହି ଦଶଟି ପ୍ରଶ୍ନର ଉତ୍ତର ଦେଇ ଜାଣନ୍ତୁ ଜଗତର ନାଥ ଜଗନ୍ନାଥଙ୍କ ବିଷୟରେ ଆପଣ କେତେ ଜାଣିଛନ୍ତି?

ଏହି ଦଶଟି ପ୍ରଶ୍ନର ଉତ୍ତର ଦେଇ ଜାଣନ୍ତୁ ଜଗତର ନାଥ ଜଗନ୍ନାଥଙ୍କ ବିଷୟରେ ଆପଣ କେତେ ଜାଣିଛନ୍ତି,କୁଇଜ ଖେଳିବା ପାଇଁ ଷ୍ଟାର୍ଟ କୁଇଜ଼ରେ କ୍ଲିକ କରନ୍ତୁ

Powered By : EzeeDigi.com

   Author :

Q1: ଶ୍ରୀ ଜଗନ୍ନାଥ କେଉଁ ଭଗବାନଙ୍କ ପ୍ରତିରୂପ ଅଟନ୍ତି?

  • A. ନାରାୟଣ
  • B. ଶିବ
  • C. ଇନ୍ଦ୍ର
  • D. ବ୍ରହ୍ମମା

Q2: ଶ୍ରୀ ଜଗନ୍ନାଥଙ୍କ ବଡ଼ ଭାଇ କିଏ?

  • A. ରାମଚନ୍ଦ୍ର
  • B. ବଳଭଦ୍ର
  • C. ଲକ୍ଷ୍ମଣ
  • D. ରାମାନୁଜ

Q3: ସୁଭଦ୍ରାଙ୍କ ରଥର ରଙ୍ଗ କଣ?

  • A. କଳା ଏବଂ ଧଳା
  • B. ନୀଳ ଏବଂ ସୁନେଲି
  • C. ନାଲି ଏବଂ କଳା
  • D. ସବୁଜ ଏବଂ ନୀଳ

Q4: ଶ୍ରୀ ଜଗନ୍ନାଥଙ୍କ ରଥରେ କେତୋ ଟି ଚକ ଅଛି?

  • A. 12
  • B. 14
  • C. 18
  • D. 16

Q5: ଶ୍ରୀ ଜଗନ୍ନାଥଙ୍କ ରଥର ନାମ କଣ?

  • A. ନନ୍ଦିଘୋଷ
  • B. ମହାନନ୍ଦି
  • C. ତାଳଧ୍ୱଜ
  • D. ଦର୍ପଦଳନ

Q6: ଶ୍ରୀ ଜଗନ୍ନାଥଙ୍କ ମନ୍ଦୀର ଉପରେ ଥିବା ଚକଟିର ନାମ କଣ?

  • A. ଅଜଣାଚକ୍ର
  • B. ଶୁକ୍ରଚକ୍ର
  • C. କୃଷ୍ଣଚକ୍ର
  • D. ନୀଳଚକ୍ର

Q7: କେଉଁ ରଥରେ ଅର୍ଜୁନ ସାରଥୀ ଅଟନ୍ତି?

  • A. ଦର୍ପଦଳନ
  • B. ନନ୍ଧିଘୋଷ
  • C. ତାଳଧ୍ୱଜ
  • D. କୁରୁକ୍ଷେତ୍ର

Q8: ବଳଭଦ୍ରଙ୍କ ରଥର ଦ୍ଵାରପାଳ କିଏ?

  • A. ନନ୍ଦ
  • B. ସୁନନ୍ଦା
  • C. ଜୟା
  • D. ଉଭୟ ନନ୍ଦ ଏବଂ ସୁନନ୍ଦା

Q9: ଶ୍ରୀ ଜଗନ୍ନାଥଙ୍କ ରଥର ସାରଥୀ କିଏ?

  • A. ଦାରୁକା
  • B. ଅର୍ଜୁନ
  • C. ମାତଳୀ
  • D. ଅମ୍ବର

Q10: ଗୁଣ୍ଡିଚା ମନ୍ଦୀରରେ ପ୍ରଭୁମାନେ କେତେ ଦିନ ରୁହନ୍ତି?

  • A. 7
  • B. 8
  • C. 9
  • D. 10